କୁନି କାଉଡିଆ ଙ୍କ ବୋଲବମ୍ ଯାତ୍ରା

4

ପଦ୍ମପୁର :- ଶ୍ରାବଣ ମାସ ଶେଷ ସୋମବାର ଦେବଦେବ ମହାଦେବ ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ ଲାଗି ରହୁଥିବା ବେଳେ ଆଜି ବଡ଼ ବନ୍ଧ ସ୍ଥିତ ରାମେଶ୍ଵର ବାବା ଙ୍କ ମନ୍ଦିର ରେ ଶହ ଶହ କାଉଡିଆ ଙ୍କ ଭିଡ଼ ଲାଗି ରହିଥିଲା। କିଏ ନୃସିଂହନାଥ ତ କିଏ ହରିଶଙ୍କର ଠାରୁ ଜଳାଭିଷେକ କରିବା ପାଇଁ ଜଳ ନେଇ ପଦ ଯାତ୍ରା ରେ ଆସିଥିବା ବେଳେ ଆଜି ଦୁଇ କୁନି କାଉଡିଆ ପ୍ରିନ୍ସ ସାହୁ ଓ ଆୟନ୍ସ ସାହୁ ନିକଟସ୍ଥ ଚିରୋଲି ଶୈବପୀଠ ରୁ ପଦ ଯାତ୍ରା ରେ ବାହାରି ରାମେଶ୍ଵର ବାବା ଙ୍କୁ ଜଳାଭିଷେକ କରିଥିଲେ ।

Leave A Reply

Your email address will not be published.