Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
କେଡେ ନିର୍ମମ : କି ଦୋଷ କରିଥିଲା ସେ କୁନି ଝିଅଟା କେଜାଣି !!!
ନାବାଳିକାର କ୍ଷତାକ୍ତ ଶବ ଉଦ୍ଧାର
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଭୁବନେଶ୍ୱର ଗ୍ରାମପଞ୍ଚାୟତ ର ଯୋଗେନ୍ଦ୍ର ନାଥ ପୁର ଗ୍ରାମ ନିକଟସ୍ଥ ପତ୍ରାରୁ ଜଣେ ନଅ ବର୍ଷୀୟ ଝିଅର କ୍ଷତାକ୍ତ ମୃତଦେହ ଦେଖିବାକୁ ମିଳିଛି । ଏଠାରେ ସୂଚନାଯୋଗ୍ୟ ଯେ ଗତ କାଲି ଗ୍ରାମର ରାଜେନ୍ଦ୍ର…
ଚୋରି ବାଇକ୍ ସହ ନାବାଳକକୁ ଗିରଫ କଲା ଚାରମାଳ ପୋଲିସ
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ):ସମ୍ବଲପୁର ଜିଲ୍ଲା ଚାରମାଳ ପୋଲିସ ଆଜି ଚୋରି ବାଇକ୍ ସହ ଜଣେ ନାବାଳକକୁ ଗିରଫ କରିଛି । ସୂଚନା ଯୋଗ୍ୟ ଯେ ଚାରମାଳ ଗ୍ରାମର ଶିଶିର ବିଶ୍ଵାଳଙ୍କ ହୋଣ୍ଡା ସାଇନ୍ ନଂ OR 15 N 6379 ବିଶିଷ୍ଟ ବାଇକ୍ ଟି ଚୋରି ହୋଇଯାଇଥିବା ନେଇ ଗତ ୩୦ ତାରିଖରେ ଚାରମାଳ…
ଆମ ମୟୂରଭଞ୍ଜ ଅଟୋ ଆସୋସିଏସନର ସାଧାରଣ ସମ୍ପାଦକଙ୍କ ଅକାଳ ବିୟୋଗ
ବାରିପଦା(ଦିଲ୍ଲୀପ ମହାନ୍ତି)- ଆମ ମୟୂରଭଞ୍ଜ ଞ୍ଜ ଅଟୋ ଆସୋସିଏସନର ସାଧାରଣ ସମ୍ପାଦକ ତଥା ଯୁବ ସଙ୍ଗଠକ ଅନିରୁଦ୍ଧ ମହଲାଙ୍କର ଅକାଳ ବିୟୋଗ ହୋଇଛି । ଭୂବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଭୂବନେଶ୍ୱରରୁ ଆଜି ତାଙ୍କର ମର ଶରୀର…
ମୁଜାଗଡ଼ ଠାରେ ଟ୍ରକକୁ ପିଟିଲା ଡିଜେଲ ଟ୍ୟାଙ୍କର
ଭଞ୍ଜନଗର ( ନିଲୁ ବିଷୋୟୀ ) - ଭଞ୍ଜନଗର ଥାନା ଅଧିନ ଭଞ୍ଜନଗର - ଫୁଲବାଣୀ ରୋଡ଼ ମୁଜାଗଡ଼ ନିକଟରେ ରାସ୍ତା କଡରେ ଛିଡା ଏକ ମାଲ ବୋଝେଇ ଟ୍ରକର ପଛପଟକୁ ଡିଜେଲ ଟ୍ୟାଙ୍କର ଧକ୍କା ଦେଇଥିଲା। ଫଳରେ ଟ୍ୟାଙ୍କରର ସାମ୍ନାପଟଟି ଭାଙ୍ଗି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ମୁତାବକ…
ଟ୍ୟାପ ପାଣି ପାଇଁ ଝାମେଲା : ଡାକ୍ତରଖାନାରେ ମହିଳା, ଥାନାରେ ମାମଲା
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ମାଣିକ ପାଟଣା ବଡ଼ସାହିରେ ସର୍ବ ସାଧାରଣଙ୍କ ପାଇଁ ଉଦିଷ୍ଟ ଥିବା ଟ୍ୟାପରୁ ପାଣି ନେବାକୁ କେନ୍ଦ୍ର କରି ଟଣା ଓଟରା ବେଳେ ଜଣେ ମହିଳା ଆହତ । ମହିଳା ଜଣକ ସେହି ସାହିର ଗୋକୁଳ ଚନ୍ଦ୍ର ସାହୁଙ୍କ ପତ୍ନୀ ମିନତୀ ସାହୁ…
ନୂଆଗାଁ ବ୍ରିଜ ନିକଟରେ ବାଇକ ଦୁର୍ଘଟଣା ୨ ଗୁରୁତର
