Browsing Category

ଅଘଟଣ

ଲ‌ଇଣ୍ଡାମାଲ ମୁଣ୍ଡାପଡାରେ ବିଧବା ମହିଳାଙ୍କୁ ପନଖିରେ ହାଣି ହତ୍ୟା , 4 ଅଟକ

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ବିଧବା ମହିଳାଙ୍କୁ ପନିଖିରେ ହାଣି ହତ୍ୟା ହୋଇଥିବା ଜଣାପଡିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ। ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡା ମାଲ ଗାଁର ମୁଣ୍ଡାପଡାରେ ଘଟିଛି…

୬ ଶିଶୁ ଚାଲାଣ ବେଳେ କୁର୍ତମଗଡ଼ ଗ୍ରାମବାସୀମାନଙ୍କ ଦ୍ଵାରା ଅଟକ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ସାରା ଭାରତରେ ଗୁରୁଦିବସ ପାଳନ ହେଉଥିବା ବେଳେ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ୍ ଅନ୍ତର୍ଗତ ପାରିଗଡ଼ ଗ୍ରାମପଞ୍ଚୟତର ଅଦଗାଁ ଗ୍ରାମରୁ ୬ ଶିଶୁ ଚାଲାଣ ବେଳେ କୁର୍ତମଗଡ଼ ଗ୍ରାମବାସୀମାନଙ୍କ ଦ୍ଵାରା ଅଟକ ରଖାଯାଇ ଥିଲା I ଆଜକୁ ଦୁଇ ଦିନ ହେବ ଗଞ୍ଜାମ ଜିଲ୍ଲା…

ପାଟ୍ରୋଲିଂ ସମୟରେ ଦୁଇ ଚୋରଙ୍କୁ କାବୁକଲା ପଦ୍ମପୁର ପୋଲିସ ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ପୋଲିସ ପକ୍ଷରୁ ପଦ୍ମପୁର ଥାନା ଅଧିକାରୀ ରାଜେନ୍ଦ୍ର ସିଆଲ ଓ ତାଙ୍କ ଟିମ ରାତ୍ରି କାଲିନ ପେଟ୍ରୋଲିଂ ସମୟରେ ପଦ୍ମପୁର ବଜାରପଡାର ବଲିଆର ମଲ୍ଲିକ ଓ ରଜାପଡାର ଦୀପକ ପଧାନ ନାମକ ଦୁଇ ଜଣ ଯୁବକ ବୁଲୁଥିଲା ଦେଖି ଯୁବକ ମାନଙ୍କୁ ପଚରା ଉଚରା କରିଥିଲେ ।…

୮ ଜଣ ଚାଷୀ ଧାନ ବିକ୍ରି କରି ଠକେଇର ଶିକାର,୪ ଲକ୍ଷ ଟଙ୍କାର ଧାନ ନେଇ ବେପାରୀ ଫେରାର।

 ଚାଷୀ କୋର୍ଟର ଦ୍ୱାରସ୍ଥ। ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅର୍ନ୍ତଗତ ବଡ଼ମାଳ ଅଞ୍ଚଳର ୮ ଜଣ ଚାଷୀ ଠକାମୀର ଶିକାର ହୋଇଛନ୍ତି। ସୂଚନା ଯୋଗ୍ୟ ଯେ ୪ ଲକ୍ଷ ଟଙ୍କାର ଧାନ ନେଇ ବେପାରୀ ଫେରାର ମାରିଛି। ଆଜକୁ ୬ ମାସ ହେଲା ବେପାରୀ ଧରାଛୁଆଁ ଦେଉ…

କେଡେ ନିର୍ମମ, ଏଟା ମଣିଷ ନା ପଶୁ !

