Sign in
Sign in
Recover your password.
A password will be e-mailed to you.
ପଲିଥିନ ତଳେ ବିତୁଛି ଜୀବନ, ଆବାସ ଗୃହ କୁନ୍ତଳା ପାଇଁ ସାତ ସପନ
ଖପ୍ରାଖୋଲ ୬/୪(ହେମସାଗର ସାହୁ)ସରକାର ଙ୍କ ଉଦ୍ଦେଶ୍ୟ ପ୍ରତ୍ୟେକ ଦୁଃଖୀ ରଙ୍କି ଙ୍କୁ ମୁଠାଏ ଖାଇବା ମୁଣ୍ଡ ଗୁଞ୍ଜିବା କୁ ଘର ସୁନିଶ୍ଚିତ କରିବା...ନିମ୍ନତମ ମୌଳିକ ସୁବିଧା ରୁ ଯେପରି କେହି ବଞ୍ଚିତ ନ ହୁଅନ୍ତି ସେଥିପାଇଁ ସରକାର ଙ୍କ ମାଳ ମାଳ ଯୋଜନା | ହେଲେ ଗରିବ ଖଟି ଖିଆ ଅସହାୟ ଙ୍କ…
ନବ ପ୍ରଭାତ ଗୁରୁକୂଳ ଆଶ୍ରମ ଠାରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ପଦ୍ମପୁର: ବରଗଡ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ନୂଆପାଳି ନବ ପ୍ରଭାତ ଗୁରୁକୂଳ ଆଶ୍ରମ ଠାରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହରିଦ୍ୱାର ର ୨୦ବର୍ଷ ଅଭିଜ୍ଞତା ଥିବା ପିଜିଡିପି କର୍କଟ ଏବଂ ନ୍ୟୁରୋ ବିଶେଷଜ୍ଞ ବୈଦ୍ୟ ସୁବାଷ ନାୟକ ଯୋଗଦେଇ ରୋଗୀଙ୍କ ନାଡିର…
ସରକାରୀ ସ୍କୁଲ ଜମି ପଟା ପାଇଁ ଲାଞ୍ଚ : ଫୋନକଲ ରେକର୍ଡ ଭାଇରାଲ ।
https://youtu.be/nS5dsSV9Mgg
ପଦ୍ମପୁର- ଦୁର୍ନିତି ନିବାରଣ ପାଇଁ ସରକାରଙ୍କ ତରଫରୁ ଦୁର୍ନିତି ନିବାରଣ ସପ୍ତାହ ପାଳନ କରିବା ସହ ବିଭି୍ନ୍ନ ପଦାଧିକାରୀ ସରକାରୀ ବାବୁ ମାନଙ୍କୁ ଦୁର୍ନିତି ନ କରିବା ପାଇଁ ଶପଥ ପାଠ ମଧ୍ୟ କରାଇଥାନ୍ତି । ମାଁ ବାପା ପରେ ଦ୍ୱିତୀୟ ଗୁରୁ ହେଉଛନ୍ତି ଶିକ୍ଷକ…
ଜଗତସିଂହପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ
ଜଗତସିଂହପୁର, ତା ୦୫.୦୪.୨୦୨୫ ରିଖ ସୁମନ୍ତ କୁମାର ଦାସ: ଓଡ଼ିଆ ପକ୍ଷ ପାଳନ ପଞ୍ଚମ ଦିବସ ଅବସରରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଅଛି। ଅତିରିକ୍ତ ଜିଲ୍ଲାପାଳ ,ଜଗତସିଂହପୁର ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାୟ , ଅଧ୍ୟକ୍ଷା ,ପୌରପରିଷଦ , ଜଗତସିଂହପୁର…
ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ – ୨୦୨୫ ର ଉଦଯାପନୀ ସଂଧ୍ୟା ରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ
ଜଗତସିଂହପୁର ତା ୦୫.୦୪.୨୦୨୫ ସୁମନ୍ତ କୁମାର ଦାସ: ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ଗତ ୫ ଦିନ ଧରି ଚାଲିଥିବା ଜିଲ୍ଲା ମହୋତ୍ସବ କଲ୍ଲୋଳ ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଲେ ସାରା ରାଜ୍ୟରେ…
ରୋଜଗାର ପାଇଁ ଯାଇ ହାତ ହରାଇଥିବା ରୀନା କୁ ଭେଟିଲେ ଜ଼ିଲ୍ଲାପରିଷଦ ସଦସ୍ୟ ସୁଶାନ୍ତ ଗଡ଼ତିଆ
ବିଜେପୁର :-ରୋଜଗାର ପାଇଁ ମଧ୍ୟପ୍ରଦେଶ ଯାଇ ହାତ ହରାଇ ଫେରିଥିବା ରୀନା ମହାନନ୍ଦ ଙ୍କୁ ତାଙ୍କ ବିଜେପୁର ନିକଟ ପଡ଼ା ଗ୍ରାମକୁ ଯାଇ ବିଜେପୁର ଜୋନ ୨ର ଜ଼ିଲ୍ଲାପରିଷଦ ସୁଶାନ୍ତ ଗଡ଼ତିଆ ତାଙ୍କ ଏ ଦୁର୍ଦ୍ଦଶା ଏବଂ ସ୍ଥିତାବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ତାଙ୍କୁ କିଛି ଆର୍ଥିକ ସହାୟତା…
ମହାକାଳପଡାରେ ପ୍ରଶାସନ ପ୍ରାୟୋଜିତ ଅନାସ୍ଥା ଫେଲ୍ ମାରିଲା: ବିଜେଡି
ସାରା ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି ମହାକାଳପଡାରେ ପ୍ରଶାସନ ଦ୍ୱାରା ପଞ୍ଚାୟତିରାଜ ଆଇନର ଉଲ୍ଲଂଘନ କିଣାବିକା କରି ନିର୍ବାଚିତ ପ୍ରତିନିଧିଙ୍କୁ ନିଜ ପକ୍ଷକୁ ନେବା ପାଇଁ ବିଜେପିର ହୀନ ଉଦ୍ୟମ
ଭୁବନେଶ୍ୱର, ୦୫/୦୪/୨୦୨୫: ମହାକାଳପଡ଼ା ପଞ୍ଚାୟତ ସମିତିରେ କିଛି ଦିନ ଧରି…
ସୋଆ କମ୍ୟୁନିଟି ରେଡିଓରେ ହିନ୍ଦୁସ୍ତାନ ଉର୍ବରକ ଆଣ୍ଡ ରସାୟନ ଲିମିଟେଡର ପରିଚାଳନା ନିର୍ଦ୍ଦେଶକଙ୍କ ଆଲୋଚନା
ଭୁବନେଶ୍ୱର, ମାର୍ଚ୍ଚ ୫:ସନ୍ତୁଳିତ ସାର ଉତ୍ପାଦନ ଏବଂ ଚିରନ୍ତନ କୃଷି କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ କମ୍ୟୁନିଟି ରେଡ଼ିଓ ୯୦. ୪ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ…
ଓଡ଼ଗାଁ ଶ୍ରୀରାମନବମୀ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ, ୨ପ୍ଳାଟୁନ୍ ଫୋର୍ସ ଓ ୧୫ ଅଫିସର ମୁତୟନ,
ସନ୍ଧ୍ୟାରେ ନବଯୈାବନ ବେଶ ଦର୍ଶନ କଲେ ଶ୍ରଦ୍ଧାଳୁ
ଓଡଗାଁ,୫।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ବିଜେ ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କ ଶ୍ରୀରାମନବମୀ ଯାତ୍ରା ଚଳିତ ମାସ ୬ ତାରିଖ ଠାରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ପାଳିତ ହେବ । ଶ୍ରୀରାମ ଜନ୍ମ କର୍ମାଙ୍ଗ ଏବଂ ଜନ୍ମ…
ଲଡୁବାବାଙ୍କ ପୀଠରେ ଅଶୋକାଷ୍ଟମୀ ଯାତ୍ରା
ଓଡ଼ଗାଁ, ୫।୪ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶରଣକୁଳ ବାବା ଲଡୁବାବାଙ୍କ ପୀଠରେ ଶନିବାର ଅଶୋକାଷ୍ଟମୀ ଯାତ୍ରା ପାଳିତ ହୋଇଯାଇଛି । ଶୁକ୍ରବାର ରାତିରେ ମନ୍ଦିର ସମ୍ମୁଖରେ ରୁକୁଣା ରଥକୁ ମନ୍ଦିର ପ୍ରଶାସନ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ବେଳେ ଶନିବାର ସକାଳେ ଠାକୁରଙ୍କ…