Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଅଟୋ-ହାଇୱ। ଧକ୍କା : ମା ଏବଂ ଚାରିବର୍ଷ ର ଶିଶୁପୁତ୍ର ଗୁରୁତର
ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି।
ରାଉରକେଲା(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନାର ଦଳମକୁଚl ଘାଟି ରେ ଏକ ହାଇୱ। ଗାଡ଼ି ଧକ୍କାରେ ଅଟୋ ରେ ବସିଥିବା ମା ଏବଂ ପୁଅ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବିଶ୍ଵ ଭୂଷଣ ଦାସ ଏକ ଅଟୋ ରେ ପରିବାର…
ବାଂକୋଇ ପୋଲିସ ଫାଣ୍ଡି ଅଧିକାରୀ ହାତରେ ଧରା ପଡିଲେ ଗୋରୁ ବେପାରୀ
ରବି ନାରାୟଣ ସାହୁ ଙ୍କ ରିପୋର୍ଟ(ଖୋର୍ଦ୍ଧା)--ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାଠାରୁ ଗ୍ରାମାଞ୍ଚଳରେ ଚୋରା ଚାଲାଣ ଗୋରୁ ବେପାରୀ ମାନେ ସକ୍ରିୟ ହେବାରେ ଲାଗିଛି | କେତେ ବେଳେ ଜାତୀୟ ରାଜପଥ ରେ ବଜରଙ୍ଗ ଦଳ ଧରୁଛି ତ କେତେ ବେଳେ ପୋଲିସ ଅଧିକାରୀ ମାନେ ଧରୁଛନ୍ତି | କିନ୍ତୁ ଚୋରା ଗୋରୁ ବେପାର…
ବାଇକ ଲୁଟେରା ଗିରଫ; ୫ଟି ମୋଟର ସାଇକେଲ ଜବତ
ଭଞ୍ଜନଗର/ ନିଲୁ ବିଷୋୟୀ . ଭଞ୍ଜନଗର ପୋଲିସ ଏକ ବାଇକ ଲୁଟେରାକୁ ଧରିବାରେ ସଫଳ ହୋଇଥିବା ବେଳେ ତା ନିକଟରୁ ୫ଟି ଚୋରୀ ମୋଟର ସାଇକେଲ ଜବତ ହୋଇଛି।ଗତ ବର୍ଷ ନଭେମ୍ବର ୧୭ତାରିଖରେ ଭଞ୍ଜନଗର ମେଡ଼ିକାଲ ପରିସରରୁ ଏକ ବଜାଜ ବକ୍ସର ଓଆର. ୦୭ଜି.୭୩୫୪ ବାଇକ ଚୋରୀ ବିଷୟରେ ଥାନାରେ ଅଭିଯୋଗ…
ଦୁଇ ଗଞ୍ଜେଇ ଚାଲାଣକାରୀ ଙ୍କୁ ଗିରଫ କଲେ ପ୍ଲାଣ୍ଟସାଇଟ ପୋଲିସ।।
ଗଞ୍ଜେଇ , ପିସ୍ତଲ , ଗୁଳି , ବାଇକ ଜବତ।
ରାଉରକେଲା,(ବସନ୍ତ କୁମାର ଜେନା):ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ରାଉରକେଲା ପ୍ଲାଣ୍ଟ ସାଇଟ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ଦ୍ବୟ ଡେଲିମାର୍କେଟ ଖଟାଲ ବସ୍ତିର ଭିକି ସାହୁ ଓରଫ ସଞ୍ଜୟ ଦତ୍ତ ଏବଂ ରେଳବାଇ କଲୋନିର ଅନୀଲ…
ଟ୍ରେନ ରେ ଡକାୟତି ଯୋଜନା କରୁଥିବା ଅଭିଯୋଗରେ ୬ ଜଣ ଗିରଫ।।
ଗିରଫ କଲେ ରାଉରକେଲା ରେଳବାଇ ପୋଲିସ ଏବଂ ଆରପିଏଫ।
ରାଉରକେଲା,(ବସନ୍ତ କୁମାର ଜେନା); ଟ୍ରେନ୍ରେ ଏକ ବଡଧରଣ ଡକାୟତି ଯୋଜନାକୁ ପଣ୍ଡ କରିଦେଇଛନ୍ତି ରାଉରକେଲା ରେଳବାଇ ପୋଲିସ ଏବଂ ଆର ପି ଏଫ। ଡକାୟତ ଗ୍ୟାଙ୍ଗର ୬ ଜଣକୁ ରେଳବାଇ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ…
