Browsing Category

ଅଘଟଣ

କେଡେ ନିର୍ମମ, ଏଟା ମଣିଷ ନା ପଶୁ !

ପାରିବାରିକ କଳହ ପାଇଁ ବୄଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତ ଫେରାର । ପଦ୍ମପୁର(ଶାସକ ପ୍ରଶାସକ)-ପାରିବାରିକ କଳହରୁ ବୄଦ୍ଧଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ଝାରବନ୍ଧ ଥାନା ପୁଟୁକିଡୁଙ୍ଗୁରୀ ଗ୍ରାମରେ ଘଟି ଯାଇଛି ଏଭଲି ଏକ ଅଘଟଣ । ଅଭିଯୋଗ ଅନୁସାରେ ସୁବାସ ସାହୁଙ୍କ ପରିବାରକୁ ସେହି ଗ୍ରାମର…

ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ବଢୁଛି ବେଆଇନ ବନ୍ୟଜନ୍ତୁ ଶିକାର , ବନ ବିଭାଗ ଜବତ କଲା ବାରାହା ମାଂସ, ୨ ଗିରଫ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ବେଆଇନ ଭାବରେ ବନ୍ୟଜନ୍ତୁ ଶିକାର ବଢ଼ିବାରେ ଲାଗିଛି। ହେଲେ ଏହି ଅବାଧ ବନ୍ୟଜନ୍ତୁ ଶିକାର ଉପରେ ବଡ଼ମାଳ ରେଞ୍ଜ ଅନ୍ତର୍ଗତ ଲମ୍ବଟିଦାଦର ଗ୍ରାମ ନିକଟସ୍ଥ ଖସଡ଼ା ଜଙ୍ଗଲ ଅଞ୍ଚଳରୁ ବୁଧବାର ରାତି…

ଧର୍ମପ୍ରାଣ ମହିଳା ମତାଜୀ ମଳିକଙ୍କ ସ୍ମୃତିଚାରଣ ସଭା ।

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ବ୍ଳକ ବୋଡକ ଗ୍ରାମ ପଞ୍ଚାୟତ ଅଣ୍ଡରାଇ ଗ୍ରାମର ମନମୋହନ ମଳିକଙ୍କ ଧର୍ମପତ୍ନୀ ଅଞ୍ଚଳର ମହିୟସୀ ମହିଳା ସ୍ୱର୍ଗତା ମାତାଜୀ ମଲିକଙ୍କ ଏକାଦଶାହ ଅବସରରେ ତାଙ୍କ ବାସ ଭବନ ପରିସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ଜିଲ୍ଲାର ବହୁ…

ଗଞ୍ଜେଇ ଚୋରା ଚାଲାଣ ବେଳେ ଯୁବକ ଗିରଫ : ବାଇକ ଜବତ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଦାରିଙ୍ଗବାଡ଼ି ପୁଲିସ ଏକ ବାଇକ ଜବତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି I ଜବତ ଗଞ୍ଜେଇର ପରିମାଣ ୨୫ କିଲୋ ୫ ଶହ ଗ୍ରାମ ବୋଲି…

କରୁଆଁଝର ପଂଚାୟତରେ ମଉଳିଲା ପଦ୍ମ, ବଢ଼ିଲା ଶଙ୍ଖର ଚମକ

୯୮ ଜଣ ବିଜେପି କର୍ମୀଙ୍କୁ ସାଙ୍ଗରେ ନେଇବିଜେଡିରେ ଦଳରେ ଯୋଗ ଦେଲେ ସରପଞ୍ଚ ପାଟଣାଗଡ଼, ଶାସକ ପ୍ରଶାସକ ( ଯତୀନ୍ଦ୍ର ନନ୍ଦ ) - ବଲାଙ୍ଗୀର  ଜିଲ୍ଲା ପାଟଣାଗଡ଼  ଉପଖଣ୍ଡ  ପାଟଣାଗଡ଼  ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ ବ୍ଳକ " କରୁଆଁଝର "ଗ୍ରାମ ପଞ୍ଚାୟତର  ସରପଞ୍ଚ, ନାଏକ ସରପଞ୍ଚ, ୱର୍ଡ…