ଭଞ୍ଜନଗର ( ନିଲୁ ବିଷୋୟୀ ) ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଗାଁ ବ୍ରିଜ ନିକଟସ୍ଥ ଢ଼ିମିରିପଲ୍ଲୀ ଛକ ନିକଟରେ ବାଇକ ଦୁର୍ଘଟଣା ଘଟି ୨ ଜଣ ଆହତ ହୋଇଛନ୍ତି । ଆହତ 2 ଜଣ ହେଲେ ପପୁ ନାୟକ ( ୨୬) ଓ ବଳରାମ ବାରିକ ( ୨୦) । ମିଳିଥିବା ସୂଚନା ମୁତାବକ ଉଭୟ କୌଣସି କାମ ରେ ଭଞ୍ଜନଗର ଆସି ନିଜ ଗ୍ରାମ…
ନବବର୍ଷ ରେ ଅଘଟଣ ,ଦୁର୍ଘଟଣାରେ ସ୍ୱାମୀ ,ସ୍ତ୍ରୀ ମୃତ ।
ସମ୍ବଲପୁର(ରମାକାନ୍ତ ବିଶ୍ବାଳ): ନବବର୍ଷ ରେ ଅଘଟଣ । ଦୁର୍ଘଟଣାରେ ସ୍ୱାମୀ ,ସ୍ତ୍ରୀ ମୃତ । ନବବର୍ଷ ସଂଧ୍ୟାରେ ସମ୍ବଲପୁର ସହର ସରଳାକାନୀ ଛକ ଟାଙ୍ଗରପାଲି ନିକଟରେ ଘଟିଯାଇଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ସହରର ସରଳାକାନୀ ଛକରୁ OR 15 R 6489 ନମ୍ବର ସ୍କୁଟି ରେ ସ୍ୱାମୀ ସ୍ତ୍ରୀ ଦୁଇଜଣ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କର ମୃତ୍ୟୁ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ରଞ୍ଜିତପୁର ପ୍ରାଥମିକ ବିଦ୍ୟାଳୟରେ କାର୍ଯରତ ଶିକ୍ଷକ ଶ୍ରୀ ଥବିର ମେହେର (୪୨) ଙ୍କର ଆଜି ସନ୍ଧ୍ୟା ପ୍ରାୟ ଆଠ ଘଣ୍ଟା ସମୟରେ ପାଇକମାଲ ବିଦ୍ୟୁତ ଗ୍ରୀଡ଼ ସମ୍ମୁଖରେ ନିଜର ବାଇକର ଭାରସାମ୍ୟ ହରାଇବା ଦ୍ୱାରା ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ପ୍ରଥମେ…
ବିଡ଼ିସିସି ଲାଠୋର ବ୍ରାଞ୍ଚ ମ୍ୟାନେଜର ଘରେ ଭିଜିଲାନ୍ସ ରେଡ଼
Vigilance DSP Kadambini Samal
ଟିଟିଲାଗଡ଼ /ଗୌରବ ଦର୍ଜୀ : ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ(ବିଡ଼ିସିସି) ଲାଠୋର ବ୍ରାଞ୍ଚ ମ୍ୟାନେଜର ସାଗର ରଣାଙ୍କ ଟିଟିଲାଗଡ ବାସଭବନରେ ଆଜି ସକାଳୁ ଭିଜିଲାନ୍ସ ରେଡ଼ ହୋଇଛି | ବଲାଙ୍ଗୀର ଭିଜିଲାନ୍ସ…
ପଚାଶ ହଜାର କଳାକାରଙ୍କ ଦ୍ୱାରା ପ୍ରସ୍ତୁତ କୋଭିଡ୍ ସଚେତନତା ଭିଡିଓ ଆଲବମ୍
ମୁଖ୍ୟମନ୍ତ୍ରୀଙ୍କୁ ଅର୍ପଣ କଲା ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ
ଭୁବନେଶ୍ୱର (ଶାସକ ପ୍ରଶାସକ) ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଜୟନ୍ତୀ ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କୋଭିଡ଼୍ ସଚେତନତା ବାର୍ତ୍ତା ପ୍ରଚାର କରିବା ପାଇଁ ଯେଉଁ ଆହ୍ୱାନ ଦେଇଥିଲେ ଏହାକୁ ପାଳନ କରିବା ଅବସରରେ…