ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳିତ

ଓଡ଼ଗାଁ,୧୪।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଗ୍ନିଶମ ସେବା କେନ୍ଦ୍ର ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ ଅବସରରେ ସୋମବାର ଓଡ଼ିଆ ଏନ୍ଏସି ପରିଭ୍ରମଣ କରି ପ୍ରାକୃତିକ ବିପର୍ଯ୍ୟୟ ଓ ଦୈବୀ ଦୁର୍ବିପାକ ଏବଂ ଆକସ୍ମିକ ଦୁର୍ଘଟଣାକୁ ଏଡାଇବା ନିମନ୍ତେ କିିପରି ସାବଧାନ…

ବାଇକ୍ ଦୁର୍ଘଟଣାରେ ଚାଳକ ଗୁରୁତର

ଓଡ଼ଗାଁ,୧୪।୦୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ୨୧ ନମ୍ବର ରାଜ୍ୟ ରାଜପଥ ଓଡ଼ଗାଁ ଠାରୁ କୋମଣ୍ଡ ମଧ୍ୟରେ ପଥରାଛକ ନିକଟରେ ସୋମବାର ସକାଳେ ବାଇକ୍ ଦୁର୍ଘଟଣାରେ ଚାଳକ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହଯୋଗରେ ୧୦୮ ଯୋଗେ ଓଡ଼ଗାଁ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ…

୨୦୦୬ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ଓଡ଼ଗାଁ,୧୪।୦୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ବିଦ୍ୟାପୀଠର ୨୦୦୬ ବ୍ୟାଚ୍ ଛାତ୍ର ମାନଙ୍କ ଏକ ପାରିବାରିକ ବନ୍ଧୁ ମିଳନ ଉତ୍ସବ ରବିବାର ନିକଟସ୍ଥ ବୁଢ଼ାବୁଢ଼ୀଆଣି ଡ୍ୟାମ୍ ଠାରେ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମଟି ଓଡ଼ଗାଁରେ ଉପସ୍ଥିତ…

ଓଡଗାଁରେ ହନୁମାନ ଜନ୍ମ ମହୋତ୍ସବ ପାଳିତ, ଦିନ ତମାମ ପଣା ପ୍ରସାଦରେ ଶ୍ରଦ୍ଧାଳୁ ଆପ୍ୟାୟିତ

ଓଡଗାଁ, ୧୪।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଅଞ୍ଚଳରେ ସୋମବାର ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ହନୁମାନ ଜନ୍ମ ସ୍ଥାନୀୟ ଏନଏସି ଅଞ୍ଚଳରେ ପାଳିତ ହୋଉଯାଇଛି । ସ୍ଥାନୀୟ ହନୁମାନ ଛକ, ରଘୁନାଥ ମନ୍ଦିର ସିଂହ ଦ୍ୱାର ଓ ଦକ୍ଷିଣ ଦ୍ୱାର, ସିନେମା ହଲ ଛକ ବିଜେ…

ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରା: ଶ୍ରୀରାମଙ୍କ ଅଷ୍ଟ ସେନାନୀଙ୍କ ସହ ବିଚାର ବିମର୍ଶର ଦୃଶ୍ୟ ଦର୍ଶନ

ଓଡ଼ଗାଁ,୧୪।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ସ୍ବର୍ଣ୍ଣ କଳସ କ୍ଷେତ୍ର ଓଡ଼ଗାଁ ଶ୍ରୀରାମ ନବମୀ ନବଦିନ ସନ୍ଦ୍ୟା ବେଶର ଅଷ୍ଟମ ସନ୍ଧ୍ୟାରେ ସୁବଳୟା ପର୍ବତ ଉପରେ ପ୍ରଭୁ ଶ୍ରୀରାମ ଅନୁଜ ଲକ୍ଷ୍ମଣ ଏବଂ ବିଭୀଷଣଙ୍କ ସହିତ ସୁଗ୍ରୀବ, ଅଙ୍ଗଦ, ହନୁମାନ, ଜାମ୍ବବାନ, ସୁଷେଣ, ନଳ, ନୀଳ,…

