Sign in
Sign in
Recover your password.
A password will be e-mailed to you.
ମୁଣ୍ଡରେ ଆଡ଼ବେଷ୍ଟର ପଡ଼ି ବୃଦ୍ଧା ମୃତ
ବିଜେପୁର :-କାଳବୈଶାଖୀ ପ୍ରଭାବରେ ବରଗଡ ଜିଲ୍ଲା ବିଜେପୁର ଏନଏସି ସ୍ଥିତ ବାଉଁଶପାଲରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ନୀଲା ମହାପାତ୍ର(୬୪) ମିଲିଥିବା ସୁ ଚନା ଅନୁସାରେ ଗତକାଲି ରାତିରେ ରାତିରେ ପ୍ରବଳ ଘୂର୍ଣ୍ଣିଝଡ ହୋଇଥିଲା। ଫଳରେ ରେ ଗଛଲତା ଭାଙ୍ଗି ପଡିବା ସହ ଅନେକ…
ଅବ୍ୟବସ୍ଥା ଘେରରେ ଏକତା ନଗର ଅଞ୍ଚଳ, ଅପରାଧୀଙ୍କ ଚରାଭୂଇଁ
ସୁନ୍ଦରଗଡ଼:-ପୌରାଞ୍ଚଳର 15 ନଂ ୱାର୍ଡ ଡେଙ୍ଗିଭାଡ଼ି ଓ ନୂତନ ଭାବେ ନିର୍ମାଣ ହଉଥିବା ଏକତା ନଗର ଅଞ୍ଚଳ ଅବ୍ୟବସ୍ଥା ଘେରରେ ରହିଥିବା ଦେଖିବାକୁ ମିଳିଛି, ନୂତନ ଭାବେ ଏକତା ନଗର ଅଞ୍ଚଳରେ ଘର ଆରମ୍ଭ କରିଥିବା କଲୋନୀବାସୀ ବିଭିନ୍ନ ଅସୁବିଧାରେ ରହୁଥିବା ଦେଖିବାକୁ ମିଳିଛି, ପୌରପାଳିକା ତରଫରୁ…
କେନ୍ଦୁଝରରେ ଖୁବଶୀଘ୍ର ଚଳାଚଳ କରିବ ବିଦ୍ୟୁତଚାଳିତ ବସ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପ୍ରଶାସନ, କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (ସିଆରୟୁଟି) ସହିତ ମିଳିତ ଭାବରେ, ଜିଲ୍ଲାର ସହରାଞ୍ଚଳରେ ଗମନାଗମନ ସୁବିଧାକୁ ଆହୁରି ବୃଦ୍ଧି କରିବା ପାଇଁ ପରିବେଶ ଅନୁକୂଳ ଏକ ବୈଦ୍ୟୁତିକ ବସ ସେବା ଆରମ୍ଭ କରିବାକୁ ଯାଉଛି। ଏହି ସେବାକୁ ଆଗାମୀ ଦୁଇ…
‘ବିକଶିତ ଭାରତର ଦାୟିତ୍ୱ ନେବେ ନିର୍ଭୟ ଯୁବ ପୁରସ୍କାର ବିଜେତାମାନେ’
ଭୁବନେଶ୍ୱର: ଆସନ୍ତା ୧୧ବର୍ଷ ପରେ ୨୦୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । ସେ ଉପଲକ୍ଷେ କାର୍ଯ୍ୟକ୍ରମ ଓ ଲକ୍ଷ୍ୟ ସ୍ଥିର କରାଯାଇସାରିଛି । ୨୦୪୭ ମସିହାରେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବାକୁ ଯାଉଥିଲାବେଳେ ବିକଶିତ ଭାରତର ସ୍ୱପ୍ନ ସାକାର…
ନବକୃଷ୍ଣ ଚୌଧୁରୀ ବିଚାର ମଂଚ ପକ୍ଷରୁ ବଡ଼ଚଣାର ବରପଦାରେ ଅକ୍ଷୟ ତୃତୀୟା ଉତ୍ସବ
ଭୁବନେଶ୍ୱର:30/4-ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ଅବସରରେ ନବକୃଷ୍ଣ ଚୌଧୁରୀ ବିଚାର ମଂଚ ପକ୍ଷରୁ ବଡ଼ଚଣାର ବରପଦା ଠାରେ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |
