Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳନ।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା 22.4.2025 କଳାହାଣ୍ଡି ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳନ ଜିଲ୍ଲା ଯୋଜନା ଓ ସମୀକ୍ଷା ବିଭାଗଙ୍କ ସଭା ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱ।ନ, ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢି, ଅତିରିକ୍ତ…
ସିଦ୍ଧଳ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ
ଜଗତସିଂହପୁର,ତା୨୨.୦୪.୨୦୨୫/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ବିଜେ ସିଦ୍ଧଳଠାରେ ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଅଧ୍ୟକ୍ଷତା…
ଅର୍ଥ ଆଇନ ୨୦୨୫ର ସଂଶୋଧିତ ୪ର୍ଥ ପରିଚ୍ଛେଦର ପ୍ରତ୍ୟାହାର ଦାବିରେ ପେନସନର ମାନଙ୍କ ଦେଶବ୍ୟାପୀ ପ୍ରତିବାଦ
ଗଜପତି ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ପେନସନର ମାରଣ ନିତିର ଦୃଢ ପ୍ରତିବାଦ କରି ଅର୍ଥ ଆଇନ ୨୦୨୫ର ,ସଂଶୋଧିତ ୪ର୍ଥ ପରିଚ୍ଛେଦର ପ୍ରତ୍ୟାହାର ଦାବିକରି ଓଡିଶା ରାଜ୍ୟ…
ସମ୍ବଲପୁର ସ୍କୁଲଗୁଡିକରେ ଏସଟିଇଏମ୍ ଶିକ୍ଷାକୁ ଆଗେଇନେବା ନିମନ୍ତେ ଆଦିତ୍ୟ ଆଲୁମିନିୟମ ଦ୍ୱାରା ମିନି ସାଇନ୍ସ ସେଣ୍ଟର…
ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ କମ୍ପାନୀ ଆଦିତ୍ୟ ଆଲୁମିନିୟମ ସମ୍ବଲପୁର ଜିଲ୍ଲା ମଧ୍ୟରେ ପାଞ୍ଚଟି ସ୍କୁଲରେ ମିନି ସାଇନ୍ସ ସେଣ୍ଟର ସ୍ଥାପନ ଦ୍ୱାରା ଏସଟିଇଏମ୍ ଶିକ୍ଷାରେ ବୃଦ୍ଧି ଘଟାଇବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି । ଏହି ପ୍ରୟାସ ଛାତ୍ରଛାତ୍ରୀଙ୍କ ନିମନ୍ତେ…
“ଅମୃତ ଭାରତ ଟ୍ରେନ୍ _ ଅମୃତ କାଳର ଏକ ଅନନ୍ୟ ଉପହାର |”
ଅମୃତ ଭାରତ 2.0 ଟ୍ରେନ୍ ଭାରତୀୟ ରେଳବାଇର ଏକ ଆଧୁନିକ ପଦକ୍ଷେପ | ଯାହା ସାଧାରଣ ଯାତ୍ରୀମାନଙ୍କୁ କମ ଭଡ଼ାରେ ଉନ୍ନତ ସୁବିଧା, ଆରାମ ଏବଂ ସ୍ୱଦେଶୀ ପ୍ରଯୁକ୍ତିର ଅଭିଜ୍ଞତା ପ୍ରଦାନ କରେ | ଏହି ଟ୍ରେନ୍ଟି ସ୍ୱତନ୍ତ୍ର ଭାବରେ ମଧ୍ୟବିତ୍ତ ବର୍ଗ ଏବଂ ଅନ୍ତ୍ୟୋଦୟ ପାଇଁ ଡିଜାଇନ୍ କରାଯାଇଛି |…
ପିଆରଏସଆଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଆଇଆଇଟି ଭୁବନେଶ୍ୱରରେ ଜାତୀୟ ଜନସମ୍ପର୍କ ଦିବସ ୨୦୨୫ ପାଳିତ
