ରକ୍ତ ଦାନ ଶିବିର ଅନୁଷ୍ଠିତ।

4

 ବାସୁଦେବପୁର -ଶ୍ରୀସତ୍ୟସାଇ ସେବାସମିତି ବାସୁଦେବପୁର ପକ୍ଷରୁ ଏକ ମହତ ରକ୍ତଦାନ ଶିବିର(ପ୍ରେମସଞ୍ଜିବନୀ )ଅନୁଷ୍ଠିତ ହୋଇଯାଇଅଛି ।ଏଥିରେ ସାଇଜିଲ୍ଲା ଭଦ୍ରକ -2 ର
ଜିଲ୍ଲା ସଭାପତି ବୃନ୍ଦାବନ ଚନ୍ଦ୍ର ବେହେରା, ଜିଲ୍ଲା ରକ୍ତଦାନ ସଂଯୋଜକ ଉଦୟ ନାରାୟଣ ପଣ୍ଡା, ସମିତି ଅଭାହକ ପବିତ୍ର ମୋହନ ନାୟକ, ଜିଲ୍ଲା ସେବା ସଂଯୋଜକ ବସନ୍ତ କୁମାର ଦାସ, ଜିଲ୍ଲା ସଂଯୋଜକ ରମାକାନ୍ତ ଦାସ ଏବଂ ଦିବ୍ୟସୁନ୍ଦର ଅଗସ୍ତି, ବିଚିତ୍ର ନନ୍ଦ ଭୋଇ , ତ୍ରୈଲୋକ୍ୟନାଥ ପଣ୍ଡା, ବସନ୍ତ କୁମାର ବଳ,ସ୍ଵର୍ଣ୍ଣ ପ୍ରଭା ପାଢ଼ୀ, ସ୍ନିଗ୍ଧା ମହାନ୍ତି,ଅହଲ୍ୟା ବାରିକ, ପ୍ରଶାନ୍ତି ପ୍ରିୟା ଅଗସ୍ତି, ସୁଷମା ଭୋଇ ,ଏବଂ ଭଦ୍ରକ ବ୍ଲଡ ବ୍ୟାଙ୍କର ଡାକ୍ତର ଓ ସମସ୍ତ ଷ୍ଟାଫ ଏବଂ ସମିତି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତରହି ସୁଚାରୁପେ ସମ୍ପାଦନ କରିଛନ୍ତି ।ଏହି ରକ୍ତଦାନ ଶିବିରରେ ୬୪ ୟୁନିଟ ରକ୍ତ ସଂଗୃହୀତ ହୋଇଛି।

Leave A Reply

Your email address will not be published.