Sign in
Sign in
Recover your password.
A password will be e-mailed to you.
ବୁରୋମାଲ ରେ ପୋଲିସ ର ଜନସଂପର୍କ ଶିବିର,ମାଗଣା ସ୍ବାସ୍ଥ୍ୟ ଶିବିର ସହିତ ଖେଳ କୁଦ ଓ ବିଭିନ୍ନ ଉପକରଣ ବଣ୍ଟନ
ଖପ୍ରାଖୋଲ ୧୮/୨(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ବୁରୋମାଲ ଗାଁ ଖେଳ ପଡିଆ ଠାରେ ପୋଲିସ ତରଫରୁ ଜନସଂପର୍କ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ଭଞ୍ଜନଗର ବ୍ଳକ୍ ସ୍ତରୀୟ “ନିପୁଣ ଓଡ଼ିଶା ମେଳା” ଅନୁଷ୍ଠିତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଦେଶର ପ୍ରତ୍ୟେକ ବିଦ୍ୟାଳୟ ର ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ପର୍ଯନ୍ତ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଦକ୍ଷତା ଅଭିବୃଦ୍ଧି କରିବା ତଥା ଛାତ୍ରଛାତ୍ରୀ ମାନେ ଭୟ ମୁକ୍ତ ହୋଇ ସ୍ଵାଧୀନ ଭାବେ ପ୍ରଶ୍ନ ପଚାରି…
ବାଣପୁର,ସାହସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ।
ବାଣପୁର:(ସେକ କୌସର):ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ସାହସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତା ୧୮.୦୨.୨୦୨୫ ରିଖ ମଙ୍ଗଳବାର ଦିନ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି - ଅମରେନ୍ଦ୍ର ରଣସିଂହ ବ୍ଲକ ଅଧକ୍ଷ, ମୁଖ୍ୟ…
ତୀର୍ଥଯାତ୍ରାରେ ବାହାରିଲେ ୭୭୫ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ
"ପତାକା ଦେଖାଇ ଶୁଭରମ୍ଭ କଲେ ଜିଲ୍ଲାପାଳ"
ରାୟଗଡରୁ କଲକାତା - କାମାକ୍ଷା ପରିଦର୍ଶନ କରିବେ l
ରାୟଗଡା:-୧୮/୦୨-: ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ରାୟଗଡା ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣ କାର୍ଯ୍ୟକ୍ରମରେ…
ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟାୱାରୀ ଶୁଭେଚ୍ଛା ଜଣାଇ ସମ୍ବର୍ଦ୍ଦିତ କଲେ ଖୋ ଖୋ ବିଶ୍ୱ କପ ବିଜେତା ସଦସ୍ୟl…
"୧୩ବର୍ଷ ପରିଶ୍ରମର ସଫଳତା : ମଗାଇ "
ରାୟଗଡ଼ା /୧୮/୨ : ଭାରତୀୟ ମହିଳା ଖୋ ଖୋ ଦଳ ଇତିହାସ ରଚିଛନ୍ତି। ନୂଆଦିଲ୍ଲୀର ସ୍ଥାନୀୟ ଇନ୍ଦିରା ଗାନ୍ଧି ଇନ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ପ୍ରଥମ ବିଶ୍ବକପ୍ର ଉଭୟ ପୁରୁଷ ଓ ମହିଳାରେ ଆୟୋଜକ ଭାରତ ବିଜେତା ହୋଇଛି। ଫଳରେ ସାରା ଦେଶରେ ଖୁସିର ଲହରି…
ସାରୁଅ ପଞ୍ଚାୟତ କାର୍ଯ୍ୟାଳୟରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ ।
ଖୋର୍ଦ୍ଧା : (ସେକ ଜାଫର) ଖୋର୍ଦ୍ଧା :ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ଙ୍କ ଅଧ୍ୟକ୍ଷତାରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି । ମୋଟ ୯୧ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୭୨ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୧୫ ଟି ବିଭିନ୍ନ ଗ୍ରାମର ସାମୁହିକ…
ପୁରୀରେ ୩ ଦିନ ପାଳିତ ହେବ ଅଖିଳ ଭାରତାୟ ବିଶ୍ବକର୍ମା ମହାସଂଘର ହୀରକ ଜୟନ୍ତୀ
ପୁରୀ,( ଅନିମେଶ ପଟ୍ଟନାୟକ): ଅଖିଳ ଭାରତୀୟ ବିଶ୍ବକର୍ମା ମହାସଂଘର ହୀରକ ଜୟନ୍ତୀ ଚଳିତମାସ ୨୧ ରୁ ୨୩ ତିନିଦିନ ଧରି ପୁରୀ ଟାଉନହଲ ଠାରେ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ମଙ୍ଗଳବାର ମଧ୍ୟାହ୍ନରେ ଚକ୍ରତୀର୍ଥ ରୋଡ ସ୍ଥିତ ୟୁଥ ହଷ୍ଟେଲ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…
ଜିଲ୍ଲା ସ୍ତରୀୟ ଯୁବ ବିନିମୟ କାର୍ଯ୍ୟକ୍ରମର ଶୁଭାରମ୍ଭ ।
ଭବାନୀ ପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ ); ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ମାଇ ଭାରତ ଦ୍ୱାରା ଜିଲ୍ଲା ଇ ଟି ସି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆୟୋଜିତ ଆନ୍ତଃଜିଲ୍ଲା ଯୁବ ବିନିମୟ କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ…
ସାନଉଡେନ ଗାଁ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ
ଖପ୍ରାଖୋଲ ୧୮/୨(ହେମସାଗର ସାହୁ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସାନଉଡେନ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି I ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସରପଞ୍ଚ ରଘୁନାଥ ସିଂ ବରିହା, ସମ୍ମାନିତ ଅତିଥି କଳଙ୍କି ବରିହା, ସି ଆର ସି…
୧୭୪ ବୋତଲ କଫ ସିରଫ ଜବତ : ଜଣେ ଗିରଫ
ପଦ୍ମପୁର :- ନାଗେନମାଲ ରାସ୍ତା ରେ ଯାଉଥିବା ସ୍କୁଟି ଉପରେ ଚଢାଉ କରି ବିପୁଳ ପରିମାଣର କଫ ସିରଫ ଜବତ କରିବା ସହ ଜଣେ ଅଭିଯୁକ୍ତ କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ପଦ୍ମପୁର ପୁଲିସ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ର ଏକ ଟିମ୍ ନାଗେନମାଲ୍ ରାସ୍ତା ରେ ଯାଉଥିବା ସ୍କୁଟି ଉପରେ ଚଢାଉ…