(ଗାଁ, ଗାଁ ରେ ରାଜ୍… ବୁଲା କବିରାଜ୍

ବଲାଙ୍ଗିର- ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ଜିଲ୍ଲା ପାଟଣାଗଡ଼, ବେଲପଡା, ଖପ୍ରାଖୋଲ୍ ଅଞ୍ଚଳରେ ଫେରି ଵାଲା ଫେଲ୍ ମାରିବ ଯେପରି କ୍ୱାକ୍ ମାନଙ୍କ ରାଜତ୍ଵ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି ! କିଛି ମାସ ତଳେ ବଲାଙ୍ଗୀର୍ ଜିଲ୍ଲାର ଖପ୍ରାଖୋଲ୍ ହରିଶଙ୍କର୍ , ସଇଁତଲା, ଟିଟିଲାଗଡ ଏବଂ…

ମେଧାବୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ବିଜେପୁର :-ବିଜେପୁର ଵ୍ଲକ କ୍ଷେତରପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଦେବବ୍ରତ ପଧାନ ଚଳିତବର୍ଷ ନବୋଦୟ ପରୀକ୍ଷାରେ କୃତିତ୍ବ ହାସଲ କରିଛନ୍ତି। ତେଣୁ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ପ୍ରଧାନ ଶିକ୍ଷକ ସୌଦାମିନୀ ମାଝୀ, ସିଆରସିସି ରାଜେଶ୍ଵର ବେହେରା ମେଧାବୀ…

ପଦ୍ମପୁର DCB ବ୍ୟାଙ୍କ ର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ।

ପଦ୍ମପୁର :- ବର୍ତମାନ ସମୟ ରେ ଲୋକଙ୍କର ସୁବିଧା କୁ ଦୃଷ୍ଟି ରେ ରଖି ଗା ଠୂ ସହର ଚାରିଆଡେ ଲୋକଙ୍କ ହାତ ପହଞ୍ଚ ରେ ଖୋଲି ଉଠିଛି ବହୁତ ଗୁଡ଼ାଏ ବ୍ୟାଙ୍କ। କିନ୍ତୁ ତା ମଧ୍ୟ ରୁ ଲୋକଙ୍କର ବିଶ୍ୱାସ ଏବଂ ସମ୍ପର୍କ ର ପ୍ରିୟ ଭାଜନ ହୋଇ ପାରିଛନ୍ତି ମାତ୍ର କିଛି ଟି ତା ମଧ୍ୟ ରୁ ଏକ ବ୍ୟାଙ୍କ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରୁ ୯,୦୩୯ ହିତାଧିକାରୀ

ବ୍ରହ୍ମଗିରି/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଅଦ୍ୟାବଧି ୯, ୦୩୯ ଗୋଟି ହିତାଧିକାରୀଙ୍କୁ ଗୃହ ମଂଜୁର କରାଯାଇଛି । ବିଧାନସଭାରେ ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ରଙ୍କର ଏକ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ଓ…

ଅନେକ ସ୍ଥାନରେ ହେଉଛି ଅଘୋଷିତ ବିଦ୍ୟୁତ କାଟ, ତ୍ୱରିତ ପଦକ୍ଷେପ ପାଇଁ ଦାବି କଲେ ବିଧାୟିକା ଉପାସନା

ବେଆଇନ ବିଦ୍ୟୁତ ବ୍ୟବହାରୀଙ୍କଠାରୁ ୪୫୭.୪୯ କୋଟି ଜୋରିମାନା ଆଦାୟ ଭୁବନେଶ୍ୱର: ବିଗତ ୫ ବର୍ଷରେ ବିଦ୍ୟୁତ ଆବଣ୍ଟନକାରୀ କମ୍ପାନୀ(ଡିସକମ୍) ମାନଙ୍କ ଦ୍ୱାରା ରାଜ୍ୟରୁ ୪୫୭ କୋଟି ୪୯ ଲକ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଛି । ବେଆଇନ ଭାବରେ ବିଦ୍ୟୁତ ବ୍ୟବହାର କରୁଥିବା ବ୍ୟକ୍ତି ଏବଂ…

ବିଶ୍ୱ ଯକ୍ଷ୍ମା ଦିବସ: ଯକ୍ଷ୍ମା ନିରାକରଣ ପାଇଁ ଜାତୀୟ ପ୍ରୟାସକୁ ବେଦାନ୍ତର ସମର୍ଥନ

ଦୁର୍ଗମ ଅଞ୍ଚଳରେ ସଚେତନତା ସୃଷ୍ଟି ପାଇଁ ‘ନିକ୍ଷୟ ମିତ୍ର ବାହାନ’ର ଶୁଭାରମ୍ଭ ସୁନ୍ଦରଗଡ, ୨୬/୦୩/ ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ନିକଟରେ ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାରେ ଯକ୍ଷ୍ମା (ଟିବି) ଉପରେ ଏକ ସଚେତନତା ଅଭିଯାନ ଆରମ୍ଭ କରିଛି, ଯାହା ୪୫୦୦ ରୁ…

ଅଲୋଡା ହେଲା ଶିଶୁ କନ୍ୟା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନ ଥାନା ମହେଶଡିହି ଅଂଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା, ଏକ ନବଜାତ ଶିଶୁ କନ୍ୟା କୁ କେହି ଫୋପାଡି ଦେଇଥିବା ବେଳେ କୁକୁର ଟାଣି ଖାଉଥିବା ଦେଖିବାକୁ ମିଳିଥିଲା, ମହେଶଦିହି ଥିମ ପାର୍କ ଗଳିରେ ଏକ ବୁଦା ନିକଟରେ ଏକ କୁକୁର ଜଣେ ନବଜାତ ଶିଶୁ କନ୍ୟାର ଗୋଡ କୁ…

ଜଟିଳ ହୃଦ ସମସ୍ୟା ଥିବା ନବଜାତ ଶିଶୁର ଜୀବନ ବଂଚାଇଲେ ସମ୍ ଶିଶୁରୋଗ ବିଶେଷଜ୍ଞ

ଭୁବନେଶ୍ୱର, ୨୫ ମାର୍ଚ୍ଚ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଶିଶୁରୋଗ ବିଶେଷଜ୍ଞ ଖୁବ କମ୍ ଓଜନ ଥିବା ଏବଂ ଏସୋଫାଜିଆଲ୍ ଆଟ୍ରେସିଆ ସମସ୍ୟାରେ ପୀଡ଼ିତ ଥିବା ଗୋଟିଏ ନବଜାତ ଶିଶୁର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି…

ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନାର ଗ୍ରୀଷ୍ମ ସ୍ୱତନ୍ତ୍ର ସେବା ଶିବିର ଉଦଯାପିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଗତ ସାତ ଦିନ ଧରି ଚାଲିଥିବା ଗ୍ରୀଷ୍ମ ସ୍ଵତନ୍ତ୍ର ଶିବିର ଆଜି ଉଦଯାପିତ ହୋଇଯାଇଛି। ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ପୃଥକ ଭାବେ ଆୟୋଜିତ ହୋଇଥିବା ଦୁଇଟି ଯଥା ୟୁନିଟ୍ ୧ (ପୁରୁଷ) ପୋଷ୍ୟ ଗ୍ରାମ ରେଗଡ଼ା ପଞ୍ଚାୟତ ରେଗଡ଼ା…

ବଡ଼ବିଲ ସହରରେ ପୁଲିସ ଫ୍ଲାଗ୍‌ମାର୍ଚ୍ଚ

ବଡ଼ବିଲ (ଶାସକ ପ୍ରଶାସକ): ବଡ଼ବିଲ ଥାନା ଅଞ୍ଚଳରେ ପୁଲିସ ବିଭାଗ ପକ୍ଷରୁ ଆଗାମୀ ଇଦ ଓ ରାମନବମୀ ପରିପ୍ରେକ୍ଷୀରେ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଏକ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ଗତକାଲି ଅପରାହ୍ନ ପ୍ରାୟ ପାଞ୍ଚଟାରୁ ଆରମ୍ଭ ହୋଇଥିବା ଏହି ମାର୍ଚ୍ଚ ପ୍ରଥମେ ବଡ଼ବିଲ…