Sign in
Sign in
Recover your password.
A password will be e-mailed to you.
ସୁନାପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ କିଶୋରୀ ବାଳିକା ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ଆଜି ପୂର୍ବାହ୍ନ ପ୍ରାୟ ୧୦ ଟା ୩୦ମିନିଟ ସମୟରେ ଡୁଙ୍ଗୁରିପାଲି ବ୍ଳକ ସୁନାପାଲି ପଂଚାୟତ ସୁନାପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦ୍ବିଦିବସୀୟ କିଶୋରୀ ବାଳିକାଙ୍କ ସକାଶେ ଉଦ୍ଧିଷ୍ଟ ଯୋଗ ଓ ଧାନ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି…
ଭଞ୍ଜନଗର ରେ ବ୍ଲକସ୍ତରୀୟ ଆମ କୁନି ପିଲା ତାଲିମ ଶିବିର ଉଦଯାପିତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ବ୍ଲକ ସମନ୍ବିତ ଶିଶୁ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ କଲ୍ୟାଣମଣ୍ଡପ ଠାରେ ବ୍ଲକର ଅଙ୍ଗନବାଡି କର୍ମୀ ମାନଙ୍କୁ ନେଇ ଚାଲିଥିବା ତିନିଦିନିଆ ଆମ କୁନି ପିଲା ତାଲିମ କାର୍ଯ୍ୟକ୍ରମ ଆଜି ଶନିବାର ମାର୍ଚ୍ଚ ମାସ ୨୯ ତାରିଖ ୨୦୨୫ ଦିନ ଉଦଯାପିତ…
ଭଞ୍ଜନଗର ରେ “ଶ୍ରୀଶ୍ରୀଶ୍ରୀ ରଘୁନାଥ ସ୍ଵାମୀ ହନୁମାନ ଜୟନ୍ତୀ ସ୍ଵେଚ୍ଛାସେବୀ ସଂଘ” ଗଠନ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଥିବା ପବିତ୍ର ଲୋହରାଖଣ୍ଡି ନଦୀ ପାଖରେ ଥିବା ଶ୍ରୀଶ୍ରୀଶ୍ରୀ ରଘୁନାଥ ଜିଉ ମନ୍ଦିର ପ୍ରାଙ୍ଗଣରେ ଆଜି ମାର୍ଚ୍ଚ ମାସ ଶନିବାର ୨୯ ତାରିଖ ୨୦୨୫ ଦିନ ଜୟଶ୍ରୀ ହନୁମାନ ସ୍ଵେଚ୍ଛାସେବୀ ସଂଘ ଭଞ୍ଜନଗର ଏବଂ ହନୁମାନ ଜୟନ୍ତୀ…
ପାଇକମାଳ ହାଇସ୍କୁଲ ରେ ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ।
ପାଇକମାଳ :- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ବାର୍ଷିକ ପରୀକ୍ଷା ଫଳ ପ୍ରଧାନ ଶିକ୍ଷକ ଡଃ ଦ୍ଵାଦଶ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଘୋଷିତ ହୋଇ ଯାଇଛି। ଉନ୍ନୟନ କମିଟି ,ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତି ରେ ବାର୍ଷିକ ପରୀକ୍ଷା ଫଳ ଘୋଷଣା…
ଆନ୍ତଃ ରାଜ୍ଯ ରେଡକ୍ରସ ଶିବିରରେ ବରଗଡ ଜିଲ୍ଲା ଛାତ୍ରଛାତ୍ରୀଙ୍କ ସଫଳତା
ବରଗଡ଼:ଭାରତୀୟ ରେଡକ୍ରସ ସୋସାଇଟିର ଓଡ଼ିଶା ରାଜ୍ୟ ଶାଖା ଆନୁକୁଲ୍ୟରେ ଜାତୀୟସ୍ତରୀୟ ଜୁନିଅର୍ ରେଡକ୍ରସର ଶିକ୍ଷା ତଥା ତାଲିମ ଶିବିର ନୀଳାଚଳ ପଲିଟେକନିକ , ଶିଖରଚଣ୍ଡୀ, ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିର ମାର୍ଚ୍ଚ ୨୪ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ…
ନବରଙ୍ଗପୂର୍ ଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ପାଳିତ
ନବରଙ୍ଗପୁର ତା ୨୯.୦୩.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ, ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସ୍ଥାପିତ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା ସହ ସ୍ମୃତି ସଭା,ପୁରସ୍କାର ବିତରଣ ଉତ୍ସବରେ ସହିଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ…
ସମ୍ପର୍କ ପାଇଁ ଦିନଟିଏ ଯଥେଷ୍ଟ ନୁହଁ,କାର୍ଯ୍ୟକ୍ରମ ଓ ଅଭିଭାବକ ସମ୍ମିଳନୀ
ଅଶୋକ ସାହୁ,ଶାସକ ପ୍ରଶାସକ:ଶିକ୍ଷକ ଏବଂ ଅଭିଭାବକ ସମ୍ପର୍କ ରେ ସମୃଦ୍ଧି ହେଲେ ଶିକ୍ଷାର୍ଥୀ ଲାଭବାନ ହୋଇଥାଏ। ଶିକ୍ଷାର୍ଥୀଙ୍କ ନିକଟ ରେ ଦେଖାଦେଇଥିବା ଦୋଷ ଦୁର୍ବଳ କୁ ଖୋଜି ଶିକ୍ଷାଦାନ ଦେବା ପାଇଁ ଶିକ୍ଷକ ଙ୍କ ର ଯେତିକି ଭୂମିକା ଜଣେ ଅଭିଭାବକଙ୍କ ର ମଧ୍ୟ ଯଥେଷ୍ଟ ଭୂମିକା ଥାଏ। ତେଣୁ…
ବାସନ୍ତିକ ନବରାତ୍ର ଦୁର୍ଗା ପୂଜା
ଶାରଦୀୟ ନବରାତ୍ରି ଦୁର୍ଗା ପୂଜା ଯେପରି ଦେବୀ ଦୁର୍ଗା ଙ୍କ ପୂଜା ପାଇଁ ପ୍ରକୃତ ସମୟ , ବାସନ୍ତିକ ଦୁର୍ଗାପୂଜା ମଧ୍ୟ ଦେବୀ ଙ୍କ ପୂଜା ପାଇଁ ପ୍ରକୃତ ସମୟ ଅଟେ l ଶାରଦୀୟ ଦୁର୍ଗାପୂଜା ଆଶ୍ୱିନ ଶୁକ୍ଳ ପ୍ରତିପତା ରୁ ନବମୀ ପର୍ଯ୍ୟନ୍ତ ପାଳନ କରାଯାଇଥାଏ l ସେହିପରି ବାସନ୍ତିକ ନବ ଦୁର୍ଗା ପୂଜା…
ୱିନର ବ୍ରାଇଟ୍ ଫ୍ଯୁଚର ବିଦ୍ଯାଳୟରେ ଓଡ଼ିଆ ସାହିତ୍ଯ ଆସର ଅନୁଷ୍ଠିତ।
ପଦ୍ମପୁର :- ୱିନର ବ୍ରାଇଟ୍ ଫ୍ଯୁଚର ବିଦ୍ଯାଳୟରେ ଓଡ଼ିଆ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ଓଡ଼ିଆ ସାହିତ୍ଯ ଆସର ଅନୁଷ୍ଠିତ ହୋଇଯାଇଛି | ଚେୟାରମ୍ଯାନ୍ ଶ୍ରୀଯୁକ୍ତ ଶ୍ରୀକାନ୍ତ ମିଶ୍ର , ଅଧ୍ଯକ୍ଷା ଶ୍ରୀମତି ଅପାଳି ଅପରାଜିତା ଦାଶ , ସଂଯୋଜିକା ଶ୍ରୀମତୀ…
ପଦ୍ମପୁର ଓକିଲ ସଂଘ ନିର୍ବାଚନ: ରାମରତନ ସଭାପତି, ଚିନ୍ମୟ ସମ୍ପାଦକ ଭାବେ ନିର୍ବାଚିତ
ପଦ୍ମପୁର:- ପଦ୍ମପୁର ଓକିଲ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ରାମରତନ ପୁରୋହିତ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ସୁନିଲ କୁମାର ପାଣିଗ୍ରାହୀ ଉପସଭାପତି, ଚିନ୍ମୟ କୁମାର ପଣ୍ଡା ସମ୍ପାଦକ, ଲକ୍ଷ୍ମଣ ସାହୁ…