Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର
ରଣପୁର/ପ୍ରସନ୍ନ ସାମନ୍ତରାୟ : ନୟାଗଡ଼ ଜିଲ୍ଲା ରଣପୁରଥାନା ଅନ୍ତର୍ଗତ ବଜ୍ରକୋଟ ପଞ୍ଚାୟତ ଅସୁରକୁମାରୀ ପାହାଡ଼ ଅଂଚଳରେ ଜୈନିକ ଅଚିନ୍ହା ଯୁବକ ଙ୍କ ମୂର୍ତ ଦେହ ରଣପୁର ଥାନା ପୋଲିସ ଉଦ୍ଧାର କରିଥିବା ସୂଚନା ଦେଇଛି. ପୋଲିସ ସୂଚନା ମୁତାବକ ଯୁବକ ଙ୍କ ମୂର୍ତ ଶରୀର ବଜ୍ରକୋଟ ପଞ୍ଚାୟତ ର କୃଷ୍ଣ…
ବିଶିଷ୍ଟ ଶିକ୍ଷାବିତ ଲକ୍ଷ୍ମୀ ନୃସିଂହ ପଟ୍ଟନାୟକଙ୍କ ଦେହାନ୍ତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କୁମ୍ଭାର ସାହି ବାସିନ୍ଦା ପାରଳା ତଥା ଗଜପତିର ବେଶ୍ ଜଣାଶୁଣା ଆଦର୍ଶ ସେବା ନିବୃତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନୃସିଂହ ପଟ୍ଟନାୟକଙ୍କ ୮୪ବର୍ଷ ବୟସରେ ଆଜି ପ୍ରତ୍ୟୁଷରେ ଦେହାନ୍ତ ହୋଇଯାଇଛି। ସେ କିଛି ବର୍ଷ ବାର୍ଧ୍ୟକ୍ୟ ଜନିତ ଶଯ୍ୟାଶାୟୀ ଥିଲେ…
ଲୋକପ୍ରିୟ ଶିକ୍ଷକଙ୍କ ପରଲୋକ
ପୁରୀ: ପୁରୀ ସହରର ବିଶିଷ୍ଟ ଶିକ୍ଷକ ଶ୍ରୀଯୁକ୍ତ ଦୟାନିଧି ମିଶ୍ରଙ୍କ ପରଲୋକ ଘଟିଛି | ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ତଥା ଛାତ୍ରଛାତ୍ରୀଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି। ସ୍ବର୍ଗତ ମିଶ୍ର ଆଜୀବନ ଗାନ୍ଧି ବିନୋବାଙ୍କ ଆର୍ଦଶରେ ଅନୁପ୍ରାଣିତ ରହି ଖଦଡ ପରିଧାନ କରିବା ସହ ଶିକ୍ଷାଦାନ ଓ…
ପାଞ୍ଚ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ; ଅଭିଯୁକ୍ତ ଫେରାର
୪ଟି ଟିମ କରି ଚଢାଉ ଜାରି ରଖିଛି ପୋଲିସ
ଶିଶୁକନ୍ୟାର ସ୍ଵାସ୍ଥ୍ୟାବସ୍ଥା ସ୍ଥିର: ଏସପି
ପୁରୀ/ଅନିମେଶ ପଟ୍ଟନାୟକ : ନିଜର କାମମୋହକୁ ମେଣ୍ଟାଇବା ପାଇଁ ଜଣେ ଏତେ ଯେ ତଳକୁ ଖସିପାରେ, ତାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି । ରବିବାର ଜଣେ ନିରିହ ୫ ବର୍ଷର ଶିଶୁକୁ ଦୁଷ୍କର୍ମ…
ଗହଣା ଦୋକାନରେ ଡକାୟତି ଯୋଜନାକୁ ପଣ୍ଡ କଲା ଉଦିତନଗର ପୋଲିସ
୩ ଗିରଫ , ଦୁଇଟି ପିସ୍ତଲ , ଖଣ୍ଡା ଆଦି ଜବତ।
ରାଉରକେଲା,(ବସନ୍ତ ଜେନା):ରାଉରକେଲା ଉଦିତନଗର ଅଞ୍ଚଳରେ ଏକ ଗହଣା ଦୋକାନରେ ଏବଂ ଅନ୍ୟଜଣେ ବ୍ୟବସାୟୀ ଙ୍କ ଘରେ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ତିନିଜଣ ଅପରାଧୀ ପୋଲିସ ହାତରେ ଧରା ପଡିଛନ୍ତି। ଅନ୍ୟ ତିନି ଚାରି ଜଣ ଘଟଣା ସ୍ଥଳରୁ…