ନବକୃଷ୍ଣ ଚୌଧୁରୀ ବିଚାର ମଂଚ ବଡ଼ଚଣା ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମରେ…
ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ।
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) ପବିତ୍ର ଅକ୍ଷୟ ତୃତୀୟା ଅବସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ କୃଷକ ଦିବସ ସମାରୋହ କୃଷି ବିଜ୍ଞାନକେନ୍ଦ୍ର ଭବାନୀ ପାଟଣା,ଠାରେ ଅନୁଷ୍ଠିତ ହୋଇଯାଇଛି। କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା କୃଷି ବିଭାଗ ତରଫରୁ…
ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ ପାଳନ
ଧାନ ସହ ଅଧିକରୁ ଅଧିକ ଅର୍ଥନୈତିକ ଚାଷ ଉପରେ ଧ୍ୟାନ ଦେବାକୁ ଚାଷୀଙ୍କୁ ଆହ୍ୱାନ
ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି । ଜିଲ୍ଲା କୃଷି ଓ କୃଷକ…
ଅବସର ନେଲେ ବରିଷ୍ଠ ଶିକ୍ଷକ ବୃନ୍ଦାବନ ଜେନା
ଅସ୍ତରଙ୍ଗ/ଦୁଃଶାସନ ନାୟକ - ଶିକ୍ଷା ହେଉଛି ଆମ ସମାଜ ଗଠନ ର ଏକ ମୂଳ ମନ୍ତ୍ର, ଭାରତ ବର୍ଷ ଆଜି ଶିକ୍ଷା ଓ ଶିକ୍ଷକତା କୁ ନେଇ ସାରା ବିଶ୍ୱ ଦରବାର ରେ ବେଶ ପରିଚିତ, ସେହି ଶିକ୍ଷା ବ୍ୟବସ୍ଥା କୁ ଶିକ୍ଷକ ମାନେ ଭିନ୍ନ ଭିନ୍ନ ଢାଞ୍ଚା ରେ ଉପସ୍ଥାପନା କରି ଏକ ନୂତନ ସମାଜ ଗଠନ କରିବାରେ ସାରା…
ନବରଙ୍ଗପୁର ଠାରେ କବି ଶ୍ରୀ ଜୟଦେବ ଙ୍କ ଜନ୍ମ ଜୟନ୍ତୀ ପାଳନ
ନବରଙ୍ଗପୁର ତା ୩୦.୪.୨୦୨୫: ଅଶୋକ ସାହୁ, ଶାସକ ପ୍ରଶାସକ, ଜିଲ୍ଲା ସଂସ୍କୃତି ଭବନ, ନବରଙ୍ଗପୁରରେ ଠାରେ ସକାଳ ୧୦.୩୦ ମି ସମୟରେ କବି ଶ୍ରୀ ଜୟଦେବ ଜୟନ୍ତୀ ଉତ୍ସବ-୨୦୨୫ ଜିଲ୍ଲା ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କବି ଶ୍ରୀ…
ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା।
ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ପ୍ରଧାନ ଶିକ୍ଷକଙ୍କୁ ଭବ୍ୟ ସମ୍ବର୍ଦ୍ଧନା l ନିଆରା ଭାବେ ବିଦାୟ ଦେଲେ ଗ୍ରାମବାସୀ l ଏଭଲି ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ପହଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ l ଏହି ବିଦ୍ୟାଲୟ ର ପ୍ରଧାନ…