ଓଡିଶା ରାଜ୍ୟ ପୋଲିସ୍ ମହାସଂଘ ସହ ସମ୍ପାଦକ ଭାବେ ଇନ୍ସପେକ୍ଟର ଖଗେଶ୍ୱର ଖୋସଲା ନିର୍ବାଚିତ

4

ନବରଙ୍ଗପୁର, ତା: ୧୬.୦୫.୨୦୨୫ଅଶୋକ ସାହୁ, ଶାସକ ପ୍ରଶାସକ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଇନ୍ସପେକ୍ଟର ଶ୍ରୀ ଖଗେଶ୍ୱର ଖୋସଲା ଓଡିଶା ରାଜ୍ୟ ପୋଲିସ୍ ମହାସଂଘର ସହ ସମ୍ପାଦକ ନିର୍ବାଚିତ ହୋଇଛନ୍ତି. ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଥମ ପୋଲିସ ଭାବେ ଓଡିଶା ପୋଲିସ ମହାସଂଘ ର ସହ ସମ୍ପାଦକ ଭାବେ ନିର୍ବାଚିତ ହେବା ଯୋଗୁଁ ଏହି ବିଭାଗ ସହ ବଂଧୁ ପରିଜନ, ସହକର୍ମୀ ତଥା ଏହି ଅଂଚଳ ରେ ଖୁସିର ଲହରୀ ଖେଳି ଯାଇଛି ଓ ବିଭିନ୍ନ ମହଲରୁ ଶୁବେଛl ପ୍ରଦାନ କରାଯାଇଛି, ନବରଙ୍ଗପୁର ଜିଲ୍ଲା ଓ ୟୁ ଡବ୍ଲୁ ଜେ ସାମ୍ବାଦିକ ସଂଙ୍ଘ ଏହି ବିଷୟ ଜାଣିବା ପରେ ଶ୍ରୀ ଖୋସଲାଙ୍କୁ ପୁଷ୍ପଗୁଚ୍ଛ ଦେଉ ସ୍ୱାଗତ କରିଥିବାବେଳେ ଶ୍ରୀ ଖଗେଶ୍ୱର ଖୋସଲା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି ଲୋକଙ୍କ ସେବା ଜାରୀ ରଖିବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରିଛନ୍ତି

Leave A Reply

Your email address will not be published.