ଲୋକ କଳା ମାଧ୍ୟମ ରେ ନିଶା ନିବାରଣ ସଚେତନତା

2

ଜଗତସିଂହପୁର,ତା-୧୮.୦୬.୨୦୨୫/ସୁମନ୍ତ କୁମାର ଦାସ:ଗତକାଲି ତା ୧୭.୦୬.୨୫ରିଖ ରେ ଜଗତସିଂହପୁର ପୌରପରିଷଦର କଲେଜ ଛକ , ହାଟ ବଜାର ଓ ରଘୁନାଥପୁର ବ୍ଲକ ର ବିଜୁପଟ୍ଟନାୟକ ଛକ ଠାରେ ଅବକାରୀ ବିଭାଗ ଏବଂ ସଂସ୍କୃତି ବିଭାଗର ମିଳିତ ଉଦ୍ୟମରେ ପାଲା ଓ ପଥ ପ୍ରାନ୍ତର ନାଟକ ମାଧ୍ୟମ ରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ପରିବେଷଣ ହୋଇଛି । ଏହି କାର୍ଯ୍ୟକ୍ରମରେ ସାଧାରଣ ଜନତା ଙ୍କୁ ସଚେତନ କରିବାପାଇଁ ଗୀତ ଓ ନାଟକ ପରିବେଷଣ କରାଯିବା ସହ ସେମାନଙ୍କୁ ପ୍ରଚାର ପତ୍ର ବଣ୍ଟନ କରାଯାଇ ଥିଲା।

Leave A Reply

Your email address will not be published.