ପୋଖରୀରେ ବୁଡ଼ି ନାବାଳକଙ୍କ ମୃତ୍ୟୁ

ଜଗତସିଂହପୁର,ତା-୧୫.୦୪.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଳକ ଖଇରଙ୍ଗ ପଞ୍ଚାୟତ ନୂଆପାଟଣା ଗ୍ରାମର ଜଣେ ୧୧ ବର୍ଷୀୟ ନାବାଳକଙ୍କ ଅକାଳ ମୃତ୍ୟୁ ଘଟିଛି। ଘର ପାଖ ପୋଖରୀରେ ବୁଡ଼ିଯିବାରୁ ନାବାଳକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ତୁରନ୍ତ ତାଙ୍କୁ ଜଗତସିଂହପୁର ଡାକ୍ତରଖାନାକୁ…

ବିଜେପୁର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀଙ୍କୁ ଦାବି ପତ୍ର ପ୍ରଦାନ

 ବିଜେପୁର :-ଆଜି ବିଜେପୁର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫ ରୁ ବିଜେପୁର ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ Unified Automation System (UAS) portal ବର୍ଜନ ସମ୍ପର୍କ ରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି l ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ, ଉପାନ୍ତ ଅଞ୍ଚଳରେ…

ତରାସିଙ୍ଗା ଗ୍ରାମରେ ପଞ୍ଚାୟତ ସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳନ।

ତରାସିଙ୍ଗା: ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗୀର ଜିଲ୍ଲା ଟିିଟିଲାଗଡ ବ୍ଲକ୍ ଅଧୀନସ୍ଥ ବିଜେପୁର ଗ୍ରାମପଞ୍ଚାୟତ ର ତରାସୀଙ୍ଗା ଗ୍ରାମରେ ପଞ୍ଚାୟତ ସ୍ତରୀୟ ୧୩୪ ତମ ଡ଼ ବି ଆର୍ ଆମ୍ବେଦକର ଜୟନ୍ତୀ ପାଳନ ହୋଇ ଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଗଣ୍ଡପତ୍ରାପlଳି ପଞ୍ଚାୟତ ର ସରପଞ୍ଚ ତଥା…

ନିଜ ଜୀବନ କୁ ବାଜି ଲଗାଇ ୮ ବର୍ଷର ଶିଶୁ କୁ ମହୁମାଛି ଆକ୍ରମଣ ରୁ ରକ୍ଷା କଲେ

ମହୁମାଛି ଆକ୍ରମଣ ରେ ୪ ଗୁରୁତର, ଯୁବ ସାମ୍ବାଦିକ ଙ୍କ ମହାନୀୟତା ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୫/୦୪/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ମା ଠାକୁରାଣୀ ଙ୍କ କଳସ ଯାତ୍ରା ଅବସରରେ ଭୈରବ ମନ୍ଦିର ସମ୍ମୁଖରେ ମୀନା ବଜାର ଯାତ୍ରା ଜାରି ରହିଛି। ଆଜି ମୀନା ବଜାର ବୁଲି…

ଅନେକ ଭିତରେ ଏକ, ଚଣ୍ଡୀ ପୀଠସ୍ଥ କାଳୀ ଵାନାମ୍ବର ।

- (ଶାସକ ପ୍ରଶାସକ/ଖଲିକୋଟ ରୁ ଶିବରାମ ଜେନା)ଚଣ୍ଡୀ ପୀଠ : ୧୫/୨୫, ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ଚଣ୍ଡୀ ପୀଠ ରେ ମେରୁ ଯାତ୍ରାର ଅନ୍ତଘଟିଛି । ଏଅଵସରରେ କହିବାକୁ ଗଲେ ଉକ୍ତ ଦଣ୍ଡ ୧୯୭୪ ମସିହାରେ ବାହାରି ଥିଲେ। ସକଳେଶ୍ଵରଙ୍କ ଵାନା ଓ ଚଣ୍ଡେଶ୍ଵର ଙ୍କ ଆଜ୍ଞାମାଳ ପାଇବାପରେ ହିଁ ଦଣ୍ଡ କାମନା…

ଖପ୍ରାଖୋଲ ରେ ମିଳିତ ଅଭିଯୋଗ ଶୁଣାଣୀ ଶିବିର, ୩୭ ଟି ଅଭିଯୋଗ ଶୁଣାଣୀ: ଛତିଶ ଜଣଙ୍କୁ ଜମି ପଟ୍ଟା ବଣ୍ଟନ

ଖପ୍ରାଖୋଲ ୧୫/୪(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ସ୍ଥାନୀୟ ପଞ୍ଚାୟତ ସମିତି ସଭା ଗୃହ ଠାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଶିବିରରେ ଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର କୁମାର ବେହେରା ,…

ପାଟଣାଗଡରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି ପୋଡ଼ି

ପାଟଣାଗଡ: ଶାସକ ପ୍ରଶାସକ (ଘନଶ୍ୟାମ ନାଗ)ବଲାଙ୍ଗିର ଜିଲ୍ଲା ପାଟଣାଗଡ ସହରର ବ୍ରହ୍ମପୁରା ଛକରେ ସ୍ଥାପିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି କୁ କିଛି ଅସାମାଜିକ, ଅନୈତିକ , ବିକୃତ , ମାନସିକଗ୍ରସ୍ଥ ଥିବା ବ୍ୟକ୍ତି ଦ୍ଵାରା ନିଆଁ ଲଗାଇ ହୁ ହୁ କରି ଜାଳି ଦେବା ଘଟଣା ସ୍ଥାନୀୟ…

ଶ୍ରୀ ଶ୍ରୀ ନୃସିଂହନାଥ ଜନ୍ମୋସବ ବୈଶାଖ ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ପଦ୍ମପୁର :- ପାଇକମାଲ ନୃସିଂହନାଥ ମନ୍ଦିର ସଭାଗୃହରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟି ତଥା ଅତିରିକ୍ତ ବିଡ଼ିଓ ଦେବାଶିଷ ସିହ୍ନା ଙ୍କ ସଭାପତିତ୍ୱରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋସବ ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ତା:୦୭.୦୫.୨୫…

ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ସଂଘ ନବରଙ୍ଗପୁର ବ୍ଲକ ତରଫରୁ ଦାବି ପତ୍ର ପ୍ରଦାନ

ନବରଙ୍ଗପୁର : 15/04/2025,ଅଶୋକ ସାହୁ, ଶାସକ ପ୍ରଶାସକ,ଓଡିଶା ଜୀବିକା ମିଶନ ଶକ୍ତି ଇ ସି ସଂଘ ନବରଙ୍ଗପୁର ବ୍ଲକ ତରଫରୁ ନବରଙ୍ଗପୁର ବସଷ୍ଟାଣ୍ଡ ଠାରୁ ବାହାରି ବ୍ଳକ ଅଫିସ ରେ ପହଞ୍ଚି ଥିଲେ ନବରଙ୍ଗପୁର ବିଡ଼ିଓ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଭୁବନେଶ୍ୱର ଓ ମାନନୀୟ…

ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।

ପଦ୍ମପୁର :- ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର ରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋଏଲ୍ ଏବଂ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ଵାନ, ଉପଜିଲ୍ଲାପାଳ ‌…