୧୯୭୪ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ, ବିଦ୍ୟାଳୟର ନାମ ପରିବର୍ତ୍ତନକୁ ନେଇ ଦୁଃଖ ପ୍ରକାଶ

ଓଡ଼ଗାଁ ୨୧।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ରଘୁନାଥ ବିଦ୍ୟାପୀଠ, ଓଡ଼ଗାଁ ବର୍ତ୍ତମାନ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୭୪ ମାଟ୍ରିକ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ବ୍ଳକ ରୋଡ଼ ସରକାରୀ କଲ୍ୟାଣୀ ମଣ୍ଡପ…

ଓଡ଼ଗାଁ ବ୍ଳକ ୧୧ ପରୀକ୍ଷା କେନ୍ଦ୍ର, ୧୮୧୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୭ ଜଣ ଅନୁପସ୍ଥିତ

ଓଡ଼ଗାଁ,୨୧।୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୫ ମାଟ୍ରିକ ପରୀକ୍ଷା ଶୁକ୍ରବାର ଆରମ୍ଭ ହୋଇଛି। ଓଡ଼ଗାଁ ବ୍ଲକର ୧୧ଟି ପରୀକ୍ଷା କେନ୍ଦ୍ରରେ ୧୮୧୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯ ବାଳିକା ଏବଂ ୮ ଜଣ ବାଳକଙ୍କୁ ମିଶାଇ ମୋଟ ୨୭ଜଣ ଅନୁପସ୍ଥିତ…

ଓଡ଼ଗାଁ ରଘୁନାଥ ଜିଉଙ୍କ ହୁଣ୍ଡିରୁ ୩ ଲକ୍ଷ ୫୪ ହଜାର ମିଳିଲା

ଓଡ଼ଗାଁ୨୧।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀରଘୁନାଥ ଜିଉଙ୍କ ମନ୍ଦିର ହୁଣ୍ଡି ଦେବୋତ୍ତର ବିଭାଗ, ରାଜସ୍ୱ ବିଭାଗ, ପୋଲିସ ଏବଂ ପାଳିଆ ପୂଜକ ସୁଆର ସେବକ ପ୍ରତିନିଧିଙ୍କ ଉପସ୍ଥିତିରେ ଶୁକ୍ରବାର ଖୋଲାଯାଇଛି। ଦୀର୍ଘ ସମୟଧରି ଗଣତି ସରିବା ପରେ ହୁଣ୍ଡିରୁ ୩ ଲକ୍ଷ ୫୪…

ଧାତୁକିପାଲି ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟରସ୍ଥିତ ଧାତୁକିପାଲି ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ସ୍ୱୟଂସହାୟକ ଗୋଷ୍ଠୀ ସଭାନେତ୍ରୀ ଉର୍ମିଳା ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅନୁଷ୍ଠିତ ହୋଇ ଯାଇଛି l…

ଭାରତର ଶ୍ରେଷ୍ଠ ଡିସ୍କମ୍ ମଧ୍ୟରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ଡିସ୍କମ୍; ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତୀୟ…

https://youtu.be/WT4tdtzlkxM - ଓଡ଼ିଶା ସରକାରଙ୍କ ସହିତ ଓଡ଼ିଶାର ପିପିପି ମଡେଲ ଅନ୍ୟ ରାଜ୍ୟ ଡିସକମମାନଙ୍କ ଲାଗି ଏକ ନୀଳନକ୍ସା (ବ୍ଲୁପ୍ରିଂଟ)ରେ ପରିଣତ ହୋଇଛି । - ଦେଶର ୬୩ଟି ଡିସ୍କମ୍ ମଧ୍ୟରେ ଟିପିସିଓଡିଏଲ୍, ଟିପିଏନ୍ଓଡିଏଲ୍ ଓ ଟିପିଡବ୍ଲୁଓଡିଏଲ୍କୁ ଏ+ ସହିତ…