ପାରିବାରିକ କଳହ ପାଇଁ ବୄଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତ ଫେରାର । ପଦ୍ମପୁର(ଶାସକ ପ୍ରଶାସକ)-ପାରିବାରିକ କଳହରୁ ବୄଦ୍ଧଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ଝାରବନ୍ଧ ଥାନା ପୁଟୁକିଡୁଙ୍ଗୁରୀ ଗ୍ରାମରେ ଘଟି ଯାଇଛି ଏଭଲି ଏକ ଅଘଟଣ । ଅଭିଯୋଗ ଅନୁସାରେ ସୁବାସ ସାହୁଙ୍କ ପରିବାରକୁ ସେହି ଗ୍ରାମର…

ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ବଢୁଛି ବେଆଇନ ବନ୍ୟଜନ୍ତୁ ଶିକାର , ବନ ବିଭାଗ ଜବତ କଲା ବାରାହା ମାଂସ, ୨ ଗିରଫ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ବେଆଇନ ଭାବରେ ବନ୍ୟଜନ୍ତୁ ଶିକାର ବଢ଼ିବାରେ ଲାଗିଛି। ହେଲେ ଏହି ଅବାଧ ବନ୍ୟଜନ୍ତୁ ଶିକାର ଉପରେ ବଡ଼ମାଳ ରେଞ୍ଜ ଅନ୍ତର୍ଗତ ଲମ୍ବଟିଦାଦର ଗ୍ରାମ ନିକଟସ୍ଥ ଖସଡ଼ା ଜଙ୍ଗଲ ଅଞ୍ଚଳରୁ ବୁଧବାର ରାତି…

ଧର୍ମପ୍ରାଣ ମହିଳା ମତାଜୀ ମଳିକଙ୍କ ସ୍ମୃତିଚାରଣ ସଭା ।

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ବ୍ଳକ ବୋଡକ ଗ୍ରାମ ପଞ୍ଚାୟତ ଅଣ୍ଡରାଇ ଗ୍ରାମର ମନମୋହନ ମଳିକଙ୍କ ଧର୍ମପତ୍ନୀ ଅଞ୍ଚଳର ମହିୟସୀ ମହିଳା ସ୍ୱର୍ଗତା ମାତାଜୀ ମଲିକଙ୍କ ଏକାଦଶାହ ଅବସରରେ ତାଙ୍କ ବାସ ଭବନ ପରିସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ଜିଲ୍ଲାର ବହୁ…

ଗଞ୍ଜେଇ ଚୋରା ଚାଲାଣ ବେଳେ ଯୁବକ ଗିରଫ : ବାଇକ ଜବତ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଦାରିଙ୍ଗବାଡ଼ି ପୁଲିସ ଏକ ବାଇକ ଜବତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି I ଜବତ ଗଞ୍ଜେଇର ପରିମାଣ ୨୫ କିଲୋ ୫ ଶହ ଗ୍ରାମ ବୋଲି…

କରୁଆଁଝର ପଂଚାୟତରେ ମଉଳିଲା ପଦ୍ମ, ବଢ଼ିଲା ଶଙ୍ଖର ଚମକ

୯୮ ଜଣ ବିଜେପି କର୍ମୀଙ୍କୁ ସାଙ୍ଗରେ ନେଇବିଜେଡିରେ ଦଳରେ ଯୋଗ ଦେଲେ ସରପଞ୍ଚ ପାଟଣାଗଡ଼, ଶାସକ ପ୍ରଶାସକ ( ଯତୀନ୍ଦ୍ର ନନ୍ଦ ) - ବଲାଙ୍ଗୀର  ଜିଲ୍ଲା ପାଟଣାଗଡ଼  ଉପଖଣ୍ଡ  ପାଟଣାଗଡ଼  ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ ବ୍ଳକ " କରୁଆଁଝର "ଗ୍ରାମ ପଞ୍ଚାୟତର  ସରପଞ୍ଚ, ନାଏକ ସରପଞ୍ଚ, ୱର୍ଡ…

ଚୋରୀ ସାମଗ୍ରୀ ଉଦ୍ଧାର, ଜଣେ ଗିରଫ ଜଣେ ଫେରାର ।

ପଦ୍ମପୁର(ଶାସକପ୍ରଶାସକ)- ଗତ ୨୬.୦୮.୨୦୨୧ ବିଲମ୍ବିତ ରାତିରେ ଅଜଣା ବ୍ୟକ୍ତି ମେଲଛାମୁଣ୍ଡା ଗ୍ରାମର ମୋହନଲାଲ ଜୈନଙ୍କ କିରାନା ଦୋକାନରୁ ଗ୍ରିଲ ଭାଙ୍ଗି ଛଅ ହଜାର ଟଙ୍କା ଓ ତିନିଗୋଟି ଖାଇବା ତେଲ ଡ଼ବା ଚୋରି କରିଥିବା ମୋହନଲାଲ ଜୈନ ମେଲଛାମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ…