Sign in
Sign in
Recover your password.
A password will be e-mailed to you.
୯ଟି ବିଶ୍ୱବିଦ୍ୟାଳୟରେ ନାହାନ୍ତି ସ୍ଥାୟୀ କୁଳପତି
ବିଧାନସଭାରେ ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତର
ଭୁୁବନେଶ୍ୱର(୨୧.୦୩.୨୦୨୫): ରାଜ୍ୟରେ ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରୁ ୮ଟି ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି କାର୍ଯ୍ୟରତ ଅଛନ୍ତି । ଅବଶିଷ୍ଟ ୯ଟି ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି ନାହାନ୍ତି ।…
ଟିପିସିଓଡିଏଲ୍ ପକ୍ଷରୁ ଉନ୍ନତ ଭିତ୍ତିଭୂମିି ଏବଂ ନିରାପତ୍ତା ବ୍ୟବସ୍ଥା ସହିତ ଗ୍ରୀଷ୍ମଋତୁ ପାଇଁ ପ୍ରସ୍ତୁତି
ବାସ୍ତବ ସମୟ ଅନୁଧ୍ୟାନ: ନୂତନ କେନ୍ଦ୍ରୀଭୂତ ବିଦ୍ୟୁତ୍ ବିତରଣ ପ୍ରଯୁକ୍ତି କେନ୍ଦ୍ର ଗ୍ରିଡ୍ ନିରୀକ୍ଷଣରେ ଉନ୍ନତି ଆଣିଛି
ଭିତ୍ତିଭୂମିିରେ ଉନ୍ନତି: ଭୋଲଟେଜ୍ ସ୍ଥିରତା ପାଇଁ ସବ୍-ଟ୍ରାନ୍ସମିସନ୍ର ସୁଦୃଢ଼ୀକରଣ ଏବଂ ନେଟୱାର୍କ ସମ୍ପ୍ରସାରଣ
ଗ୍ରାହକ କୈନ୍ଦ୍ରିକ ଆଭିମୁଖ୍ୟ:…
ଦୁର୍ନୀତିର ଗନ୍ତାଘର ସାଜିଛି ରାୟଗଡ ଜିଲ୍ଲା ବିଭିନ୍ନ ଯୋଜନା ନାମରେ ଚାଲିଛି ସରକାରୀ ଅର୍ଥର ହରିଲୁଟ
ଜଳଛାୟା ମିଶନରେ ୨୫ କୋଟି ଟଙ୍କା ଦୁର୍ନୀତି ଅଭିଯୋଗର ତଦନ୍ତ କରିବ ଜିଲ୍ଲା କଂଗ୍ରେସ କମିଟି
ରାୟଗଡ: ରାୟଗଡ ଜିଲ୍ଲା ଜଳଛାୟା ମିଶନରେ ବ୍ୟାପକ ଦୁର୍ନୀତିର ତଦନ୍ତ କରିବ ଜିଲ୍ଲା କଂଗ୍ରେସ କମିଟି, ରାୟଗଡ ଜିଲ୍ଲା ଜଳ ବିଭାଜିକା ଓ ମୃତ୍ତିକା ସରଣକ୍ଷଣ ବିଭାଗ ତରଫରୁ କାଶୀପୁର ବ୍ଲକରେ ଆମ୍ବ,…
ଶଶୁର ଘରେ ଜ୍ବାଇଁକୁ ହତ୍ୟା ଅଭିଯୋଗ
କାଶୀପୁର ରୁ ବୈକୁଣ୍ଠ ଦୁରିଆ - ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଦୁଲକି ଗ୍ରାମରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଦୁଲକି ଗ୍ରାମରେ ନିଜ ଜ୍ବାଇଁକୁ ହତ୍ୟା କରିଛନ୍ତି ବୋଲି ମୃତକ ପରିବାର କହୁଛନ୍ତି , ମୃତ ବ୍ୟକ୍ତି ହେଉଛନ୍ତି ଲଷ୍ମୀପୂର ବ୍ଲକ ଲୁଲୁପଦର ଗ୍ରାମର କୁମାର ସ୍ୱାମୀ ହଳବା…
ଖଡ଼ିଛୁଆଁ ଉତ୍ସବ ପାଇଁ ଅଭିଭାବକଙ୍କୁ ନିମନ୍ତ୍ରଣ ପତ୍ର
ପୁରୀ ( ଅନିମେଶ ପଟ୍ଟନାୟକ): ପ୍ରତ୍ୟେକ ଅଭିଭାବକଙ୍କ ଘରେ ପହଞ୍ଚିଛି ରାଜ୍ୟ ସରକାରଙ୍କ ନିମନ୍ତ୍ରଣ ପତ୍ର । ଜାତୀୟ ଶିକ୍ଷା ନିତି ୨୦୨୦ ଅନୁଯାୟୀ ଅପ୍ରେଲ ୨ରୁ ପ୍ରତି ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେବ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ ଉତ୍ସବ ।
ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି…
ବଇରି ସାଜିଲା ବନ୍ଧୁ: ସାମାନ୍ୟ ବଚସାରୁ ସାଙ୍ଗ ର ଜୀବନ ନେଲା ସାଙ୍ଗ
https://youtu.be/Ubz-adwsSAY
ଖପ୍ରାଖୋଲ ୨୧/୩ (ହେମସାଗର ସାହୁ)ଝିମିଟି ଖେଳ ରୁ ମହାଭାରତ | ବଇରୀ ସାଜିଲା ବନ୍ଧୁ | ସାମାନ୍ୟ ବାଚସା ରୁ ହାତାହାତି | ଶେଷ ରେ କାଠ ଫାଳିଆରେ ଜୀବନ ନେଲା ଜଘନ୍ୟ ବନ୍ଧୁ I ସୂଚନା ଯୋଗ୍ୟ ଯେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପୁତୁଳା ମହୁଲ ଗାଁ ରେ…
ରମାକାନ୍ତ ସେବା ଫାଉଣ୍ଡେସନ ପକ୍ଷରୁ ବିଶ୍ଵ ପଖାଳ ଦିବସ ପାଳନ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ନାୟକାନଡିହି ଠାରେ ରମାକାନ୍ତ ସେବା ଫାଉଣ୍ଡେସନ ପକ୍ଷରୁ ବିଶ୍ଵ ପଖାଳ ଦିବସ ପାଳନ ହୋଇ ଯାଇଛି। ଫାଉଣ୍ଡେସନ ର ସଦସ୍ୟ ମାନେ ଗ୍ରାମ ରେ ଥିବା ପ୍ରଭୁ ହନୁମାନ ମନ୍ଦିର ରେ ପୂଜା ପାଠ କରିଥିଲେ। ପରେ ରମାକାନ୍ତ ସେବା…
ବଦଳିଲା ପାହ୍ୟା , ହେଲେ ବଦଳିନି ସ୍ଥିତି
ଏନଏସି ଗଠନ ହେବାର ୭ବର୍ଷ ପରେ ବି ବିଜେପୁର ଯେମିତି ସେମିତି
ବିଜେପୁର :-ବିଜେପୁର ଏନ୍ଏସି ଗଠନ ହେବାର ୭ବର୍ଷ ଅତିକ୍ରାନ୍ତ ହୋଇଯାଇଥିବା ବେଳେ ବିଜେପୁରବାସୀ ବିଶେଷ ଭାବରେ ଉପକୃତ ହୋଇପାରିନ ଥିବା ଅଭିଯୋଗ କରିଛନ୍ତି। ଷ୍ଟ୍ରିଟ୍ ଲାଇଟ୍, ପରିମଳ, ପାନୀୟ ଜଳ, ସ୍ବାସ୍ଥ୍ୟ, ବଜାର ବ୍ୟବସ୍ଥା,…
ହରିଶଙ୍କର ର ବିନ୍ଧ୍ୟବାସିନି ମନ୍ଦିର ନିକଟ ପଡିଆ ର ଟେଣ୍ଡର ବାତିଲ ପାଇଁ ବିଂଝାଲ ସମାଜ ର ଦାବୀ
ଖପ୍ରାଖୋଲ ୨୦/୩(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ପୁଣ୍ୟ କ୍ଷେତ୍ର ହରିଶଙ୍କର ବିନ୍ଧ୍ୟବାସିନୀ ମନ୍ଦିର ପରିସର ରେ ସ୍ୱାଲାଖ ବିଁଝାଲ ସମାଜ ତରଫରୁ ଏକ ଖବର ଦାତା ସମ୍ମିଳନୀ ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିନ୍ଧ୍ୟବାଶିନୀ ମନ୍ଦିର ନିକଟରେ ଥିବା…
ଗ୍ରୀଷ୍ମ ପ୍ରବାହ ମୁକାବିଲା ନିମନ୍ତେ ପ୍ରସ୍ତୁତିକୁ ସମୀକ୍ଷା କଲେ ଜିଲ୍ଲାପାଳ
ରlୟଗଡ଼ :-ତା. ୨୦/୦୩-ଚଳିତ ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ୟାକୁ ମୁକାବିଲା କରିବା ନିମନ୍ତେ ରାୟଗଡ ଜିଲ୍ଲାରେ ପ୍ରସ୍ତୁତିକୁ ଆଜି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ସମୀକ୍ଷା କରିଛନ୍ତି l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ନାୟକ, ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକlରୀ ତଥା କାର୍ଯ୍ୟ ନିର୍ବାହୀ…