ଟିଟିଲାଗଡ ସହରରେ ବିଶ୍ଵରତ୍ନ ଡକ୍ଟର ବାବା ସାହେବ ଆମ୍ବେଦକରଙ୍କର ଜୟନ୍ତୀ ଉତ୍ସବ ପାଳନ।

ଟିଟଲାଗଡ: ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଳକରେ ବିଶ୍ଵରତ୍ନ ଡ଼.ଭୀମ ରାଓ ରାମଜୀ ଆମ୍ବେଦକରଙ୍କ 143 ତମ ଜୟନ୍ତୀ ପାଳନ ଉତ୍ସବରେ ସହର, ଗ୍ରାମ୍ୟ ଏବଂ ଅନ୍ୟାନ୍ୟ ଅଞ୍ଚଳର ଜନସାଧାରଣ, ସ୍ଥାନୀୟ ନେତାମାନେ ଓ ପ୍ରଶାସନିକ ଅଧିକାରୀ ମାନେ ମିଶି ଏକ ଶୂଭ, ଶାନ୍ତି…

ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଛେଲିଆମାଳ ବାର୍ଷିକ ଉତ୍ସବ ୨୦୨୪-୨୫ ପାଳିତ

କଳାହାଣ୍ଡି :ରୋହିତ କୁମାର ନାଏକ (ଶାସକ ପ୍ରଶାସକ)ଭବାନୀପାଟଣା ବ୍ଲକ ଅଧିନସ୍ତ ଛେଲିଆମାଳ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ବାର୍ଷିକ ଉତ୍ସବରେ ଉଦ୍ଘାଟନୀ ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ବରାଳ ମଶାଲ ଶୋଭାଯାତ୍ରା ରେ…

ପୁରୀ: ଭାରତରତ୍ନ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ସହ ଓଡ଼ିଆ ନବବର୍ଷ ପାଳିତ

ପୁରୀ (ଅନିମେଶ ପଟ୍ଟନାୟକ): ସୋମବାର ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବାସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ଓ ଓଡ଼ିଆ ନବ ବର୍ଷ ସହ ଓଡିଆ ପକ୍ଷର ଶେଷ ଦିନ । ଏହି ଅବସରରେ ଜିଲ୍ଲା ପ୍ରଶାସନ ସୂଚନା ଓ ଲୋକ ସମ୍ପର୍କ,ସଂସ୍କୃତି ଓ ସମାଜ କଲ୍ୟାଣ କାର୍ଯ୍ଯାଳୟ ପକ୍ଷରୁ…

ଭାରତରତ୍ନ ଡ଼ଃ ବି. ଆର୍‌. ଆମ୍ବେଦକରଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳିତ

ଜଗତସିଂହପୁର,ତା-୧୪.୦୪.୨୦୨୫/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଭାରତରତ୍ନ ଡ଼ଃ ବି. ଆର୍‌. ଆମ୍ବେଦକରଙ୍କ ୧୩୪ତମ ଜୟନ୍ତୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ(ଭା…

ଡାବୁଗାଁ ହାଟ ପଦା ତଳ ସାହି ରେ ରାସ୍ତା ସଂଯୋଗ ନ ଥିବାରୁ ସାହିବାସି ହଇରାଣ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ଡାବୁଗାଁ ତା ୧୪/୦୪/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଡଙ୍ଗରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ସଦର ହାଟପଦା ତଳ ସାହି ରେ ବିଭାଜନ କରୁଥିବା ଦୁଇଟି ରାସ୍ତା କୁ ସଂଯୋଗ ନ ଥିବାରୁ ସାହି ବାସି ନାହିଁ ନ ଥିବା ହୋଇରାଣ ହେଉଛନ୍ତି। ଉକ୍ତ ରାସ୍ତା ଦେଇ…