Sign in
Sign in
Recover your password.
A password will be e-mailed to you.
କୋଡ଼ିଙ୍ଗାମାଲିରୁ ଆନ୍ଧ୍ର ଫାର୍ମକୁ ବକ୍ସାଇଟ୍ ପ୍ରଦାନକୁ ଦୁଇ ବିଧାୟକଙ୍କ ବିରୋଧ
ବିଧାନସଭାରେ ଗର୍ଜିଲେ ତାରା ଓ ପବିତ୍ର
ଭୁବନେଶ୍ୱର ୨୧/୦୨/୨୦୨୫ : ଦୁଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ଏବଂ ପବିତ୍ର ସାଉନ୍ତା କୋରାପୁଟ ଜିଲ୍ଲାର କୋଡ଼ିଙ୍ଗମାଲି ଖଣି ବ୍ଲକର ବକ୍ସାଇଟ୍ ଧାତୁକୁ ଆନ୍ଧ୍ରପ୍ରଦେଶର ଏକ ଘରୋଇ ଫାର୍ମକୁ ବିକ୍ରୟ କରିବାକୁ ଦୃଢ ବିରୋଧ କରିଥିଲେ।…
ଦାୟିତ୍ୱପୂର୍ଣ୍ଣ ଗାଡ଼ି ଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ ବାଇକ ରାଲି ଓ ସିଗ୍ନେଚର କ୍ୟାମ୍ପେନ ଆୟୋଜିତ
ଭୁବନେଶ୍ୱର : ଦାୟିତ୍ୱପୂର୍ଣ୍ଣ ଗାଡ଼ିଚାଳନାକୁ ପ୍ରୋତ୍ସାହିତ କରିବା ଏବଂ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ଏକ ବାଇକ ରାଲି ଓ ସିଗ୍ନେଚର କ୍ୟାମ୍ପେନର ଆୟୋଜନ କରାଯାଇଛି। ଡାଇରେକ୍ଟୋରେଟ ଅଫ୍ ମେଡିକାଲ ଏଜୁକେଶନ ଆଣ୍ଡ ଟ୍ରେନିଂ (ଡିଏମଇଟି) ଓ ଜିକିତ୍ସା ହେଲଥ କେୟାର…
ସୋଆ ଭେଟେରିନାରୀ କଲେଜ ପକ୍ଷରୁ ‘ଭେଟ୍ରିକ୍ସ ୨.୦ – ୨୦୨୫’ଉଦ୍ଘାଟିତ
ଭୁବନେଶ୍ୱର, ଫେବୃୟାରୀ ୨୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଭେଟେରିନାରୀ ସାଇନସେସ୍ ଆଣ୍ଡ ଆନିମଲ୍ ହଜବାଣ୍ଡ୍ରି (ଆଇଭିଏସ୍ଏଏଚ୍)ପକ୍ଷରୁ କ୍ୟାମ୍ପସ୍ -୪ ଅଡିଟୋରିୟମ୍ ପରିସରରେ ଶୁକ୍ରବାର ଦିନ ‘ଭେଟ୍ରିକ୍ସ ୨.୦ – ୨୦୨୫’ ଉଦ୍ଘାଟିତ ହୋଇଛି ।ଏହି ଉଦ୍ଘାଟନୀ…
କିଟ୍ ରେ ଡ୍ୟାମ୍ ସୁରକ୍ଷା ଓ ପରିଚାଳନା ଉପରେ ଅନ୍ତର୍ଜାତୀୟ କର୍ମଶାଳା
ଭୁବନେଶ୍ୱର, ୨୧ ।୨: ଡ୍ୟାମ୍ ସୁରକ୍ଷା ଓ ପରିଚାଳନା ଉପରେ କିଟ୍ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ କର୍ମଶାଳା ଆଇଡବ୍ଲୁଡିଏସ୍-୨୦୨୫ ଶୁକ୍ରବାର ଉଦଘାଟିତ ହୋଇଯାଇଛି। ଏହା ହେଉଛି ଆଇଡବ୍ଲୁଡିଏସର ଦ୍ୱିତୀୟ ଅନ୍ତର୍ଜାତୀୟ କର୍ମଶାଳା। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ବତନ ମୁଖ୍ୟ ଶାସନ…
ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ ଭୁବନେଶ୍ୱର ଶାଖା ନୂତନ କର୍ମକର୍ତ୍ତା
ଭୁବନେଶ୍ୱର : ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ ଭୁବନେଶ୍ୱର ଶାଖାରେ ଅନୁଷ୍ଠିତ ବୈଠକରେ 2025-26 ବର୍ଷ ପାଇଁ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି |ନୂତନ ମନୋନୀତ ପାର୍ଥୀ ଭାବେ ଅଧ୍ୟକ୍ଷ- ସିଏ ମହେନ୍ଦ୍ର କୁମାର ସାହୁ , ଉପାଧ୍ୟକ୍ଷ - ସିଏ ଗୌତମ…
କଳାହାଣ୍ଡି ରେ ଜିଲ୍ଲା ସ୍ତରୀୟ ବୃହତ ନିଯୁକ୍ତି ମେଳା ୨୦୨୫ ଅନୁଷ୍ଠିତ ।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ ): ସ୍ଥାନୀୟ ସି ଟି ସ୍କୂଲ ପ୍ରାଙ୍ଗଣ ଠାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ କଳାହାଣ୍ଡି ତରଫରୁ ଜିଲ୍ଲା ସ୍ତରୀୟ ବୃହତ ନିଯୁକ୍ତି ମେଳା ର ଉଦ୍ଘାଟନ ସମାରୋହ ଜିଲ୍ଲାପାଳ ପାୱାର ସଚିନ ପ୍ରକଶ ଙ୍କ ଅଧ୍ୟକ୍ଷତା ରେ…
ତିଳେଇମାଲ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଇଚ୍ଛାପୁର କ୍ଲଷ୍ଟର ଅନ୍ତର୍ଗତ ତିଳେଇମାଲ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ସ୍ଥାନୀୟ ଖେଳପଡିଆ ରେ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ପ୍ରକାଶଚନ୍ଦ୍ର ବାରିକ ଙ୍କ…
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବିଜେପୁର ପକ୍ଷରୁ ଆନ୍ତର୍ଜାତୀୟ ମାତୃଭାଷା ଦିବସ
ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବିଜେପୁର ଠାରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନାଟ୍ୟକାର ଶ୍ରୀଯୁକ୍ତ ମୋହନ ସିଂ…
ଜିନିଷ ନେଇ ଟଙ୍କା ମାଗିବାରୁ ଦୋକାନରେ ପଶି ଭଙ୍ଗାରୁଜା:ଯୁବକ ଗିରଫ ।
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ଗଣେଶ ଚନ୍ଦ୍ର ପ୍ରଧାନଙ୍କ ଦୋକାନରୁ ସେହି ଗ୍ରାମର ବୁଲୁ ଭୁୟାଁ ନାମକ ଜଣେ ଯୁବକ ବୁଧବାର ରାତିରେ କିଛି ଜିନିଷ ଆଣିଥିଲେ ।ଗଣେଶ,ବୁଲୁକୁ ଜିନିଷର ଟଙ୍କା ମାଗିବାରୁ ବୁଲୁ ଟଙ୍କା ଦେବା ପରିବର୍ତେ ତାଙ୍କ ଦୋକାନକୁ ପଥର…
ଘୋଡା ଖୁଣ୍ଟା ରେ କିଶୋରି ମେଳା
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୧/୦୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଘୋଡାଖୁଣ୍ଟା ଅଙ୍ଗନୱାଡି କେନ୍ଦ୍ର (୧) ରେ କିଶୋରୀମେଳା ଅନୁଷ୍ଠିତ ହୋଇଯାଇଛି। ସିଡିପିଓ ମିନତି ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଘୋଡାଖୁଣ୍ଟା ସରପଞ୍ଚ ଲିଳାଦେଇ ମାଝୀ…