ପ୍ରଭୁଙ୍କ ରାଜ୍ୟାଭିଷେକ ବେଶର ଦିବ୍ୟ ଦର୍ଶନ ଲଭିଲେ ଶ୍ରଦ୍ଧାଳୁ

ଓଡଗାଁ ଶ୍ରୀରାମ ନବମୀ ଯାତ୍ରାର ଅନ୍ତିମ ସନ୍ଧ୍ୟା ଓଡଗାଁ, ୧୬।୪(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ଓଡଗାଁ ସ୍ବର୍ଣ୍ଣ କଳସ କ୍ଷେତ୍ର ଭାବେ ବିଦିତ ବିଜେ ଶ୍ରୀରଘୁନାଥ ଜିଉଙ୍କ ଶ୍ରୀରାମ ନବମୀ ଯାତ୍ରା ନବଦିନ ସନ୍ଧ୍ୟା ବେଶର ବୁଧବାର ଅନ୍ତିମ ସନ୍ଧ୍ୟାରେ ପ୍ରଭୁଙ୍କର ରାଜ୍ୟାଭିଷେକ…

୮୦ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ l

ରାୟଗଡ ତା.୧୬/୦୪-ରାୟଗଡ ଜିଲ୍ଲା ପରିଷଦର ୮୦ତମ ବୈଠକ ଆଜି ଅଧ୍ୟକ୍ଷl ସୁଶ୍ରୀ ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଜିର ଏହି ବୈଠକରେ, ମାନ୍ୟବର ବିଧାୟକ, ରାୟଗଡ,ଶ୍ରୀ କାଦ୍ରlକ ଆପାଳ ସ୍ୱାମୀ, ଵିଷମ କଟକ ବିଧାୟକ,…

ପ୍ରାଥମିକ ଚିକିତ୍ସା ତାଲିମ୍ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବାଲୁଙ୍କେଶ୍ୱର ଆଦିବାସୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଭାରତୀୟ ରେଡ କ୍ରସ ଓ ଜିଲ୍ଲା ଜୁନିୟର ରେଡ କ୍ରସ…

ଓଡିଶା ରାଜ୍ୟ ନିର୍ବାଚନ ଆୟୁକ୍ତ ଙ୍କ ଦିନିଆ କଳାହାଣ୍ଡି ଗସ୍ତ ଓ ସମୀକ୍ଷା ବୈଠକ ।

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା ୧୬. ୪. ୨୦୨୫ ଓଡିଶା ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢୀ ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଜିଲ୍ଲାର ପଞ୍ଚାୟତି ରାଜ, ପୌରପାଳିକା ଓ…

ବାହାର ରାଜ୍ୟର ଶିଲାଜୀତ ଜଡ଼ିବୁଟି ବିକ୍ରି କରିବାକୁ ଆସି କରୁଛନ୍ତି ଗାଡ଼ି ଚୋରୀ,ତିନିଜଣ ଗିରଫ୍

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ ) ଶିଲାଜୀତ ଜଡ଼ିବୁଟି ବ୍ୟକ୍ତି ଙ୍କୁ ସାବଧାନ୍ l ଜଡ଼ିବୁଟି ବିକିବା ନl ରେ କରୁଛନ୍ତି ଗାଡ଼ି ଚୋରୀ l ଏଭଲି ରାକେଟ କୁ ଗୋଡାଇ ଗୋଡାଇ ଧରିଲା ରାମପୁର ଥାନା ପୋଲିସ l ସୂଚନା ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ତେଲିପାଳି ଗାଁ ର…

ନବରଙ୍ଗପୁର ସହରରେ ଗୁଣାତ୍ମକ ବିଜୁଳି ଯୋଗାଣ ସୁନିଶ୍ଚିତ କଲା ଟିପିଏସ୍ଓଡିଏଲ୍

ବିଜୁଳି ଚାହିଦା ମେଣ୍ଟାଇବାକୁ ଟ୍ରାନ୍ସଫର୍ମରର କ୍ଷମତା ବୃଦ୍ଧି ଉପକୃତ ହେବେ ୧୪ ହଜାରରୁ ଅଧିକ ଉପଭୋକ୍ତା ଓ କ୍ଷୁଦ୍ର ଉଦ୍ୟୋଗ ବ୍ରହ୍ମପୁର, ଏପ୍ରିଲ: ଚଳିତ ଗ୍ରୀଷ୍ମପ୍ରବାହରେ ବିଜୁଳି ଚାହିଦାକୁ ଦୃଷ୍ଟିରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍…

ଗ୍ରାହାମ ଷ୍ଟେନ୍ ହତ୍ୟା ମାମଲା: ଜେଲରୁ ଛାଡ ପାଇଲେ ମହେନ୍ଦ୍ର ହେମ୍ବ୍ରମ

 ୨୫ ବର୍ଷ ଜେଲରେ ରହିବା ପରେ ଭଲ କାମ କରି ମୁକୁଳିଲେ।  କେନ୍ଦୁଝର,ତା୧୬/୪- ପୁଣି ଆଜି କେନ୍ଦୁଝରରେ ଅଷ୍ଟ୍ରେଲୀୟ ଖ୍ରୀଷ୍ଟ ଧର୍ମ ପ୍ରଚାରକ ଗ୍ରାହାମ ଷ୍ଟେନ୍ ହତ୍ୟାକାଣ୍ଡ କଥା ଆଲୋଚନା ହୋଇଛି। କାରଣ ଥିଲା ଷ୍ଟେନ୍ ଏବଂ ତାଙ୍କ ଦୁଇ ନାବାଳକ ପୁତ୍ରକୁ କେନ୍ଦୁଝର ଜିଲ୍ଲାର ମନୋହରପୁର ଠାରେ…

ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ଥିତାବସ୍ଥା ବଜାୟ ରଖିବାକୁ ଦାବି।

 କେନ୍ଦୁଝର ବୁଦ୍ଧିଜୀବି ମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର।    କେନ୍ଦୁଝର,ତା୧୬/୪- ସମଗ୍ର କେନ୍ଦୁଝର ଜିଲ୍ଲାର ଗର୍ବ ଗୌରବ ଥିଲା ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟ। ଏଠାରେ ହଜାର ହଜାର ଛାତ୍ରଛାତ୍ରୀ ପାସ୍ କରି ଯାଇ ଉଚ୍ଚ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ତେବେ ୨ ବର୍ଷ ତଳେ ଏହି…

ପୂର୍ବତଟ ରେଳପଥ ପକ୍ଷରୁ ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ |

ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଅଛି | ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ କର୍ମଚାରୀମାନେ ଡ଼ଃ. ବି. ଆର.…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ, ୧୫ ଦିନ ମହଲତ ଦେଲା ବନ ବିଭାଗ ।

ଅସ୍ତରଙ୍ଗ/ଦୁଃଶାସନ ନାୟକ: ଓଡ଼ିଶାର ପର୍ଯ୍ୟଟନ ମାନ ଚିତ୍ରରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ପୁରୀ ଜିଲ୍ଲାର ଅସ୍ତରଙ୍ଗର ପିର ବେଳାଭୂମି ର ଉନ୍ନତି କରଣ ପାଇଁ ଖର୍ଚ୍ଚ ହେବାକୁ ଥିବା ୧ କୋଟି ୫ ଲକ୍ଷ୍ୟ ଟଙ୍କାର ଉନ୍ନତି କରଣ କାର୍ଯ୍ୟ ରେ ବାଧକ ସାଜିଛି ବେଆଇନ ଜବର ଦଖଲ । ସେହି ଜବର…