କୃତ୍ରିମ ବୁଦ୍ଧିମତାର ଦାୟିତ୍ୱପୂର୍ଣ୍ଣ ବ୍ୟବହାରରେ ଜନସମ୍ପର୍କର ଭୂମିକା ଉପରେ ଆଲୋଚନା
ଭୁବନେଶ୍ୱର: ପବ୍ଲିକ ରିଲେସନ୍ସ ସୋସାଇଟି ଅଫ ଇଣ୍ଡିଆ (ପିଆରଏସଆଇ) ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଆଇଆଇଟି ଭୁବନେଶ୍ୱର ସହିତ ମିଳିତ ସହଯୋଗରେ, ସୋମବାର ଆଇଆଇଟି ଭୁବନେଶ୍ୱର ପରିସରରେ 'କୃତ୍ରିମ…
ରେୟର ଆର୍ଥ-ଫ୍ରି ମୋଟର ଟେକ୍ନୋଲୋଜି କ୍ଷେତ୍ରରେ ଅଗ୍ରଣୀ ପଦକ୍ଷେପ ଦିଗରେ ନ୍ୟୁମେରୋସ୍ ମୋଟର୍ସ ସହିତ ଆଇଆଇଟି…
ବିରଳ ଖଣିଜ ପଦାର୍ଥ ଉପରେ ନିର୍ଭରଶୀଳତା ହ୍ରାସ କରି ନିରନ୍ତର ଏବଂ ସୁଲଭ ଇଭି ଉପାଦାନଗୁଡ଼ିକରେ ନବୀକରଣ ହାସଲ ହେଉଛି ସହଯୋଗର ଉଦ୍ଦେଶ୍ୟ
ଭୁବନେଶ୍ୱର, ୨୨ ଏପ୍ରିଲ ୨୦୨୫: ସ୍ୱଦେଶୀ ବୈଦ୍ୟୁତିକ ଗତିଶୀଳତା ସମାଧାନରେ ବିଶେଷଜ୍ଞ ନୂତନ ଯୁଗର ଓଇଏମ, ନ୍ୟୁମେରୋସ୍ ମୋଟର୍ସ, ଭାରତୀୟ ପ୍ରଯୁକ୍ତି…
ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି
ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଅପ୍ରେଲ ୨୩ରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ ରହିବ
ଗ୍ରୀଷ୍ମପ୍ରବାହ ପାଇଁ ଅପ୍ରେଲ ୨୩ ରୁ କଲେଜ ଗୁଡିକ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରହିବ,…
ଫ୍ଲାଟ୍ ଷ୍ଟିଲ୍ ଆମଦାନୀ ଉପରେ ୧୨% ସେଫଗାର୍ଡ ଡ୍ୟୁଟି ଆତ୍ମନିର୍ଭରଶୀଳ ଭାରତ ପାଇଁ ଏକ ଐତିହାସିକ ପଦକ୍ଷେପ: ନବୀନ…
ନୂଆଦିଲ୍ଲୀ: ଘରୋଇ ଇସ୍ପାତ ଶିଳ୍ପକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ଫ୍ଲାଟ ଇସ୍ପାତ ଉତ୍ପାଦ ଆମଦାନୀ ଉପରେ ୧୨% ସେଫଗାର୍ଡ ଡ୍ୟୁଟି (ସୁରକ୍ଷା ଶୁଳ୍କ) ଲାଗୁ କରିଛନ୍ତି, ଯାହା ଏପ୍ରିଲ ୨୧ରୁ ଆଗାମୀ ୨୦୦ ଦିନ ପାଇଁ କାର୍ଯ୍ୟକାରୀ ହେବ । ଏହି ପଦକ୍ଷେପ ଚୀନ୍, ଦକ୍ଷିଣ କୋରିଆ ଏବଂ…
ଧର୍ମଶାଳା ହିଂସାକାଣ୍ଡ ଘଟଣାରେ ପୋଲିସ୍ ମହାନିଦେ୍ର୍ଦଶକଙ୍କୁ ଭେଟିଲା ବିଜେଡି
ସପ୍ତାହେ ବିତିଯାଇଥିଲେ ମଧ୍ୟ ପ୍ରଣବ ବଳବନ୍ତରାୟଙ୍କ ଆକ୍ରମଣକାରୀ ମାନଙ୍କୁ ସ୍ଥାନୀୟ ପୋଲିସ୍ ଗିରଫ କରିନାହିଁ
ଧର୍ମଶାଳା ବିଧାୟକ ଓ ଖଣି ମାଫିଆଙ୍କ ସମର୍ଥନରେ ଧର୍ମଶାଳାରେ ବିଗୁଡୁଛି ଆଇନ ଶୃଙ୍ଖଳା ପରିସ୍ଥିତି
ପୋଲିସ୍ ଉପସ୍ଥିତିରେ ହିଂସାକାଣ୍ଡ ଘଟୁଛି, କିନ୍ତୁ…