ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ଥିତାବସ୍ଥା ବଜାୟ ରଖିବାକୁ ଦାବି।

 କେନ୍ଦୁଝର ବୁଦ୍ଧିଜୀବି ମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର।    କେନ୍ଦୁଝର,ତା୧୬/୪- ସମଗ୍ର କେନ୍ଦୁଝର ଜିଲ୍ଲାର ଗର୍ବ ଗୌରବ ଥିଲା ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟ। ଏଠାରେ ହଜାର ହଜାର ଛାତ୍ରଛାତ୍ରୀ ପାସ୍ କରି ଯାଇ ଉଚ୍ଚ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ତେବେ ୨ ବର୍ଷ ତଳେ ଏହି…

ପୂର୍ବତଟ ରେଳପଥ ପକ୍ଷରୁ ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ |

ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଅଛି | ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ କର୍ମଚାରୀମାନେ ଡ଼ଃ. ବି. ଆର.…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ, ୧୫ ଦିନ ମହଲତ ଦେଲା ବନ ବିଭାଗ ।

ଅସ୍ତରଙ୍ଗ/ଦୁଃଶାସନ ନାୟକ: ଓଡ଼ିଶାର ପର୍ଯ୍ୟଟନ ମାନ ଚିତ୍ରରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ପୁରୀ ଜିଲ୍ଲାର ଅସ୍ତରଙ୍ଗର ପିର ବେଳାଭୂମି ର ଉନ୍ନତି କରଣ ପାଇଁ ଖର୍ଚ୍ଚ ହେବାକୁ ଥିବା ୧ କୋଟି ୫ ଲକ୍ଷ୍ୟ ଟଙ୍କାର ଉନ୍ନତି କରଣ କାର୍ଯ୍ୟ ରେ ବାଧକ ସାଜିଛି ବେଆଇନ ଜବର ଦଖଲ । ସେହି ଜବର…

ସାହିତ୍ୟ ପତ୍ରିକା ” ଅବସର” ବିଂଶତମ ରାଜ୍ୟ ସ୍ତରୀୟ ବିଷୁବ ମିଳନ ପାଳନ ।

ବାସୁଦେବପୁର :ଓଡିଶା ର ପ୍ରତିଷ୍ଠିତ ସାହିତ୍ୟ ପତ୍ରିକା ଅବସର ଆନୁକୂଲ୍ୟ ରେ ରାଜ୍ୟସ୍ତରୀୟ ବିଂଶତମ ବିଷୁବ ମିଳନ ଉତ୍ସବ ଓ ସାରସ୍ୱତ ସଭା ଭଦ୍ରକ ଜିଲ୍ଲା ବାସୁଦେବପୁର ଅଟଳବିହାରୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅବସର' ସାହିତ୍ୟ ଅନୁଷ୍ଠାନ ର ଆବାହକ ପାର୍ଥ ସାରଥୀ ବାରିକ ଙ୍କ…

କାଳବୈଶାଖୀ ବର୍ଷାରେ ମୁହଁ ମାଡ଼ି ପଡ଼ିଲା ରାବଣ

ଶ୍ରୀରାମ ନବମୀ ଯାତ୍ରାର ୯ମ ସନ୍ଧ୍ୟା: ଆକ୍ରମଣାତ୍ମକ ଢଙ୍ଗରେ ପ୍ରଭୁଙ୍କ ଯୁଦ୍ଧ ଯାତ୍ରା ବେଶ ଓଡ଼ଗାଁ,୧୫।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର ନବମ ସନ୍ଧ୍ୟା ଅବସରରେ ପ୍ରଭୁଙ୍କ ଯୁଦ୍ଧଯାତ୍ରା ବେଶ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଅବାରସିଂ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ…

ଲାଞ୍ଜିଗଡ଼ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା.୧୫.୦୪.୨୦୨୫ – କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକସ୍ତରୀୟ କଳାହାଣ୍ଡି ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ପାୱାର ସଚିନ…

ସାମ୍ବାଦିକଙ୍କୁ ସରପଞ୍ଚ ସ୍ଵାମୀଙ୍କ ଅସଦାଚରଣ ଥାନାରେ ଅଭିଯୋଗ

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ତାଲପଦର ଗ୍ରାମର ସାମ୍ବାଦିକ ଶୁଶାନ୍ତ ସାହୁ ଙ୍କୁ ପଡା ପଞ୍ଚାୟତ ର ସରପଞ୍ଚ ଙ୍କ ସ୍ବାମୀ ଅସଦାଚରଣ କରିଥିବା ଏନେଇ ବିଜେପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ କିଛି ଦିନ ପୂର୍ବରୁ ପଡା ପଞ୍ଚାୟତ ର ବିଭିନ୍ନ ସମସ୍ୟକୁ ନେଇ ଖବର…

ଡୁଙ୍ଗୁରିପାଲି ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷ ଡୁଙ୍ଗୁରିପାଲି ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ…

କଂଗ୍ରେସ ର ମଶାଲ ଶୋଭାଯାତ୍ରା, ମୋହନ ସରକାର ଗାଦି ଛାଡ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ଯାଇଛି, ମହିଳାଙ୍କ ପ୍ରତି ଦୁଷ୍କର୍ମ, ଅତ୍ୟାଚାର ଭଳି ଶିଶୁ ନିଖୋଜ ଆଦି ସହିତ ଗ୍ୟାସ ଦର ବୃଦ୍ଧିକୁ ନେଇ ପ୍ରତିବାଦରେ ଆଜି ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କଂଗ୍ରେସ କମିଟି…