Sign in
Sign in
Recover your password.
A password will be e-mailed to you.
ବାଘଶାଳା ରାଧାକାନ୍ତ ମଠର ମହନ୍ତ ଭାବେ ଦାୟିତ୍ୱ ନେଲେ ଗୋପାଳ ଦାସ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶାଳା ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ରାଧାକାନ୍ତ ମଠର ନୂତନ ମହନ୍ତ ଭାବେ ଗୋପାଳ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ପାରଳା ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ମଠର ମହନ୍ତ!-->!-->!-->…
ଗଜପତି ବିଜେଡି ମହିଳା ଦଳର ପୁନର୍ଗଠନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ବିଜୁ ଜନଚା ଦଳର ମହିଳା ଶାଖାର ପୂନର୍ଗଠନ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମନୋନୀତ କରାଯାଇଛି।ଏଥିରେ ଉପ ସଭାନେତ୍ରୀ ରୂପେ ଡାଟଲା ତ୍ରିଭେଣୀ ଏବଂ ମମତା ବଳିୟାରସିଂ ତଥା ସାଧାରଣ ସମ୍ପାଦିକା ଭାବେ ମାନସୀ ମାଝୀ ,!-->…
ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାର ବିଭିନ୍ନ ଉଚ୍ଚ!-->…
କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।
ମାଆ କ୍ଷୀର ଶିଶୁ ପାଇଁ ଅମୃତ ସମାନ ।
କେନ୍ଦ୍ରାପଡ଼ା:08/08(ପ୍ରଫୁଲ୍ଲ କୁମାର ମଲ୍ଲ) ସ୍ତନ୍ୟପାନର ଗୁରୁତ୍ୱ ସମ୍ପର୍କରେ ଜନ ସଚେତନତା ବୃଦ୍ଧି ଓ ମାଆ ମାନଙ୍କୁ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା!-->!-->!-->!-->!-->…
୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ହାଇସ୍କୁଲ ଓ କଲେଜ ସ୍ତରରେ ବିଭିନ୍ନ ପ୍ରତିଯୋଗିତା
ନବରଙ୍ଗପୁର, ତା. ୦୮.୦୮.୨୦୨୬: ଆଗାମୀ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମ, ଜାତୀୟ ଏକତା, ଦେଶର ସ୍ୱାଧୀନତା ସଂଗ୍ରାମ ଓ ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ନବରଙ୍ଗପୁର ସହରରେ!-->!-->!-->…
ମିଡ୍ଟାଉନ୍ରେ ବିକାଶମୂଳକ କାର୍ଯ୍ୟରେ ବିଳମ୍ବ ନେଇ ବିଜେପିର ଉଦ୍ବେଗ, ଶୀଘ୍ର ସମାପ୍ତି ଦାବି
ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ସହରର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ହେଉଥିବା ବିଳମ୍ବକୁ ନେଇ ବିଜେପି ପକ୍ଷରୁ ଉଦ୍ବେଗ ପ୍ରକାଶ କରାଯାଇଛି। ମିଡ୍ଟାଉନ୍ ମଣ୍ଡଳ ସଭାପତି ଦିଲୀପ କୁମାର ସିଂହଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିମଣ୍ଡଳ ରାଉରକେଲା!-->!-->!-->!-->!-->…
ହିନ୍ଦ ମଜଦୁର ସଭା ରାଜ୍ୟ ସମ୍ମିଳନୀ ପ୍ରସ୍ତୁତି ବୈଠକ
କେନ୍ଦୁଝର,ତା୮/୮- ହିନ୍ଦ ମଜଦୁର ସଭାର ଆଗାମୀ ରାଜ୍ୟ ସମ୍ମିଳନୀ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଗତ ୭ତାରିଖ ଦିନ ସଦର ବ୍ଲକ ପଦ୍ମପୁର କଲ୍ୟାଣ ମଣ୍ଡପରେ ସତ୍ୟନାରାୟଣ ପଣ୍ଡାଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ସମ୍ମିଳନୀ ଅଭ୍ୟର୍ଥନା କମିଟି!-->!-->!-->…
ରାଉରକେଲା ଗଭର୍ଣ୍ଣମେଣ୍ଟ କଣ୍ଟ୍ରାକ୍ଟର ଆସୋସିଏସନର ପ୍ରଥମ ସାଧାରଣ ବୈଠକ, ୬୦୦ରୁ ଅଧିକ ଠିକାଦାରଙ୍କ ଯୋଗଦାନ
ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ନବଗଠିତ ରାଉରକେଲା ଗଭର୍ଣ୍ଣମେଣ୍ଟ କଣ୍ଟ୍ରାକ୍ଟର ଆସୋସିଏସନର ପ୍ରଥମ ସାଧାରଣ ବୈଠକ ଶୁକ୍ରବାର ବ୍ରାହ୍ମଣୀ କ୍ଲବଠାରେ ଅନୁଷ୍ଠିତ ହୋଇଥିଲା। ରାଉରକେଲା ସମେତ ବଣେଇ, ରାଜଗାଙ୍ଗପୁର, ବୀରମିତ୍ରପୁର ଓ ସୁନ୍ଦରଗଡ଼ ଅଞ୍ଚଳର ୬୦୦ରୁ ଅଧିକ!-->!-->!-->…
ମାତ୍ର ୨୪ ବର୍ଷ ବୟସରେ ସୁପ୍ରିମକୋର୍ଟରେ ଚମକିଲେ ଓଡ଼ିଆ ଝିଅ ଶ୍ରୀରୂପା ହୋତା
ନୂଆଦିଲ୍ଲୀ: ଓଡ଼ିଶା ପାଇଁ ଆସିଛି ଏକ ଗର୍ବର ଖବର। ମାତ୍ର ୨୪ ବର୍ଷ ବୟସରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମକୋର୍ଟ)ରେ ନିଜର ଯୁକ୍ତି ଉପସ୍ଥାପନ କରି ଚର୍ଚ୍ଚାରେ ଆସିଛନ୍ତି ଯୁବ ଆଇନଜୀବୀ ଶ୍ରୀରୂପା ହୋତା।
ତାଙ୍କର ଆତ୍ମବିଶ୍ୱାସପୂର୍ଣ୍ଣ ଉପସ୍ଥାପନା, ଆଇନଗତ ଦକ୍ଷତା ଓ!-->!-->!-->!-->!-->…
ଓପିସିସିକୁ ରିଲିଫ୍ ସହାୟତା ପ୍ରଦାନ କଲେ ନିରଞ୍ଜନ
ଭୁବନେଶ୍ୱର, ତା ୭.୮.୨୬ ରିଖ:- ଚଳିତ ବର୍ଷ ବନ୍ୟା ଦ୍ୱାରା ରାଜ୍ୟର ୮ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର,ଜଗସିଂହପୁର,କଟକ ଏବଂ କେଉଁଝର ପ୍ରଭାବିତ ହୋଇଥିବା ବେଳେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ସାଧାରଣ ଜନତା। ବିଶେଷ କରି ତାଙ୍କ ପାଖରେ ଖାଦ୍ୟ!-->!-->!-->…