ଟିକିରି/ ବୈକୁଣ୍ଠ ଦୁରିଆ :ରାୟଗଡା ଜଲ୍ଲା କାଶିପୁରବ୍ଲକ ଦୋରାଗୁଡା ଥାନା ଅନ୍ତ୍ରର୍ଗତ କମ୍ପର ଛକରେ ଆଜି ସକାଳେ ବୋରଗଛ ଠାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି।ଏହି ପୋଷ୍ଟର କେନ୍ଦ୍ରସରକାର,ରାଜ୍ୟସରକାର ଓ୍ବାଡ ମେମ୍ବର ଠାରୁ ଆରମ୍ଭକରି ବିଧାୟକ,ସାଂସଦ ସମସ୍ତ ସରକାର କର୍ମଚାରି ଆମ ଗରିବ ଲୋକଙ୍କୁ ଠକୁଛୁନ୍ତି।ରାୟଗଡା ଜିଲ୍ଲା କାଶିପୁର ବ୍ଲକଉତ୍କଳ ଆଲୁମିନା କମ୍ପାନି ଏବଂ ରାଜ୍ୟ ର ୪୫ଟି କମ୍ପାନିରୁ୨୨ଟି କମ୍ପାନି ବନ୍ଦ କରାଯାଉ।ରାଜ୍ୟ ସରକାରଙ୍କ ଆଦେଶ ଅନୁଯାଇ ଶତକଡା ୯୦ ଭାଗ ଲୋକଙ୍କୁ ନିଜୁକ୍ତି ଦେବାକୁ ଥିବା ସତ୍ବେ ୫ଶତକଡା ଲୋକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଉ ନାହିଁ।
ପ୍ରକୃତି ଜଳ ଓ ଜଙ୍ଗଲ ଆମ ଗ୍ରାମବାସୀ ଚଳିବାଟା ୨୦୦୧ ମସିହାରୁ ଜଗି ରହିଥିଲୁ ତାକୁ ସରକାର ଦଲାଲ ସମେତେ ୧୯୫୦ ମସିହାରୁ ଦୃଢତା କରିଦେଇଛନ୍ତି।ତାକୁ ବନ୍ଦ କରି ପ୍ୟଜା କୋର୍ଟରେ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ଉଲ୍ଲେଖ କରାଯାଇଛି।ଏହି ପୋଷ୍ଟର ଲାଗିବା ଦେଖି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।
Sign in
Sign in
Recover your password.
A password will be e-mailed to you.
Next Post