Sign in
Sign in
Recover your password.
A password will be e-mailed to you.
ସୁବର୍ଣ୍ଣପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ/ୱାକାଥନ
ପ୍ରାଚୀନ କୀର୍ତ୍ତିରାଜୀ ଓ ଐତିହ୍ୟକୁ ଉଜ୍ଜୀବିତ କରିବା ହେଉଛି ଏହି ଗଣଦୌଡର ଉଦେଶ୍ୟ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁରଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲାପ୍ରଶାସନ ଓ କ୍ରୀଡା ଓ ଯୁବ ସେବା ବିଭାଗ ଦ୍ୱାରା ଆଜି ସକାଳ ୬ ଘଟିକା ସମୟରେ ଐତିହ୍ୟ…
ବଳଭଭଦ୍ରପୁର ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଓ ଶିଶୁ ବାଟିକା କାର୍ଯ୍ୟକ୍ରମ ।
ଅସ୍ତରଙ୍ଗ/ଦୁଃଶାସନ ନାୟକ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ବଳଭଦ୍ରପୁର ୟୁ ଜି ୟୁ ପି,ବିଦ୍ୟାଳୟ ରେ ଶୁକ୍ରବାର ଦିନ ବାର୍ଷିକ ଉତ୍ସବ ଓ ଶିଶୁ ବାଟିକା କାର୍ଯକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇ ଜାଇ ଅଛି । ଅସ୍ତରଙ୍ଗ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଶ୍ରୀକାନ୍ତ କୁମାର ସ୍ବାଇଁ ଏହି…
ଓଡିଆ ପକ୍ଷ ” ପାଳନ ଅବସରରେ ଶନିବାର ଦିନ ସକାଳେ ଏକ ଗଣଦୌଡର କାର୍ଯ୍ୟକ୍ରମ ଅନୁଷ୍ଠିତ
ରାୟଗଡ଼:-ତା. ୫/୦୪-ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ଦିବସ (୧ ଏପ୍ରିଲ ) ଠାରୁ ମହାବିଷୁବ ସଙ୍କ୍ରାନ୍ତି (୧୪ ଏପ୍ରିଲ ) ପର୍ଯ୍ୟନ୍ତ ସମୟକୁ "ଓଡିଆ ପକ୍ଷ ୨୦୨୫" ଭାବେ ପାଳନ ଅବସରରେ ଆଜ ତା ୦୫.୦୪.୨୦୨୫ ତାରିଖ ଶନିବାର ଦିନ ସକାଳେ ଏକ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ଆୟୋଜିତ…
ସ୍ବାମୀ କଟୁରି ଚୋଟରେ ସ୍ତ୍ରୀ ଗୁରୁତର, ସ୍ୱାମୀ ଫେରାର
ବାଲୁଗାଁ:(ସେକ କୌସର):-ଶନିବାର ସକାଳେ ବାଲୁଗାଁ ଥାନା ଅନ୍ତର୍ଗତ ଅନ୍ନପୂର୍ଣା ନଗରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ସ୍ବାମୀ କଟୁରି ଚୋଟରେ ସ୍ତ୍ରୀ ଗୁରୁତର ଆହାର ହୋଉଥିବା ବେଳେ ଘଟଣା ସ୍ଥଳରୁ ସ୍ୱାମୀ ଫେରାର ଥିବା ଜଣାପଡିଛି।ଖବର ମୁତାବକ ଅନ୍ନପୂର୍ଣା ନଗରର ମିଥୁନ ପରିଡା ଆଜି ସକାଳୁ…
ଗଜପତି ଜିଲ୍ଲାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ
https://youtu.be/dmFlNnkXC1c
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କ୍ରୀଡ଼ା ଓ ଯୁବା ସେବା ବିଭାଗ ଓ ଜିଲ୍ଲା ପ୍ରଶାସନ ଗଜପତି ପକ୍ଷରୁ ଓଡ଼ିଆ ପକ୍ଷ ଐତିହ୍ୟ ଗଣଦୌଡ ଆଜି ଗୁଣ୍ଡିଚା ମନ୍ଦିର ଠାରୁ ବି.ଏନ୍. ପେଲେସ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…
କଲ୍ଯାଣ ମଣ୍ଡପ ର ଉଦ୍ଘାଟନ କଲେ ବିଧାୟିକା ।
ପଦ୍ମପୁର :- ସ୍ଥାନୀୟ ଝାଙ୍କର ପଡାରେ ଏକ କଲ୍ଯାଣ ମଣ୍ଡପ ଉଦଘାଟିତ ହୋଇଯାଇଛି। ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଶାନ୍ତ ମହାନ୍ତି ଯୋଗଦେଇ ଥିଲେ। ପଣ୍ଡିତ ସରୋଜ ପାଣିଗ୍ରାହୀ ପୂଜାର୍ଚ୍ଚନା କରିଥିବା ବେଳେ ରାଜୁ…
ମହାବିଦ୍ୟାଳୟ ମାନଙ୍କର ଉନ୍ନତିକରଣ ସକାଶେ ଅନୁଦାନ ଦେଲେ ବିଧାୟକ
ବିଜେପୁର :- ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ମାନ୍ୟବର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀଆ ଙ୍କ ପ୍ରଚେଷ୍ଟାରେ ମହାବିଦ୍ୟାଳୟ ମାନଙ୍କର ଉନ୍ନତି କରଣ ପାଇଁ ବିଜେପୁର ମହାବିଦ୍ୟାଳୟକୁ ୫୦ ଲକ୍ଷ ଓ ବରପାଲି ମହାବିଦ୍ୟାଳୟକୁ ୭୦ ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦାନ…
ସୋଆରେ ଏଲିସିୟମ୍-୨୦୨୫ ଉଦ୍ଯାପିତ
ଭୁବନେଶ୍ୱର, ମାର୍ଚ୍ଚ ୫: ଛାତ୍ରଛାତ୍ରୀମାନଙ୍କର ଉଚ୍ଚକୋଟୀର ଦକ୍ଷତା ପ୍ରଦର୍ଶନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପକ୍ଷରୁ ଆୟୋଜିତ ଏକ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ‘ଏଲିସିୟମ - ୨୦୨୫’ ଗତ ବୁଧବାର…
ଡମନିମାଲ ଗାଁ ପାନୀୟ ଜଳ ସମସ୍ୟା, ଖୋଲା କୂଅରୁ ପାଣି ସଂଗ୍ରହ କରୁଛନ୍ତି ମହିଳା,
ଚାରିମାସ ହେଲା ସୋଲାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବନ୍ଦ
ଖପ୍ରାଖୋଲ ୫/୪(ହେମସାଗର ସାହୁ) ସରକାର ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ହର ଘର ଜଳ ର ସ୍ଲୋଗାନ ଦେଉଛନ୍ତି। ହେଲେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ମହରାପଦର ପଞ୍ଚାୟତ ଡ଼ମନିମାଲ ଗାଁ ରେ ଦେଖାଦେଇଛି ପାନୀୟ…
ଅତିରିକ୍ତ ରାଜସ୍ବ ନିରୀକ୍ଷକଙ୍କୁ ମାଡ ମାରି ଯୁବକ ଗିରଫ
ଖପ୍ରାଖୋଲ - ୫/୪ (ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଲାଠୋର ଥାନା ଅନ୍ତର୍ଗତ ରେଙ୍ଗାଲି ପଞ୍ଚାୟତର ଅତିରିକ୍ତ ରାଜସ୍ବ ନିରୀକ୍ଷକ ବିଶ୍ୱଜିତ ସାହୁଙ୍କୁ ଭରୁଆମୁଣ୍ଡା ଗ୍ରାମର ଜିତୁ କୁମାର ବେହେରା ମାଡ ମାରି ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ସୂଚନା…