ବନରକ୍ଷୀ ପ୍ରହ୍ଲାଦ ପଧାନଙ୍କ ହତ୍ୟାର ପ୍ରତିବାଦ ରେ ବନବିଭାଗ ପକ୍ଷରୁ କଳାବ୍ୟାଚ ପିନ୍ଧି ପ୍ରଦର୍ଶନ l

ସମ୍ବଲପୁର(ଲିପନ ନାଏକ ) : ସମ୍ବଲପୁର ଜିଲ୍ଲା ବାମରା ବନ୍ୟାପ୍ରାଣୀ ବନଖଣ୍ଡ ଜମନକିରା ରେଞ୍ଜ ଭୋଜପୁର କାର୍ଯ୍ୟାଳୟ ରେ ଢେଙ୍କାନାଳ ଡିଭିଜନର ବନରକ୍ଷୀ ସ୍ବର୍ଗତ ପ୍ରହଲ୍ଲାଦ ପଧାନ ଙ୍କ ହତ୍ୟାକୁ ନେଇ ଜମନକିରା ରେଞ୍ଜ ଭୋଜପୁର କାର୍ଯ୍ୟାଳୟରେ ଫୋରେଷ୍ଟର ହେମନ୍ତ କୁମାର ମିଶ୍ର, ଶିଶିର ସାମଲ,…

ଗଜପତି ଜିଲ୍ଲାର ସମସ୍ତ ଆଙ୍ଗନୱାଡି କେନ୍ଦ୍ରରେ ଧୁମଧାମରେ ପାଳିତ ହେଲା ଓଡ଼ିଶା ର ଗଣପର୍ବ “ରଜ”

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ଗଣ ପର୍ବ ରଜ ଏକ ଅପାର ସାଂସ୍କୃତିକ ଐତିହ୍ୟର ଅଙ୍ଗ ଭାବେ ପରିଚିତ। ଚଳିତ ବର୍ଷ ଗଜପତି ଜିଲ୍ଲାର ସମସ୍ତ ଆଙ୍ଗନୱାଡି କେନ୍ଦ୍ରରେ ଏହା କିଶୋରୀ ବାଳିକା , ଜନପ୍ରତିନିଧି , ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସହଯୋଗରେ ଧୁମଧାମରେ ପାଳିତ…

ଦେଦର୍ହ ଗାଁ ରେ ଯୁବକ ଙ୍କୁ ହତ୍ୟା କାରଣ ଅସ୍ପଷ୍ଟ, ଦୁଇଜଣଙ୍କୁ ଗିରଫ କଲା ଖପ୍ରାଖୋଲ ପୋଲିସ

ଖପ୍ରାଖୋଲ ୧୫/୬(ହେମସାଗର ସାହୁ )ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ପଂଚାୟତ ଦେଦର୍ହ ଗାଁ ରେ ଶନିବାର ଦିନ ଜଣେ ଯୁବକ ଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି I ସୂଚନା ମୁତାବକ ଦେଦର୍ହ ଗାଁ ର ଅଜେୟ ପଧାନ (22) ଗାଁ ପୋଖରୀ କୁ ସାଙ୍ଗ ପ୍ରଦୀପ ମାଝୀ ସହିତ ଶୌଚ ହେବା ପାଇଁ…

ବିଶିଷ୍ଟ କଳାକାର, ପ୍ରଧାନ ଶିକ୍ଷକ ଗୋପାଳଙ୍କ ଦ୍ୱାଦଶାହ ତିଥିରେ ରକ୍ତ ଦାନ ଶିବିର,୩୫ ୟୁନିଟ ରକ୍ତ ସଂଗ୍ରହ ।

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଗୋବରା ପଞ୍ଚାୟତର ସରପଞ୍ଚ ସୁପ୍ରଭା ନାୟକଙ୍କ ସ୍ୱାମୀ ତଥା ଜଗନ୍ନାଥପ୍ରସାଦ ଯୁଧିଷ୍ଠିର ବିଦ୍ୟାପୀଠର ପ୍ରଧାନଶିକ୍ଷକ ଏବଂ ଅଞ୍ଚଳର ଜଣାଶୁଣା କଳାକାର, ଗୋପାଳ କୃଷ୍ଣ ନାୟକଙ୍କ ଦ୍ୱାଦଶାହ ତିଥି ଅବସରରେ ଗୋବରା ଠାରେ ଗୋପାଳ ସ୍ମୃତି କମିଟି ଓ…

ଡାଇରିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଇ ଆଲର୍ଟ ଜାରି କଲା ଗୃହ ଓ ନଗର ଉନ୍ନୟନ ବିଭାଗ

ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ଆରମ୍ଭ   FILE PHOTO ଭୁବନେଶ୍ବର, ୧୫I୬ : ରାଜ୍ୟର ଅନେକ ଜିଲ୍ଲାରେ ଡାଇରିଆ ରୋଗ ବୃଦ୍ଧି ପାଉଥିବାରୁ ଗୃହନିର୍ମାଣ ଓ ନଗରଉନ୍ନୟନ (ଏଚ ଆଣ୍ଡ ୟୁଡି) ବିଭାଗ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) ଏବଂ ଜିଲ୍ଲାସ୍ତରୀୟ…

ଜିଲ୍ଲାସ୍ତରୀୟ ବିକାଶ ମେଳା , ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ମେଳା ଓ ଆମ୍ବ ମେଳା ଉଦଘାଟିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଜିଲ୍ଲା ସଦରମହକୁମା ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା , ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ମେଳା ଓ ଆମ୍ବ ମେଳାକୁ ମାନ୍ୟବର ମନ୍ତ୍ରୀ ଓଡ଼ିଶା ସରକାର ଅବକାରୀ , ଆଇନ ଓ…

ଭାରତୀୟ ମଜଦୁର ସଂଘ ପୁରୀ ପକ୍ଷରୁ ରଜଉତ୍ସବ ପାଳିତ

ପୁରୀ, ୧୪/୬- ଭାରତୀୟ ମଜଦୁର ସଂଘ,ପୁରୀ ଜିଲ୍ଲା ଶାଖା ପକ୍ଷରୁ 'ରଜ ଉତ୍ସବ-୨୦୨୫' ବଡ଼ଦାଣ୍ଡ ଟାଉନ ଥାନା ନିକଟବର୍ତ୍ତୀ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଦୋଳି ଖେଳ ସହିତ ଅନୁଷ୍ଠାନ ର ମହିଳା ମାନଙ୍କୁ ନେଇ ମ୍ୟୁଜିକ୍ ଚେୟାର ଓ ରୁମାଲ୍ ଚୋରି…

ଜିଲ୍ଲା ସ୍ତରୀୟ ବିକାଶ ମେଳା ର ତୃତୀୟ ଦିବସ

ଜଗତସିଂହପୁର,ତା-୧୪.୦୬.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲା ସ୍ତରୀୟ ବିକାଶ ମେଳା ର ତୃତୀୟ ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲା ମତ୍ସ୍ୟ ବିଭାଗ ଓ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ କର୍ମଶାଳା ଆୟୋଜିତ ହୋଇଥିଲା।…

ଶିଶୁ ଶ୍ରମିକ ବିରୋଧ ଦିବସ ପାଳନ

ଜଗତସିଂହପୁର,ତା-୧୪.୦୬.୨୦୨୫/ସୁମନ୍ତ କୁମାର ଦାସ: ନାଉଗାଁ ବ୍ଲକ ଅନ୍ତର୍ଗତ ବଚ୍ଛାଳୋ ପଞ୍ଚାୟତ କାର୍ଯ୍ୟଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ଵ ଶିଶୁ ଶ୍ରମିକ ବିରୋଧ ଦିବସ ପାଳନ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…

ବିକାଶ ମେଳାରେ ଫଟୋ ପ୍ରଦର୍ଶନୀ

ପୁରୀ ,୧୪/୬- ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଶରଧାବାଲି ରେ ଆୟୋଜିତ ବିକାଶ ମେଳାରେ ବିଭିନ୍ନ ବିଭାଗର ପ୍ରଦର୍ଶନୀ ସହ ଫୁଡ ଷ୍ଟଲ ଲାଗିଛି। "ବର୍ଷ ଏକ ଉପଲବ୍ଧି ଅନେକ" ନାମରେ ଆୟୋଜିତ ଏହି ବିକାଶ ମେଳା ଚଳିତ ମାସ ୧୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ।ବିଭିନ୍ନ ବିଭାଗ ପକ୍ଷରୁ…