Sign in
Sign in
Recover your password.
A password will be e-mailed to you.
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଶିକ୍ଷାବିଭାଗ ର ପାଠ ଚ଼କ୍ର
ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )-:ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଶିକ୍ଷାବିଭାଗ ପାଠ ଚ଼କ୍ର କାର୍ଯ୍ୟକ୍ରମ ରେ ଅଧାପକ ଅଶୋକ କୁମାର ସ୍ଵାଇଁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ପାଠ ଚ଼କ୍ର କାର୍ଯ୍ୟକ୍ରମକୁ ବିଭାଗୀୟ ମୁଖ୍ୟ ପିଙ୍କି ପାତ୍ର ପରିଚାଳନା କରିଥିଲେ ଏବଂ…
ଶିବମୟ ହେଲା ଶ୍ରୀକ୍ଷେତ୍ର; ଭୋରରୁ ଉଠିଲା ମହାଦୀପ
ରାତି ତମାମ ଜାଗର ଜାଳି ବ୍ରତ ପାଳିଲେ ଶ୍ରଦ୍ଧାଳୁ
ପୁରୀ (ଅନିମେଶ ପଟ୍ଟନାୟକ): ॐ ନମ ଶିବାୟ ନାମରେ ଗୂଞ୍ଜରିତ ହେଲା ସମଗ୍ର ଶ୍ରୀକ୍ଷେତ୍ର । ପବିତ୍ର ଲୋକନାଥ ଦେବ ପୀଠରେ ଜାଗର ଜାଳି ବ୍ରତ ପାଳିଲେ ଲକ୍ଷାଧିକ ଭକ୍ତ । ଦିନ ତମାମ ନିର୍ଜଳ ଉପବାସ କରି ସମ୍ପୁର୍ଣ୍ଣ ଦିନଟିକୁ ପ୍ରଭୁ…
ମହେନ୍ଦ୍ରଗିରି ସମେତ ଜିଲ୍ଲାର ବିଭିନ୍ନ ଶିବାଳୟରେ ମହାଶିବରାତ୍ରୀ ଓ ଜାଗର ଦୀପଯାତ୍ରା
https://www.youtube.com/watch?v=u6Tjc__xre4
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ଆନ୍ଧ୍ର ସୀମାନରେ ଥିବା ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ଶିଖର ସମେତ ପାରଳାଖେମୁଣ୍ଡି ସହର ଓ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ଶିବାଳୟ ଗୁଡିକରେ ଗତ ଦୁଇଦିନ ଧରି…
ମୃତକ କଲେଜ ଛାତ୍ରୀଙ୍କ ପରିବାରଙ୍କୁ ଭେଟିଲେ ବିଜେପିର ବରିଷ୍ଠ କାର୍ଯ୍ଯକର୍ତ୍ତା ।
ଝାରବନ୍ଧ-ମନୋହର ଦାଶ: ବରଗଡ ସାଂସଦ ପ୍ରଦୀପ ପୁରୋହିତ ନିର୍ଦ୍ଦେଶ କ୍ରମେ ପାଇକମାଲ ବିଜେପି ର ବରିଷ୍ଠ କାର୍ଯ୍ଯକର୍ତ୍ତା ମୃତକ କଲେଜ ଛାତ୍ରୀ ଅଲିଭା ରାଉତ (17)ଙ୍କ ପରିବାରଙ୍କୁ ସାନ୍ତନା ମୂଳକ ସାକ୍ଷାତ କରିଛନ୍ତି । ଗତ ୨୩ ତାରିଖ ପାଇକମାଲ ଥାନା କୋକନରା କଲେଜ ଛାତ୍ରୀଙ୍କ ମୃତ ଦେହ…
ଏଏମ୍ /ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ୩୬ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ
ସଚେତନତା ଅଧିବେଶନ, କର୍ମଚାରୀ, ଶ୍ରମିକ ଏବଂ ଗୋଷ୍ଠୀ ସଦସ୍ୟଙ୍କ ପାଇଁ ବିଭିନ୍ନ ବିଷୟରେ ପ୍ରତିଯୋଗିତା ଆୟୋଜନ
