ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ।

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) ପବିତ୍ର ଅକ୍ଷୟ ତୃତୀୟା ଅବସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ କୃଷକ ଦିବସ ସମାରୋହ କୃଷି ବିଜ୍ଞାନକେନ୍ଦ୍ର ଭବାନୀ ପାଟଣା,ଠାରେ ଅନୁଷ୍ଠିତ ହୋଇଯାଇଛି। କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା କୃଷି ବିଭାଗ ତରଫରୁ…

ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ ପାଳନ

ଧାନ ସହ ଅଧିକରୁ ଅଧିକ ଅର୍ଥନୈତିକ ଚାଷ ଉପରେ ଧ୍ୟାନ ଦେବାକୁ ଚାଷୀଙ୍କୁ ଆହ୍ୱାନ  ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି । ଜିଲ୍ଲା କୃଷି ଓ କୃଷକ…

ଅବସର ନେଲେ ବରିଷ୍ଠ ଶିକ୍ଷକ ବୃନ୍ଦାବନ ଜେନା

ଅସ୍ତରଙ୍ଗ/ଦୁଃଶାସନ ନାୟକ - ଶିକ୍ଷା ହେଉଛି ଆମ ସମାଜ ଗଠନ ର ଏକ ମୂଳ ମନ୍ତ୍ର, ଭାରତ ବର୍ଷ ଆଜି ଶିକ୍ଷା ଓ ଶିକ୍ଷକତା କୁ ନେଇ ସାରା ବିଶ୍ୱ ଦରବାର ରେ ବେଶ ପରିଚିତ, ସେହି ଶିକ୍ଷା ବ୍ୟବସ୍ଥା କୁ ଶିକ୍ଷକ ମାନେ ଭିନ୍ନ ଭିନ୍ନ ଢାଞ୍ଚା ରେ ଉପସ୍ଥାପନା କରି ଏକ ନୂତନ ସମାଜ ଗଠନ କରିବାରେ ସାରା…

ନବରଙ୍ଗପୁର ଠାରେ କବି ଶ୍ରୀ ଜୟଦେବ ଙ୍କ ଜନ୍ମ ଜୟନ୍ତୀ ପାଳନ

ନବରଙ୍ଗପୁର ତା ୩୦.୪.୨୦୨୫: ଅଶୋକ ସାହୁ, ଶାସକ ପ୍ରଶାସକ, ଜିଲ୍ଲା ସଂସ୍କୃତି ଭବନ, ନବରଙ୍ଗପୁରରେ ଠାରେ ସକାଳ ୧୦.୩୦ ମି ସମୟରେ କବି ଶ୍ରୀ ଜୟଦେବ ଜୟନ୍ତୀ ଉତ୍ସବ-୨୦୨୫ ଜିଲ୍ଲା ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କବି ଶ୍ରୀ…

ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା।

ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ପ୍ରଧାନ ଶିକ୍ଷକଙ୍କୁ ଭବ୍ୟ ସମ୍ବର୍ଦ୍ଧନା l ନିଆରା ଭାବେ ବିଦାୟ ଦେଲେ ଗ୍ରାମବାସୀ l ଏଭଲି ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ପହଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ l ଏହି ବିଦ୍ୟାଲୟ ର ପ୍ରଧାନ…

ଜିଲ୍ଲା ସ୍ତରୀୟ କୃଷକ ଦିବସ ସମାରୋହ ୨୦୨୫ ପାଳିତ

ଜଗତସିଂହପୁର,ତା ୩୦.୦୪.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ବ୍ଲକ୍ ର ଆଳିପିଙ୍ଗଳ ପଂଚାୟତ ଅଧିନସ୍ଥ ଯୋରକୁଳଗ୍ରାମରେ ଓଡ଼ିଶାର ଚାଷୀଭାଇଙ୍କର ପର୍ବ ଅକ୍ଷୟ ତୃତୀୟା ଓ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ କରାଯାଇଥିଲା। ଆଜି ଭୁବନେଶ୍ୱର ବରମୁଣ୍ଡା ଓ ୟୁ ଏ ଟି କାର୍ଯ୍ୟଳୟ ଠାରେ ଆୟୋଜିତ…

ମହିଳା ଯୌନ ନିର୍ଯାତନା ସମ୍ପର୍କିତ ସଚେତନତା

ଜଗତସିଂହପୁର,ତା-୩୦.୦୪.୨୦୨୫/ସୁମନ୍ତ କୁମାର ଦାସ:,ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ କର୍ମକ୍ଷେତ୍ରରେ ମହିଳା ଯୌନ ନିର୍ଯାତନା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଅଦାଲତର ସମୀଲଣି କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଦେୱାନୀ ବିଚାରପତି ରାକେଶ…

ଶ୍ରୀ ଶ୍ରୀ ବଳଦେବଜୀଉ ଙ୍କ ରଥ ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର,ତା-୩୦.୦୪.୨୦୨୫/ସୁମନ୍ତ କୁମାର ଦାସ: ଆଜି ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଜଗତସିଂହପୁର ଜ଼ିଲ୍ଲା ର ବହୁ ପ୍ରାଚିନ, ଐତିହ୍ୟ, ପରମ୍ପରା ସମ୍ପନ୍ନ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ରଥ ଅନୁକୂଳ କାର୍ଯ୍ୟକ୍ରମ ଜ଼ିଲ୍ଲାପାଳ ତଥା ଠାକୁରରାଜା ଶ୍ରୀ ଜେ ସୋନାଲ ଙ୍କ ଆବାସିକ…

ଜାରିଂ ହାଇସ୍କୁଲ ହିନ୍ଦୀ ଶିକ୍ଷକ ଙ୍କ ଅବସର ଗ୍ରହଣ

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଂ ଉଚ୍ଚ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ କାଶିରାମ ପ୍ରଧାନ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଗଡତିଆ ଙ୍କ ଅଧ୍ୟକ୍ଷତା ଓ ପୂର୍ବତନ ଶିକ୍ଷକ ଗୋପବନ୍ଧୁ ପୁରୋହିତ ଙ୍କ…

ଶ୍ରୀ ରଘୁନାଥ ଜିଉଙ୍କ ନୟନବର ଜମିରେ ମୁଠି ଅନୁକୂଳ

ଓଡ଼ଗାଁ,୩୦।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ରଘୁନାଥ ଜିଉଙ୍କ ନୟନବର ଜମିରେ ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ମୁଠି ଅନୁକୂଳ କାର୍ଯ୍ୟକ୍ରମ ପ୍ରତିବର୍ଷ ପରି ଚଳିତ ବର୍ଷ ଅନୁଷ୍ଠିତ ହୋଇଯାଇଛି। ରଘୁନାଥ କୃଷକ ସଙ୍ଘଙ୍କ ଉଦ୍ୟମରେ ପରିଚାଳିତ କାର୍ଯ୍ୟକ୍ରମରେ ୨ ଗୋଟି…