ବିଜୟ ପରିଡା ମୃତ୍ୟୁ ଉନ୍ମୋଚନରେ ବିଳମ୍ବ : ପ୍ରତିବାଦରେ ପରିବାର ଲୋକଙ୍କ ଥାନା ଆଗରେ ଧାରଣା
ଅସ୍ତରଙ୍ଗ/ ଦୁଃଶାସନ ନାୟକ : ପୁରୀଜିଲ୍ଲା ର ଦୀପାଞ୍ଚଳ ତାଳଦା ଗ୍ରାମପଂଚୟତର ଏଡବାଂସ ଗ୍ରାମର ବିଜୟ ପରିଡାଙ୍କ ମୃତ୍ୟୁକୁ ଇତି ମଧ୍ୟରେ ଦେଢ଼ ମାସ ପୁରିଥିଲେ ମଧ୍ୟ ମୃତ୍ୟୁ ରହସ୍ୟ ଉନ୍ମୋଚନ ନ ହେବା ଓ ଦୀର୍ଘଦିନ ଦେବ ଆସାମୀ ମାନେ ଦିନ ଦି ପ୍ରହରେ ବୁଲିବା ଆଦି ଘଟଣାକୁ ନେଇ ମୃତକ ବିଜୟ ଙ୍କ…
ବିଦ୍ୟୁତ ସସ୍ପର୍ଶରେ ଆସି ଯୁବକର ମୃତ୍ୟୁ
ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) ପାଟଣାଗଡ ଏନ୍ଏସି ୱାଡ ନମ୍ବର ୧ ଅନ୍ତର୍ଗତ ଭାଟିଶାଳପଡାର ଜଣେ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମୃତକ ଜଣକ ପଙ୍କଜ ମେହେର(୩୬) ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ରାତିରେ ହିଟରରେ ପାଣି ଗରମ କରୁଥିବା ସମୟରେ…
ଧରାପଡ଼ିଲା ନକଲି ଏମ୍ଭିଆଇ ଟିମ୍: ୪ ଗିରଫ
ଜଗତସିଂହପୁର /ସୁମନ୍ତ କୁମାର ଦାସ:ଜଗତ୍ସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ କଟକ-ମାଛଗାଁ ମୁଖ୍ୟରାସ୍ତାରେ ଏମ୍ଡିଆଇ(ମୋଟର ଭେହିକିଲ ଇନ୍ସପେକ୍ଟର) ଟିମ୍ ସାଜି ଗାଡି ଚାଳକଙ୍କୁ ଲୁଟ୍ କରୁଥିବା ଏକ ନକଲି ଏମ୍ଭିଆଇ ଟିମ୍ ଶୁକ୍ରବାର ପୋଲିସ ହାତରେ ଧରାପଡ଼ିଛି । ଏହି ଅଭିଯୋଗରେ ୪…
ଚୋରକୁ ବାନ୍ଧି ଲଣ୍ଡା କଲେ ଲୋକେ
ଜଗତସିଂହପୁର/ ସୁମନ୍ତ କୁମାର ଦାସ : ଜଗତସିଂହପୁର ଥାନା ଅଧୀନ ଖଇରଙ୍ଗ ପଞ୍ଚାୟତ ଆଶ୍ରମପାଟଣା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କଲେଜ ଛକ ନିକଟରେ ଥିବା ସାଧୁ ସାହୁଙ୍କ ଗୁଆ ଗୋଦାମରୁ ଦୁର୍ବୃତ୍ତମାନେ ଆକ୍ରୋଶ ମୂଳକ ଭାବେ ଗତକାଲି ବିଳମ୍ବିତ ରାତିରେ ଗୁଆ ଚୋରି କରୁଥିବା ବେଳେ ଲୋକଙ୍କ…
ଜମି ବିବାଦକୁ ନେଇ ହତ୍ୟାକାଣ୍ଡ : ପୁତୁରାର ଟାଙ୍ଗିଆ ଚୋଟରେ ବଡ଼ ବାପା ମୃତ, ଭାଇ ଗୁରୁତର ।
ଉମରକୋଟ/ ଜିତେନ୍ଦ୍ର ମହାନ୍ତି: ଜମିଜମା ବିବାଦକୁ ନେଇ ସଂଘଟିତ ହୋଇଛି ହତ୍ୟାକାଣ୍ଡ । ପୁତୁରାର ଟାଙ୍ଗିଆ ଓ ଛୁରୀ ଚୋଟରେ ବଡ଼ ବାପା ମୃତ୍ୟୁବରଣ କରିଥିବା ବେଳେ ଭାଇ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ବୁର୍ଜା ଗ୍ରାମରେ ।…