ପାରାଦ୍ଵୀପ : ସଡ଼କ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ ପକ୍ଷରୁ ଓଡ଼ିଶାରେ ଏହାର କାର୍ଯ୍ୟକ୍ଷେତ୍ର ଓ ପ୍ରକଳ୍ପ…
ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହେଲା ମେଳା
ରାଉରକେଲା :(ବସନ୍ତ କୁମାର ଜେନା ): ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ମେଳା ଆଜିଠାରୁ ଆରମ୍ଭ ହୋଇଯାଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣି ମେଳା ପଡ଼ିଆରେ ଉପସ୍ଥିତ ରହି ବେଦବ୍ୟାସ ମେଳା ଓ ଜିଲ୍ଲା ଉନ୍ନୟନ…
ଖଲ୍ଲିକୋଟ ର ବିଭିନ୍ନ ଶିଵାଳୟରେ ମହାଶିବରାତ୍ରି ପାଳନ ।
(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ଫାଲଗୁନ ମାସ କୃଷ୍ଣପକ୍ଷ ରେ ମହାଶିଵରାତ୍ରୀ ଯାହାକୁ ଜାଗର ବୋଲି ପ୍ରତିପାଦିତ ହୋଇଥାଏ। ଏଅଵସରରେ ଖଲ୍ଲିକୋଟ ର ବିଭିନ୍ନ ସ୍ଥାନରେ ବିଭିନ୍ନ ଶିବାଳ଼ୟ ରେ ରାତ୍ର ଜାଗର ଯାତ୍ରା ଦେଖିବାକୁ ମିଳିଛି। ସେ ମଧ୍ୟରୁ ବାବା ବରାଳ ବାଲୁଙ୍କେଶ୍ୱର,…
ଓଡ଼ଗାଁ ବ୍ଳକର ୮ମ ସାଧାରଣ ଅଧିବେଶନ ଅନୁଷ୍ଠିତ,
ଓଡ଼ଗାଁ ୨୫।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ୮ମ ସାଧାରଣ ଅଧିବେଶନ ବ୍ଳକ ସଭାଗୃହରେ ମଙ୍ଗଳବାର ଅପରାହ୍ନରେ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ଗାଁ ବିଡିଓଙ୍କ ସହିତ ପୁରୀ ସାଂସଦଙ୍କ ପ୍ରତିନିଧି କବିସୂର୍ଯ୍ୟ ନଗରରୁ ବିଶ୍ବଜିତ…
ଓଡ଼ଗାଁ ବ୍ଳକ ସ୍ତରୀୟ ମନରେଗା ଜନଶୁଣାଣୀ ଶିବିର, ମନରେଗା ଯୋଜନାରେ ଓଡ଼ଗାଁ ବ୍ଳକ ପଛୁଆ, ୯୭ ହଜାର ୩୨୨ଟଙ୍କାର ଆର୍ଥିକ…
ମନରେଗା ଯୋଜନାରେ ଓଡ଼ଗାଁ ବ୍ଳକ ପଛୁଆ, ୯୭ ହଜାର ୩୨୨ଟଙ୍କାର ଆର୍ଥିକ ଅନିୟମିତତା
ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଏବଂ ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ ଆୟୋଗ ସମ୍ପର୍କିତ ଜନ ଶୁଣାଣୀ ଶିବିର ମଙ୍ଗଳବାର…
ଜନସେବାରେ କୋଶଲ ପରିବାର ଗଠନ
ଲୋକଙ୍କୁ ସାହାଯ୍ୟ କରିବା ମଣିଷ ଧର୍ମ:- ଡା. ସୁଦାମ ସାହୁ
ବିଜେପୁର /ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ଠାରେ କୋଶଲ ପରିବାର ନାମକ ଏକ ଜନସେବାରେ ଉତ୍ସର୍ଗୀକୃତ ସଂସ୍ଥାକୁ ଟ୍ରଷ୍ଟ ଆଇନ ଅନୁସାରେ ରେଜିଷ୍ଟ୍ରେସନ ନମ୍ବର ମଧ୍ୟ ମିଳି ସାରିଛି।ଉକ୍ତ…