Sign in
Sign in
Recover your password.
A password will be e-mailed to you.
ଜନସେବାରେ କୋଶଲ ପରିବାର ଗଠନ
ଲୋକଙ୍କୁ ସାହାଯ୍ୟ କରିବା ମଣିଷ ଧର୍ମ:- ଡା. ସୁଦାମ ସାହୁ
ବିଜେପୁର /ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ଠାରେ କୋଶଲ ପରିବାର ନାମକ ଏକ ଜନସେବାରେ ଉତ୍ସର୍ଗୀକୃତ ସଂସ୍ଥାକୁ ଟ୍ରଷ୍ଟ ଆଇନ ଅନୁସାରେ ରେଜିଷ୍ଟ୍ରେସନ ନମ୍ବର ମଧ୍ୟ ମିଳି ସାରିଛି।ଉକ୍ତ…
ଲେମଧର ସେବାଶ୍ରମର ବାର୍ଷିକୋତ୍ସବ: ମେଧାବୀ ଛାତ୍ରୀ ପ୍ରୀତି ରଣା ସମ୍ବର୍ଦ୍ଧିତ
ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜାରିଂ କ୍ଲଷ୍ଟର ଅନ୍ତର୍ଗତ ଲେମଧର ସେବାଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଅଶୋକ କୁମାର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅବସରପ୍ରାପ୍ତ ଶିକ୍ଷକ ନଵ କିଶୋର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ…
ଉନ୍ନୟନ କାମ ତଦାରଖ କଲେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧୂକାରୀ।
ଗାଇସିଲେଟ :-ରାଜ୍ୟର ବିଭିନ୍ନ ପଂଚାୟତରେ ବହୁ ଉନ୍ନୟନ ମୂଳକ କାମ ପଡ଼ି ରହିଛି । ତେବେ ଏହି କାମ ପୂର୍ଣ୍ଣାଙ୍ଗ ହେବ ଅଧିକାରୀଙ୍କ ଇଚ୍ଛାଶକ୍ତି ଉପରେ ନିର୍ଭର କରେ । ଆଉ ଯଦି ଜଣେ ଜନମଙ୍ଗଳକାରି ଅଧିକାରୀ ଏସବୁ ପ୍ରତି ଧ୍ୟାନ ଦିଅନ୍ତି ତେବେ ସମସ୍ୟାର ସମାଧାନ ହେବାକୁ ବେଶୀ ସମୟ ଲାଗେ ନାହିଁ…
ଷ୍ଟେଟବ୍ୟାଙ୍କ ଗ୍ରାହକସେବା କେନ୍ଦ୍ରରୁ ଲୁଟ୍
ସୁନ୍ଦରଗଡ଼, (ବସନ୍ତ କୁମାର ଜେନା): ସଟର କାଟି ଏସ ବି ଆଇ ଗ୍ରାହକ ସେବା କେନ୍ଦ୍ର ରୁ ଲୁଟ। ଧରୁଆଡିହି ଥାନା ବିରବିରା ରେ ଏହି ଲୁଟ୍ ହୋଇଥିବା ସୂଚନା ମିଳିଛି । ରାତି ରେ କେହି ଦୁର୍ବୃତ୍ତ ଗ୍ୟାସ କଟର ସାହାଯ୍ୟରେ ସଟର ର ତାଲା କାଟି ନଗଦ ୮୦ ହଜାର ଓ ଲାପଟପ ଲୁଟ କରି ନେଇଥିବା ବେଳେ…
ଅଡାଡୁଙ୍ଗୁରି କିମ୍ବଦନ୍ତୀରୁ ଡୁଙ୍ଗୁରିବାବା ମନ୍ଦିର
ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅଧିନରେ ଯାଉଥିବା ବଡବାଉଁଶେନ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଙ୍ଗମାଟିଆ/କନ୍ଦଡିହ ଗ୍ରାମ ରାସ୍ତା ପାର୍ଶ୍ବରେ ଅଡାଡୁଙ୍ଗୁରି। କେଉଁ ଆବାହମାନ କାଳରୁ ଏ ଅଞ୍ଚଳର ଜନସାଧାରଣଙ୍କର ଆସ୍ଥାର ପ୍ରତୀକ ଭାବରେ ଏକ ବିଶାଳକାୟ କଳା ମଚମଚ ପଥରର ଏକ ସୁନ୍ଦର ପାହାଡ…
ମହାଶିବରାତ୍ରୀ ଅବସରରେ ହରିଶଙ୍କର ରେ ଶ୍ରଦ୍ଧାଳୁଙ୍କ ଭିଡ଼, ଖରାରେ ବି ଧାଡ଼ିରେ ରହି ଠାକୁରଙ୍କୁ କଲେ ଦର୍ଶନ, ଭଜନ…