ଏଣିକି ଟିପିଏସ୍ଓଡିଏଲର ୪ଟି ନିଶୁଳ୍କ ହେଲ୍ପଲାଇନ ନମ୍ୱର

 ନୂଆ ନମ୍ବର ୧୮୦୦୨୦୨୬ ଏବଂ ୭୦୭୭୦୦୦୦୦୫  ସମୁଦାୟ ଚାରୋଟି ନମ୍ବର: ୧୮୦୦୨୦୨୬, ୭୦୭୭୦୦୦୦୦୫, ୧୯୧୨, ୧୮୦୦୩୪୫୬୭୯୭ ବ୍ରହ୍ମପୁର, ଫେବୃଆରୀ: ଗ୍ରାହକ ସେବାକୁ ସୁଦୃଢ଼ କରିବା ସହ ଅଭିଯୋଗ ପ୍ରତିକାର ଉଦ୍ଦେଶ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ…

ମାତୃଭାଷାକୁ ବଂଚାଇ ରଖିବା ପାଇଁ ନିଜଠାରୁ ହିଁ ପ୍ରୟାସ ଆରମ୍ଭ କରିବା ଜରୁରୀ : ପ୍ରଫେସର ଗାୟତ୍ରୀବାଳା ପଣ୍ଡା

ସୋଆରେ ବିଶ୍ୱ ମାତୃଭାଷା ଦିବସ ପାଳିତ ଭୁବନେଶ୍ୱର, ଫେବୃଆରୀ ୨୧: ବିଶ୍ୱରେ ୭୦୦୦ ରୁ ଊର୍ଦ୍ଧ୍ୱ ଭାଷା ରହିଥିବା ବେଳେ ତନ୍ମଧ୍ୟରୁ ଅନେକ ଲୋପ ପାଇବାକୁ ବସିଲାଣି । ଓଡ଼ିଆ ଏକ ସମୃଦ୍ଧ ତଥା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି । ତେବେ ଆମେ ଆମ ମାତୃଭାଷାକୁ ଅଧିକ ସମୃଦ୍ଧ ଓ ବଂଚାଇ ରଖିବା ପାଇଁ…

“ମହିଳା ସଶକ୍ତିକରଣ କ୍ଷେତ୍ରରେ ନବୀନ ସରକାରଙ୍କ ଅବଦାନ ଦେଶରେ ଉଦାହରଣ”

ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଓ ମାର୍ଚ୍ଚ ୮ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିବ ବିଜେଡି ସମୃଦ୍ଧ ଓଡିଶା ଗଠନରେ ବିଜୁଙ୍କ ଭୂମିକା ପ୍ରସଙ୍ଗରେ ଆଲୋଚନା ଚକ୍ର ବିଶ୍ୱ ମହିଳା ଦିବସରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ମହିଳାମାନଙ୍କୁ ସମ୍ୱର୍ଦ୍ଧିତ କରାଯିବ ଭୁବନେଶ୍ୱର,…

ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପଦ୍ମପୁର ର ବାର୍ଷିକୋତ୍ସବ “ଆଲୋକ ବର୍ତିକା “ଅନୁଷ୍ଠିତ

ପଦ୍ମପୁର :- ସ୍ଥାନୀୟ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକୋତ୍ସବ "ଆଲୋକବର୍ତିକା " ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ପ୍ରଥମ ଅଧିବେଶନ ରେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀ ବିଧୁଭୂଷଣ ମିଶ୍ର…

ଜେ କେ ପେପର୍ ଲିମିଟେଡ୍ ର ଆନ୍ତଃ ୟୁନିଟ୍ ସ୍ତରୀୟ କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ 2025 ଉଦ୍ଘାଟିତ।

ରାୟଗଡା: ଜେକେ ପେପର୍ ଲିମିଟେଡ୍ ର 3 ଟି ପ୍ରଡକସନ୍ ୟୁନିଟ୍, ଜେ କେ ପେପର୍ ମିଲ୍ସ, ଜେକେପୂର୍ ସେଣ୍ଟ୍ରାଲ ପଲ୍ପ ମିଲ୍ସ, ସୋନଗଡ଼ , ଗୁଜୁରାଟ, ସିରିପୁର ପେପର ମିଲ୍ସ, କାଗଜ ନଗର ତଲେଙ୍ଗାନା ଓ ମୁଖ୍ୟ କାର୍ଯ୍ୟାଳୟ, ଦିଲ୍ଲୀ ମଧ୍ୟ ରେ ୟୁନିଟ୍ ସ୍ତରୀୟ T -20 କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ…