ଓଡ଼ିଆ ପକ୍ଷ ପାଳନ ଅବସରରେ ପିର ପୀଠ ଓ ବେଳାଭୂମି ସଫେଇ ।

ଅସ୍ତରଙ୍ଗ/ଦୁଃଶାସନ ନାୟକ:  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ନିର୍ଦ୍ଦେଶ କ୍ରମେ ଏପ୍ରିଲ ଏକ ଠାରୁ ଚଉଦ ତାରିଖ ପର୍ଯ୍ୟନ୍ତ ପାଳନ କରା ଯାଉଥିବା ଓଡ଼ିଆ ପକ୍ଷ ପାଳନ ଅବସରରେ ରବିବାର ଦିନ ଛୁରିଆନା ଗ୍ରାମପଞ୍ଚାୟତ ତରଫରୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ପିର ଜାନିଆନା ପୀଠ ଓ ତତ୍…

ଭୁବନେଶ୍ବର ସ୍ଥିତ ପୋଲିସ୍ ଭବନରେ ୭୩ତମ ସର୍ବଭାରତୀୟ ପୋଲିସ୍ ହକି ଚାମ୍ପିୟନସିପ୍ ୨୦୨୫ ର Curtain Raiser ସମାରୋହ

ଭୁବନେଶ୍ବର: ଆଜି ଭୁବନେଶ୍ବର ସ୍ଥିତ ପୋଲିସ୍ ଭବନରେ ୭୩ତମ ସର୍ବଭାରତୀୟ ପୋଲିସ୍ ହକି ଚାମ୍ପିୟନସିପ୍ ୨୦୨୫ ର Curtain Raiser ସମାରୋହ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୭୩ତମ…

ନଗର ମଣ୍ଡଳ ବିଜେପି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ।

 ବାସୁଦେବପୁର- ବାସୁଦେବପୁର ରେ ନଗର ମଣ୍ଡଳ ବିଜେପି ପକ୍ଷରୁ ବିଜେପି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସର ରେ ବିଜେପି ପତାକା ଉଡ଼ାଇବା ସହ ପ୍ରତିଷ୍ଠା ଦିବସ ପାଳନ ହୋଇ ଯାଇଛି। ନଗର ମଣ୍ଡଳ ସଭାପତି ଆଶୁତୋଷ ସାମଲ ଙ୍କ ସଂଯୋଜନା ରେ ଡ ପ୍ରତାପ କୁମାର ନାୟକ, ମଧୁ ସୁଧନ ପାଢ଼ୀ,…

ରାମ ନବମୀ ରେ ରମାକାନ୍ତ ସେବା ଫାଉଣ୍ଡେସନ ପକ୍ଷରୁ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ।

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କରଞ୍ଜଆଡ଼ିଆ ଠାରେ ରମାକାନ୍ତ ସେବା ଫାଉଣ୍ଡେସନ ପକ୍ଷରୁ ପବିତ୍ର ରାମ ନବମୀ ଉପଲକ୍ଷେ ପୂଜା ପାଠ ସହ ପ୍ରସାଦ ବଣ୍ଟନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ପ୍ରଭୁ ହନୁମାନ ଙ୍କ ମନ୍ଦିର ରେ ରମାକାନ୍ତ ସେବା ଫାଉଣ୍ଡେସନ ର ଅଧ୍ୟକ୍ଷ ରତିକାନ୍ତ…

ରଙ୍ଗ ରାଗର ବାର୍ଷିକ ଉତ୍ସବ ଅନୁଷ୍ଠିତ।

 ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ସ୍ଥାନୀୟ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ରଙ୍ଗ ରାଗ ସାହିତ୍ୟ ପରିଷଦ ର ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ କବିତା ପାଠ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ରେ ସଭାପତି ଅଜୟ କୁମାର ନାୟକ ଙ୍କ…

ରାୟଗଡ଼ ମାଝିଗୌରୀ ମନ୍ଦିର ପରିସରରେ “ଓଡିଆ ପକ୍ଷ-୨୦୨୫″ ପାଳନ ଅବସରରେ ସ୍ବଚ୍ଛତା ଅଭିଯାନ

ରାୟଗଡ଼: ଓଡିଶା ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପତ୍ର ସଂଖ୍ୟା ୨୧୧୭ ତା ୦୨.୦୪.୨୦୨୫, ପ୍ରମୁଖ ଶାସନ ସଚିବଙ୍କ ନିର୍ଦେଶ କ୍ରମେ ୬ ଏପ୍ରିଲ ଦିବସଟିକୁ "ଦେବାଳୟ ଓ ଐତିହ ସ୍ଥଳୀ ଗୁଡିକର ସ୍ଵଚ୍ଛତା ଅଭିଯାନ" ରୂପରେ ପାଳନ କରାଯିବା ନିମନ୍ତେ ନିଷ୍ପତି ନିଆଯାଇଅଛି । ଏହାକୁ…

ଗଜପତି ଜିଲ୍ଲାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ସ୍ଥଳୀ ଗୁଡ଼ିକରେ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ଗଜପତି ପକ୍ଷରୁ ଷଷ୍ଠ ଦିନରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲାର ବିଭିନ୍ନ ଦେବାଳୟ ,ଐତିହ୍ୟ ସ୍ଥଳୀ ଓ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର…

ଲିଙ୍ଗରାଜ ମହୋତ୍ସବ – ୨୦୨୫ : ଲିଙ୍ଗରାଜ ସମ୍ମାନରେ ସମ୍ମାନୀତ ଡି.ପ୍ରିୟଙ୍କା

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଏକାମ୍ର ସାଂସ୍କୃତିକ ପ୍ରକାଶନି, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ୫ ଏପ୍ରିଲ ୨୦୨୫ ରୁ ୧୦ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଅର୍ଥାତ୍ ଛଅଦିନ ଧରି ଶ୍ରୀ ଶ୍ରୀ ଲିଙ୍ଗରାଜ ଭଜନ ମଣ୍ଡପ ଠାରେ ଲିଙ୍ଗରାଜ…

କେନ୍ଦୁଝର ନାଗରିକ ମଞ୍ଚ ତରଫରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ।

 ଅଭାବ ଅସୁବିଧା ସ୍ବଚକ୍ଷୁରେ ଦେଖି ସିଡ଼ିଏମଓଙ୍କ ସହ ଆଲୋଚନା କଲେ।              କେନ୍ଦୁଝର,ତା୬/୪( ଦିଲ୍ଲୀପ ସାହୁ)- ଆଜି ପବିତ୍ର ରାମ ନବମୀ ଅବସରରେ କେନ୍ଦୁଝର ସିଟିଜେନ୍ ଫୋରମ୍ ପକ୍ଷରୁ ଏକ ୩ ଜଣିଆ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସର ବୁଲି ରୋଗୀଙ୍କ ସହ କଥା ହୋଇ…

ବସ୍ ରେ ଗଞ୍ଜେଇ ଚାଲାଣ

 ବରଗଡ /ବିଜେପୁର ବରଗଡରୁ ରାୟପୁର ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ରୁ ଛତିଶଗଡ ରାଜ୍ୟର ସୀମାନ୍ତ ସିଂଘୋଡା ପୁଲିସ ୨୨କିଲୋ ଓଜନର ଗଂଜେଇ ଜବତ କରିବା ସହିତ ଏଥିରେ ସଂପୃକ୍ତ ୨ଜଣ ଯାତ୍ରୀଙ୍କୁ ଗିରଫ କରିଛି।, ଗତ କାଲି ସକାଳେ ଯାଉଥିବା ଉକ୍ତ ବସରେ ଗଂଜେଇ ଚାଲାଣ ହେଉଥିବା ନେଇ ଏକ…