Sign in
Sign in
Recover your password.
A password will be e-mailed to you.
ବାସୁଦେବପୁର ବାରଆସୋସିଏସନ ନିର୍ବାଚନରେ ସଭାପତି ହେଲେ ସହଦେବ ଦାସ ଓ ସମ୍ପାଦକ କୃପାସିନ୍ଧୁ ଜେନା
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁରର ବାର ଆସୋସିଏସନ ଓକିଲ ସଂଘର ନିର୍ବାଚନ, ଅନୁଷ୍ଠିତ ହୋଇଛି,ପ୍ରତେକ ବର୍ଷ ପରି ଏହି ନିର୍ବାଚନ ସମୟ କୁ ଅପେକ୍ଷା କରିଥାନ୍ତି ,ଆଉ ଉଚିତ ପାର୍ଥୀ ଚୟନ କରିଥାନ୍ତି ଏହି ସମୟକୁ, ଏଥର ନିର୍ବାଚନ ପାର୍ଥୀ ଚୟନ କରିବାର ମୁଖ୍ୟ ଉଦେଶ୍ୟ ରଖିଛନ୍ତି ଯେ…
ଶହୀଦ ବାଟିକା ବିଦ୍ୟା ମନ୍ଦିରର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ।
ବାସୁଦେବପୁର -ବାସୁଦେବପୁର ବ୍ଳକ ଅନ୍ତର୍ଗତ ସୁଦର୍ଶନ ପୁର ପଞ୍ଚାୟତର ସହିଦ ବାଟିକା ରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଅନୁଷ୍ଟିତ ହୋଇଯାଇଛି।ବାଇଚଢ଼େଇର ସମ୍ପାଦକ ବିକାଶ କୁମାର ଶତପଥୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ…
ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା ଆରୋଗ୍ୟ ପ୍ରାପ୍ତ କୁଷ୍ଠ ରୋଗୀଙ୍କ ପୁନର୍ବାସ ଯୋଜନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ , ଗଜପତି ଦ୍ବାରା ଜିଲ୍ଲା ସ୍ତରୀୟ ଆରୋଗ୍ୟ ପ୍ରାପ୍ତ କୁଷ୍ଠରୋଗୀଙ୍କ ପୁନର୍ବାସ ନିମନ୍ତେ ଥିବା ବିଭିନ୍ନ ଯୋଜନା ଗୁଡିକର ର ଏକ ସଚେତନତା କର୍ମଶାଳା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ…
ରାଷ୍ଟ୍ରୀୟ ନବବର୍ଷ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଗଜପତି ଜିଲ୍ଲା ଶାଖା ମହେନ୍ଦ୍ରତନୟା ସାହିତ୍ୟ ସଂସଦ ଓ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରୀୟ ନବବର୍ଷ , ଚୈତ୍ର ଶୁକ୍ଳ ପ୍ରତିପଦା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଚାର୍ଯ୍ୟା…
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ।
ପଦ୍ମପୁର :- ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଅତିଥିଙ୍କର ପରିଚୟ ପ୍ରଦାନ କରିବା ସହିତ ହିନ୍ଦୁ ନବ ବର୍ଷର ପୈାରାଣିକ…
ବନଦୁର୍ଗା ମନ୍ଦିର ରେ ବାସନ୍ତିକ ଦୁର୍ଗୋତ୍ସବ
ପଦ୍ମପୁର: ଶନିବାର ସନ୍ଧ୍ୟା ୭ ଘ.ସମୟରେ ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିର ଠାରୁ କର୍ତ୍ତା ମନୋରଞ୍ଜନ ସାହୁ ତାଙ୍କ ଧର୍ମପତ୍ନୀ ଦିବ୍ୟାଭାରତି ସାହୁ ଙ୍କ ସମେତ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ ଙ୍କ ମନ୍ତ୍ର ଉଚ୍ଚାରଣ ସହିତ ଶଙ୍ଖୁଆ ରାଜିନ ମହାପାତ୍ର ଙ୍କ ଶଙ୍ଖ ନାଦରେ କଳସ…
କପସିଲା ରେ ଚନ୍ଦନ ବଂଶଲ ଟ୍ରଷ୍ଟ ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ।
ପଦ୍ମପୁର :- ଆଜି ବରଗଡ ଜିଲ୍ଲା ପଦ୍ମପୁର କପସିଲା କଲ୍ୟାଣ ମଣ୍ଡପ ଠାରେ ସମାଜସେବୀ ଚନ୍ଦନ ବଂଶଲ ଟ୍ରଷ୍ଟ ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଟ୍ରଷ୍ଟ ର ମୁଖ୍ୟ ଚନ୍ଦନ ବଂଶଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିବାବେଳେ ମେଡ଼ିସିନ…
ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ସ୍ମୃତିଚାରଣ ଉତ୍ସବ ପାଳିତ
https://youtu.be/OsZNQeClQhk
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ସଂଗୀତ ନାଟକ ଏକାଡ଼େମୀ , ଭୁବନେଶ୍ବର ଏବଂ ଭକ୍ତି ନୈବେଦ୍ୟ ସାଂସ୍କୃତିକ ଅନୁଷ୍ଠାନ , ପାରଳାଖେମୁଣ୍ଡିର ମିଳିତ ଆନୁକୂଲ୍ୟରେ ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ସ୍ମୃତିଚାରଣ ଉତ୍ସବ ସ୍ଥାନୀୟ…
ସଚିବାଳୟ ସେବାରେ ସଂରକ୍ଷଣ: ମୁଖ୍ୟମନ୍ତ୍ରୀଙ୍କ ହାତରେ ଖୋଲା ଊଲଙ୍ଘନ!
ଭୁବନେଶ୍ୱର: ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନରେ ସଂରକ୍ଷଣ ନିୟମ ଓ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟର ଖୋଲା ଉଲଂଘନ ହୋଇଛି ସଚିବାଳୟର ଗୃହ ବିଭାଗରେ | ନା ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଇନକୁ ମାନିଲେ, ନା ମୁଖ୍ୟମନ୍ତ୍ରୀ ତା’କୁ ତର୍ଜ୍ଜମା କଲେ । ସଚିବ ଯାହା ସୁପାରିଶ କଲେ,…
୩୫୦ ଛାତ୍ରଛାତ୍ରୀକୁ ନେଇ ସୋଆ ଏଲସିୟମ -୨୦୨୫ ଅନୁଷ୍ଠିତ
ଭୁବନେଶ୍ୱର, ମାର୍ଚ୍ଚ ୨୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଗୁରୁବାର ଦିନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଦ୍ୟୋଗ ପ୍ରବଣତା, ସମସ୍ୟା ସମାଧାନର ସୂତ୍ର ଖୋଜିବା ତଥା ନୂତନତ୍ୱ ପ୍ରବର୍ତନ ଦିଗରେ ଉତ୍ସାହିତ କରିବାକୁ ‘ଏଲସିୟମ-୨୦୨୫’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…