ଚୋରୀ ସାମଗ୍ରୀ ଉଦ୍ଧାର, ଜଣେ ଗିରଫ ଜଣେ ଫେରାର ।

ପଦ୍ମପୁର(ଶାସକପ୍ରଶାସକ)- ଗତ ୨୬.୦୮.୨୦୨୧ ବିଲମ୍ବିତ ରାତିରେ ଅଜଣା ବ୍ୟକ୍ତି ମେଲଛାମୁଣ୍ଡା ଗ୍ରାମର ମୋହନଲାଲ ଜୈନଙ୍କ କିରାନା ଦୋକାନରୁ ଗ୍ରିଲ ଭାଙ୍ଗି ଛଅ ହଜାର ଟଙ୍କା ଓ ତିନିଗୋଟି ଖାଇବା ତେଲ ଡ଼ବା ଚୋରି କରିଥିବା ମୋହନଲାଲ ଜୈନ ମେଲଛାମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ…

ବଡ଼ମାଳ ସ୍କୁଲ ନିକଟ ରେ ବାଇକ୍ ଦୁର୍ଘଟଣା ଜଣେ ଗୁରୁତର ଆହତ।

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବୁର୍ଡା ପଞ୍ଚାୟତ ବଡ଼ମାଳ ସ୍କୁଲ ନିକଟ ରେ ରବିବାର ରାତି ପ୍ରାୟ ୮ ଟା ବେଳେ ବାଇକ୍ ଦୁର୍ଘଟଣା ରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଯୋଗ୍ୟ ଯେ ବଡ଼ମାଳ କୁଞ୍ଜ ବେହେରା (୩୭) କୌଣସି କାମରେ ରେଢ଼ାଖୋଲ ଆସି…

ପାଇକମାଲ ଅଞ୍ଚଳରେ ହାତୀ ଆତଙ୍କ: ଘର ଭାଙ୍ଗିଲା ଦନ୍ତା

କ୍ଷତିଗ୍ରସ୍ତ ଙ୍କୁ ତୁରନ୍ତ ସହାୟତାର ହାତ ବଢ଼ାଇଲେ ବିଧାୟକ ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଚେରେଙ୍ଗାଝାଞ୍ଜ ଗ୍ରାମରେ ଆଜି ସକାଳୁ ଦୁଇ ଗୋଟି ଦନ୍ତା ହାତୀ ବୁଲୁଥିବା ଖବର ମିଳିବା ପରେ ଅଂଚଳର ଲୋକ ଆତଙ୍କିତ ଅଛନ୍ତି । ଗତ ରାତିରେ ଗନ୍ଧମାର୍ଦ୍ଦନ ପର୍ବତରୁ ଦୁଇଟି ହାତୀ ପ୍ରଥମେ…

ସୁବଳ ସାହୁଙ୍କ ପରିବାରକୁ ଆହୁରି ଏକ ଆଘାତ: ଆର ପାରିରେ ସୁବଳ ଙ୍କର ପୁତୁରା ମହେଶ

ବରଗଡ :- ସ୍ବର୍ଗତ ସୁବଳ ସାହୁଙ୍କ ଶ୍ରାଦ୍ଧଦିବସରେ ପୁଣି ତାଙ୍କ ପରିବାର ପାଇଁ ଏକ ଅପୂରଣୀୟକ୍ଷତି ହୋଇଛି । ସୁବଳ ସାହୁଙ୍କ ପୁତୁରା ଶ୍ରୀ ମହେଶ କୁମାର ସାହୁ ଦୀର୍ଘଦିନ ଧରି ଅସୁସ୍ଥ ଥିବା ପରେ ଗତକାଲି ପ୍ରାଣତ୍ୟାଗ କରିଛନ୍ତି । ଆଜି ସକାଳେ ବରପାଲି ବିଜୁ ଜନତା ଦଳର ସକ୍ରିୟ ଯୁବନେତା ମହେଶ…

ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ଯାଜପୁର (ଶାସକ ପ୍ରଶାସକ) ଆଜି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ। ବିଧାୟକ ସଂଜୀବ ଶ୍ରୀ ମଲ୍ଲିକ ଆଜି ଭୁବନେଶ୍ୱର ରୁ ଭଦ୍ରକ ଫେରୁଥିବା ବେଳେ ଜାତୀୟ ରାଜପଥ ନିକଟ ଯାରକା ପାଖରେ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ଥ ହୋଇଛି। ଶ୍ରୀ ମଲ୍ଲିକ ନିରାପଦ ଥିବା ବେଳେ ଜାରକା…