କବିତା ପୁସ୍ତକ ବନଗିରି ଲତାଗିରି ପାଇଁ କବି ଦୀନବଂଧୁ ବେଜ ପାଇଲେ ସ୍ଵର୍ଗତା ଦେବମଣି ସାହୁ ପୁସ୍ତକ ସ୍ମୃତି ସମ୍ମାନ…

ତା ୧୧ -୧୦ -୨୦୨୬ ରିଖ ରବିବାର ବ୍ରହ୍ମପୁର ସ୍ଥିତ କେ ସି ପବ୍ଲିକ ସ୍କୁଲ ସଭାଗୃହ ଠାରେ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ ଦ୍ୱାଦଶ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଥିବା ଭବ୍ୟ ସାହିତ୍ୟ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାର କବି ଦୀନବଂଧୁ ବେଜଙ୍କ…

ବାସୁଦେବପୁର ବ୍ଳକର ବରଣ୍ଡୁଆ ପଂଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳକଂ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଭଦ୍ରକ, ତା–୧୨/୧୦/୨୦୨୬: ବାସୁଦେବପୁର ବ୍ଳକର ବରଣ୍ଡୁଆ ପଂଚାୟତ ସମିତି ସମ୍ମିଳନୀ କକ୍ଷ ପରିସରଠାରେ ଆଜି ଜ଼ିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଇଯାଇଛି । ଏହି ଶୁଣାଣିରେ ମୋଟ ୩୮୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏଥିରୁ ୩୪୧ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ…

ସାମ୍ବାଦିକଙ୍କ ଆତ୍ମ ସମ୍ମାନ ଓ ସୁରକ୍ଷା କୁ ନେଇ ଗର୍ଜିଲା ମୟୁରଭଞ୍ଜ ସାମ୍ବାଦିକ ସଂଘ

୨୬ ବ୍ଲକ୍‌ର ଶହ ଶହ ସାମ୍ବାଦିକ ନ୍ୟାୟ ପାଇଁ ବସିଲେ ଗଣଧାରଣାରେ।। ମୟୁରଭଞ୍ଜ ରୁ ଦିପୁ ମହାପାତ୍ର: ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଯଦି ନିଜ ମର୍ଯ୍ୟାଦା ଓ ସୁରକ୍ଷା ପାଇଁ ରାଜରାସ୍ତାକୁ ଓହ୍ଲାଏ, ତେବେ ବ୍ୟବସ୍ଥାର ଉତ୍ତରଦାୟିତ୍ୱକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ସାମ୍ବାଦିକଙ୍କ…

ଗୁଣପୁରରେ ଜିଲ୍ଲାପାଳ ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଉପ ଜିଲ୍ଲାପାଳ ଗୁଣପୁର ଦୁଧାଲ ଅଭିଷେକ…

ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ତରକେରା ଦୁର୍ଗାପୂଜା କମିଟିର ବିଶେଷ ପ୍ରସ୍ତୁତି

୩ କେଜି ଓଜନର ରୂପା ମୁକୁଟ ଓ କଟକୀ ସୁନେଲି ଜରି ମେଢ଼ ହେବ ମୁଖ୍ୟ ଆକର୍ଷଣ ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବ ତରକେରା ଶ୍ରୀ ଶ୍ରୀ ସାର୍ବଜନୀନ ଦୁର୍ଗାପୂଜା କମିଟି। ଏହି ଅବସରରେ ମା’ଙ୍କ ପୂଜାକୁ ଆକର୍ଷଣୀୟ କରିବା ପାଇଁ…

ଲଇକେରାରେ ‘ବ୍ଲକ୍ ସ୍ତରୀୟ ସେବା ସେତୁ କ୍ୟାମ୍ପ’

୨ ବର୍ଷର ସଫଳତା ସହ ଲୋକାଭିମୁଖୀ ଯୋଜନାର ଅଗ୍ରଗତି ସମୀକ୍ଷା ଝାରସୁଗୁଡ଼ା, : ଲଇକେରା ପଞ୍ଚାୟତ ସମିତି ପକ୍ଷରୁ 'ବ୍ଲକ୍ ସ୍ତରୀୟ ସେବା ସେତୁ କ୍ୟାମ୍ପ' ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନସାଧାରଣଙ୍କ…

ରକ୍ତଚାପ ସଚେତନା ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର: ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ରକ୍ତଚାପ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ରକ୍ତଚାପ ରୋଗର କାରଣ ନିରାକରଣ ସମ୍ବନ୍ଧରେ ବୁଝାଇଥିଲେ l ବର୍ତ୍ତମାନ…

ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ…

·ବରଗଡ଼ ଜିଲ୍ଲାର ‘ଦି କୋଶଳ ସ୍କୁଲ’ରେ ଉଦ୍‌ଘାଟିତ ଏହି ସୁବିଧା ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଏବଂ ଗଣିତ (ଷ୍ଟେମ୍), ବିମାନ ଚଳାଚଳ ତଥା ଏରୋମଡେଲିଂର ବ୍ୟବହାରିକ ଶିକ୍ଷା ପ୍ରଦାନ କରିବ, ଯାହା ଦ୍ୱାରା ରାଜ୍ୟର ବାର୍ଷିକ ୨,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଲାଭବାନ ହେବେ ବରଗଡ଼,…

ହିଂସା ଓ ବଳପ୍ରୟୋଗ କରି ଛାତ୍ର ସଂସଦ ନିର୍ବାଚନ ଜିତିବା ପାଇଁ ବିଜେପିର ଅପଚେଷ୍ଟା: ବିଜେଡି

ମନ୍ତ୍ରୀଙ୍କ ପ୍ରୋତ୍ସାହନରେ ପୋଲିସ ଓ ଗୁଣ୍ଡାମାନେ କରୁଛନ୍ତି ଆତଙ୍କରାଜ ପୋଲସରାର ସମସ୍ତ କଲେଜର ପ୍ରାର୍ଥୀଙ୍କୁ ଧମକାଉଛି ବିଜେପି ନିଜ ଅପାରଗତା ଲୁଚାଇବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବୃଥା କଟାକ୍ଷ କରୁଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଭୁବନେଶ୍ୱର,…

ସହଯୋଗ ଫାଉଣ୍ଡେସନର ୧୫ ଦିନିଆ ‘ପିତୃପକ୍ଷ ଭୋଜନ ସେବା’ ସଫଳତାର ସହ ସମ୍ପନ୍ନ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭୦୦ରୁ ଅଧିକ ଅସହାୟ ଓ ଆବଶ୍ୟକତାଗ୍ରସ୍ତ ଲୋକ ଉପକୃତ ବଲାଙ୍ଗୀର, ୧୧ ଅକ୍ଟୋବର ୨୦୨୬:ବଲାଙ୍ଗୀର ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସହଯୋଗ ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପବିତ୍ର ପିତୃପକ୍ଷ ଅବସରରେ ଆୟୋଜିତ ୧୫ ଦିନିଆ…