Sign in
Sign in
Recover your password.
A password will be e-mailed to you.
ସୋଆରେ ଡିବିଟି ପୃଷ୍ଠପୋଷକତାରେ କର୍ମଶାଳା ଅନୁଷ୍ଠିତ
ଭୁବନେଶ୍ୱର, ମାର୍ଚ୍ଚ ୨୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଠାରେ ଶୁକ୍ରବାର ଲିକୁ୍ୟଇଡ୍ କ୍ରୋମାଟୋଗ୍ରାଫି-ମାସ ସ୍ପେକ୍ଟେ୍ରାମେଟ୍ରି (ଏଲ୍ସିଏମଏସ୍) ବିଷୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଡିପାର୍ଟମେଂଟ ଅଫ୍ ବାୟୋଟେକ୍ନୋଲଜି (ଡିବିଟି) ପରିଚାଳିତ ଡିବିଟି ବିଲଡର…
ପିଏମଶ୍ରୀ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଓ ପୁରସ୍କାର ବିତରଣ ଉତ୍ସବ
ଓଡ଼ଗାଁ, ୨୯।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତଥା ରାଜ୍ୟର ସୁପ୍ରତିଷ୍ଠିତ ପିଏମଶ୍ରୀ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ଓ ପୁରସ୍କାର ବିତରଣ ଉତ୍ସବ ୨୦୨୪-୨୫ ଶନିବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ କମିଟି ସଭାପତି ବରେନ୍ଦ୍ର ନନ୍ଦଙ୍କ…
ଓଡ଼ଗାଁ ବାର ଆସୋସିଏସନ ନୂତନ କର୍ମକର୍ତ୍ତା ନିର୍ବାଚିତ, ପୂର୍ଣଚନ୍ଦ୍ର ସଭାପତି ଓ ବଟକୃଷ୍ଣ ହେଲେ ସମ୍ପାଦକ
ଓଡ଼ଗାଁ,୨୯।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବାର ଆସୋସିଏସନ ୨୦୨୫-୨୬ ବର୍ଷ ପାଇଁ ନିର୍ବାଚନରେ ଅପ୍ରତିଦ୍ଵନ୍ଦୀ ଭାବେ ସମସ୍ତ କର୍ମକର୍ତ୍ତା ନିର୍ବାଚିତ ।
ଆଡଭୋକେଟ ପୂର୍ଣ୍ଣଚନ୍ଦ୍ର ସାହୁ ସଭାପତି, ଯଜ୍ଞ ନାରାୟଣ ପାତ୍ର ଉପ ସଭାପତି, ବଟକୃଷ୍ଣ ମିଶ୍ର ସମ୍ପାଦକ,…
ରାୟଗଡ ବାର ଆସୋସିଏସନର ସଭାପତି ଭାବେ ଦେବୀ ପ୍ରସାଦ ପଟ୍ଟନାୟକ ନିର୍ବାଚିତ ହୋଇଥିବା ବେଳେ ମଙ୍ଗଳମୂର୍ତ୍ତି ବେଉରିଆ…
ରାୟଗଡ଼: ରାଜ୍ୟର ବିଭିନ୍ନ କୋର୍ଟରେ ଆଇନଜୀବୀଙ୍କ ବାର ଆସୋସିଏସନ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ରାୟଗଡ଼ ଜିଲାର ରାୟଗଡ଼ ବାର ଆସୋସିଏଶନରେ ନିର୍ବାଚନ ଫଳାଫଳ ଘୋଷଣା ସରିଛି। ରାୟଗଡ଼ା ବାର ଆସୋସିଏସନରେ ସଭାପତି ପ୍ରାର୍ଥୀ ଦେବୀ ପ୍ରସାଦ ପଟ୍ଟନାୟକ ୧୦୭ ଖଣ୍ଡ ଭୋଟ ପାଇ ସଭାପତି ଭାବେ…
ହିନ୍ଦୁ ସଂଗଠନ ତରଫରୁ ସଚେତନତା ରେଲି
ବିଜେପୁର :-ଆସନ୍ତା କାଲି ବିଜେପୁର ଠାରେ ଧୁମ୍ ଧାମ ରେ ପାଳିତ ହେବ ରାଷ୍ଟ୍ରୀୟ ନବବର୍ଷ l ଏନେଇ ଆଜି ବିଜେପୁର ହିନ୍ଦୁ ସଂଗଠନ ତରଫରୁ ଏକ ସଚେତନତା ରେଲି ବିଜେପୁର ଶିଶୁ ମନ୍ଦିର ଠାରୁ ବାହାରି ଗ୍ରାମ ପରିକ୍ରମା କରିଥିଲା ଏପରିକି ସଙ୍ଗଠନ ର ସଦସ୍ୟ ମାନେ ରାଷ୍ଟ୍ରୀୟ ନବବର୍ଷ ର ଅଭିନନ୍ଦନ…
ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ପ୍ରଥମ ଗ୍ରସ୍ତ କୁ ନେଇ ବିଜେପି ର ସାମ୍ବାଦିକ ସମ୍ମିଳନୀ
ଭବାନୀପାଟଣା : ରୋହିତ କୁମାର ନାଏକ l(ଶାସକ ପ୍ରଶାସକ): ସ୍ଥାନୀୟ ହୋଟେଲ ମିଡ଼ିଟାଉନ ରେ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀ ର ମୁଖ୍ୟ ଉଦେଶ୍ୟ, ସମାଜର ଦୁର୍ବଳ ବର୍ଗର ଲୋକମାନଙ୍କୁ ପକ୍କାଘର ଯୋଗାଇ ଦେଇ ସେମାନଙ୍କ ଜୀବନ ଧାରଣର…
ନର୍ଲା ବାର ଆସୋସିଏସନର ନିର୍ବାଚନ
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ନର୍ଲା ବାର ଆସୋସିଏସନର ନିର୍ବାଚନ ଶନିବାର ଦିନ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଛି। ନିର୍ବାଚନରେ ନୂଆ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, ଲାଇବ୍ରେରୀ ସମ୍ପାଦକ ଓ କୋଷାଧ୍ୟକ୍ଷ ନିର୍ବାଚିତ…
ଅବ୍ୟବସ୍ଥାରେ ବୋରପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,୧ କୋଠରୀରେ ୮ ଶ୍ରେଣୀ.
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ପଞ୍ଚାୟତ ଅନ୍ତର୍ଗତ ବୋରପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୬୬ ମସିହାରେ ସ୍ଥାପନ ହୋଇଥିବାବେଳେ ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯୫ଜଣ ଛାତଛାତ୍ରୀ ଅଧ୍ୟୟନ…
ଛେଲିଆମାଲ ଉ ପ୍ରା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଛେଲିଆମାଳ ଉ ପ୍ରା ବିଦ୍ୟାଳୟରେ ଶୁକ୍ରବାର ଦିନ ବାର୍ଷିକ ଉତ୍ସବ, ଆମ ଖେଳଣା ଆମ ସଂସ୍କୃତି, ବିଜ୍ଞାନ ଓ ଗଣିତ ମେଳା କାର୍ଯ୍ୟକ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରିତା ନାଗ ଙ୍କ…
ଡୁଙ୍ଗୁରିପାଲି ଓକିଲ ସଂଘ କର୍ମକର୍ତା ନିର୍ବାଚନ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ଆଜି ସକାଳ ୭ ଟା ୩୦ ମିନିଟରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ସ୍ଥାନୀୟ ଓକିଲ ସଂଘର କାର୍ଯ୍ୟକର୍ତା ନିର୍ବାଚନ ଶୃଙ୍ଖଳିତ ବିଧ ବ୍ୟବସ୍ଥା ଅନୁଯାୟୀ ସଂପନ୍ନ ହୋଇଛି ।ଏଥିରେ ବରିଷ୍ଠ ଓକିଲ ଜୟପ୍ରକାଶ ନନ୍ଦ ମୁଖ୍ୟ ନିର୍ବାଚନ ଅଧିକାରୀ ରହିଥିବେ…