ଖପ୍ରାଖୋଲ ୨୬/୨(ହେମସାଗର ସାହୁ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପ୍ରମୁଖ ପୁଣ୍ୟ କ୍ଷେତ୍ର ହରିଶଙ୍କର ଠାରେ ମହାଶିବରାତ୍ରୀ ଅବସରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ଦୂର ଦୁରାନ୍ତ ରୁ ହଜାର ହଜାର ଶ୍ରଦ୍ଧାଳୁ ହରିଶଙ୍କର ପହଞ୍ଚି ଚିରସ୍ରୋତା ପାପନାଶିନୀ ଝରଣା ରେ ବୁଡ଼ ପକାଇ…
ସହଜ ରାଜଯୋଗ ଶିକ୍ଷାରେ ସଫଳତାର ପୂର୍ଣ୍ଣତା ପ୍ରାପ୍ତି
ଓଡ଼ଗାଁ, ୨୬।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ତଥା ତହସିଲ କାର୍ଯ୍ୟାଳୟ ପଛପାଖ ତୋଟାସାହି ବ୍ରହ୍ମା କୁମାରୀ ଉପସେବାକେନ୍ଦ୍ର ତ୍ରିଲୋକଭବନ ଠାରେ ମହାଶିବରାତ୍ରି ଅବସରରେ ୮୯ ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ପବିତ୍ର ଉତ୍ସବ ବୁଧବାର ପାଳିତ ହୋଇଯାଇଛି । ଏହି…
ଦୂତୀକେଶ୍ବର ମହାଦେବଙ୍କ ଜାଗରଯାତ୍ରା ଅନୁଷ୍ଠିତ, ଗାୟତ୍ରୀ ବିଦ୍ୟାମନ୍ଦିର ଆନୁକୂଲ୍ୟରେ ସାମୁହିକ ପ୍ରଦୀପ…
୧୦ ହଜାରରୁ ଉର୍ଦ୍ଧ୍ବ ମାନସିକଧାରୀଙ୍କ ସମାଗମ,
ଓଡ଼ଗାଁ, ୨୬।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଜାମୁପାଟଣା ଠାରେ ଶୁଳିଆ ପାହାଡ଼ ପାଦଦେଶରେ ବାବା ଦୂତୀକେଶ୍ବର ମହାଦେବଙ୍କ ପୀଠରେ ମହାଶିବରାତ୍ରି ତଥା ଜାଗରଯାତ୍ରା ଅବସରରେ ପ୍ରତିବର୍ଷ ପରି ମଶାବାରୀ ଗାୟତ୍ରୀ…
ମହା ଶିବରାତ୍ରି ଉପଲକ୍ଷେ ଶୈବପୀଠ ଚଳଚଞ୍ଚଳ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ ), ଶୁକ୍ରବାର ପବିତ୍ର ମହା ଶିବରାତ୍ରି ଉପଲକ୍ଷେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହେବା ସହିତ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା I ବ୍ଳକ୍ ର ଗାଙ୍ଗପୁର ସ୍ଥିତ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମନ୍ଦିର, ବୋରୀର ସିଦ୍ଧେଶ୍ଵର ମନ୍ଦିର,…
ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଜାତୀୟ ସେବା ଯୋଜନା ଦ୍ବାରା ଦିନିକିଆ ଶିବିର ଆୟୋଜିତ
ବାଣପୁର:(ସେକ କୌସର):ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଗୋଦାବରୀଶ ମହାବିଦ୍ୟାଳୟ ଓ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଜାତୀୟ ସେବା ଯୋଜନା ର ସ୍ବେଚ୍ଛାସେବୀ ମାନଙ୍କ ଦ୍ବାରା ଏକ ଦିନିକିଆ ଶିବିର ଆୟୋଜନ କରାଯାଇ ବାଟୋଇ ତଥା ଗଛବାଲୁଙ୍କେଶ୍ବର ମନ୍ଦିରକୁ ଆସୁଥିବା ଭକ୍ତଜନ ମାନଙ୍କୁ…