ବ୍ରହ୍ମପୁର: ଗତକାଲି ବିଳମ୍ବିତ ରାତିରେ ପୁରୁଷୋତ୍ତମ ପୁର ଥାନା ଅର୍ନ୍ତଗତ ହାଣ୍ଡିଘର ଗ୍ରାମର କିଛି ଦୁର୍ଦ୍ଦାନ୍ତ ଯୁବକ ଆତଙ୍କରାଜ ଚଳାଇ ଗାଁ ଲୋକଙ୍କୁ ଭୟଭୀତ କରାଇବା ସହ ତିନି ଜଣ ବ୍ୟକ୍ତିଙ୍କୁ ଆତର୍କିତ ଭାବେ ଆକ୍ରମଣ କରିଥିଲେ। ଯାହା ଫଳରେ ଗ୍ରାମର କାହ୍ନୁ ଚରଣ ମହାନ୍ତି, ଗୋପାଳ ମହାନ୍ତି ଓ ଭାଗିରଥି ମହାନ୍ତି ଗୁରୁତର ଆହତ ହୋଇ ବର୍ତ୍ତମାନ ବିଶାଖାପାଟଣା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନବିନ୍ କରି କିଛି ଅଭିଯୁକ୍ତ କୁ ବିଭିନ୍ନ ସ୍ଥାନରୁ ଉଠାଇ ଆଣି ଥାନା ରେ ରଖି ଜେରା କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
ଲାଞିପଲୀ ବାଇପାସ୍ ରାସ୍ତାରେ ଓଭରବ୍ରିଜ ନିର୍ମାଣ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ କାର୍ଯ୍ୟାଳୟରେ ଧାରଣା।
Next Post