ମାଇକ୍ରୋ ଫାଇନାନ୍ସ କମ୍ପାନୀ ର ମହିଳା ଏଜେଣ୍ଟଙ୍କ ଠାରୁ ଲୁଟ ଘଟଣା,5 ଅଭିଯୁକ୍ତ ଗିରଫ
ଜଗତସିଂହପୁର/ ସୁମନ୍ତ କୁମାର ଦାସ:ଲୁଟ କରିବା ପଡିଲା ମହାଙ୍ଗା l ଗିରଫ ହେଲେ 5 ଅଭିଯୁକ୍ତ ମାଇକ୍ରୋ ଫାଇନାନ୍ସ କମ୍ପାନୀ ର ମହିଳା ଏଜେଣ୍ଟ ଙ୍କ ଠାରୁ ଗାଡି ଡକାୟତି କରିନେଇଥିବା ଘଟଣାରେ ଶନିବାର ଜଗତସିଂହପୁର ପୋଲିସ 5 ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି l ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ…
ଏମିତି ଯଦି ହେବ ତେବେ ବ୍ୟବସ୍ଥା ଉପରୁ ଭରସା ତୁଟିଯିବ
https://youtu.be/2ulrM7mvytQ
ବାଣପୁର ସବରେଜିଷ୍ଟର ଅଫିସରେ ଜମି ଜାଲିଆତି ଅଭିଯୋଗ
ବାଣପୁର/ବାଲୁଗାଁ (ଶାସକ ପ୍ରଶାସକ) : ଲୋକ କୋଭିଡ ଆକ୍ରାନ୍ତ ହୋଇ ସମ ହସ୍ପିଟାଲ ପଡିଛି | ଏଣେ ତା ଅନୁପସ୍ଥିତିରେ ସବରେଜିଷ୍ଟର ଅଫିସରେ ତାଙ୍କ ଜମି ବିକ୍ରି ହୋଇଯାଉଛି | ନିଜେ ନଜାଣି ବା ନିଜେ ନ…
ମାତିଲେ ମାଓବାଦୀ : ଜାଳି ଦେଲେ ଠିକା ସଂସ୍ଥାର ଟ୍ରକ, ଛାଡି ଗଲେ ତିନୋଟି ସ୍ଥାନରେ ମାଓ ବ୍ୟାନର ।
କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ପୁଣି ମାତିଲେ ମାଓବାଦୀ କଲ୍ୟାଣସିଂହପୁର ବ୍ଲକ ବୁଡାଗୁଡା ଗାଁଠାରେ ଥିବା SVSMC ନାମକ ଠିକା କମ୍ଫାନୀ ର କେମ୍ପରେ ଥିବା ଟ୍ରକ ଜାଳି ଦେଲେ ମାଓବାଦୀ ସୂଚନା ଅନୁସାରେ ଗତ ରାତ୍ରରେ ଟ୍ରକ ଜଳିବା ଶବ୍ଦ ଶୁଣି କ୍ୟାମ୍ପରେ…
ବେଆଇନ ଗୋରୁବୋଝେଇ କଣ୍ଟେନର ଜବତ, ଘଟଣା ସ୍ଥଳରୁ ବେପାରୀ ଫେରାର
ରଣପୁର / ପ୍ରସନ୍ନ ସାମନ୍ତରାୟ: ବେଆଇନ ଗୋରୁବୋଝେଇ କଣ୍ଟେନର ଜବତ, ଘଟଣା ସ୍ଥଳରୁ ବେପାରୀ ମାନେ ଫେରାର l ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ ଜ଼ିଲ୍ଲା ରଣପୁର ଅଂଚଳରେ l ସୂଚନା ଅନୁସାରେ ଗତକାଲି ମଧ୍ୟ୍ୟରାତ୍ରିରେ ରଣପୁରର ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଁ ରଣପୁର ବଜରଙ୍ଗୀ ଦଳର…
ବିପୁଳ ପରିମାଣରେ ଗଞ୍ଜେଇ ଜବତ: ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ନଗଦ ସହିତ ଦୁଇ ଗିରଫ
ଗୋଟେ କାର ଓ ଚାରିଗୋଟି ମୋବାଇଲ ଜବତ
ବରଗଡ଼ :- ପାଇକମାଲ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଟେ କାର କୁ ଅଟକାଇ ତଲାସୀ ନେବା ସମୟରେ କାର ଡ଼ିକି ରେ ବିପୁଳ ପରିମାଣରେ ଗଂଜେଇ ଥିବା ଜାଣିବାକୁ ପାଇଥଲା । ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର…