Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ନାବାଳକର ମୃତ୍ୟୁ କୁ ନେଇ ଉତ୍ତେଜନା
ମୁଖ୍ୟ ରାସ୍ତାରେ ମୃତଦେହ ରଖି ରାସ୍ତା ଅବରୋଧ
ବରଗଡ :- ସନ୍ଧ୍ୟା ସମୟରେ ପାଇକମାଲ ବ୍ଲକ କୋକନରା ଗ୍ରାମରେ ହୋଇଥିବା ସଡକ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ନାବାଳକ ର ମୃତଦେହ ପାଇକମାଲ ମଝି ଛକରେ ରଖି ପାଇକମାଲ ଅଞ୍ଚଳର ଲୋକେ ରାସ୍ତା ଅବରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ ମୃତ ନାବାଳକ ର…
ଦୁଇ ବାଇକ ଧକ୍କାରେ ୨ଗୁରୁତର
କଲ୍ୟାଣସିଂହପୁର/ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କାମଠଣା ଗାଁ ନିକଟରେ ଦୁଇ ବାଇକ ଧକ୍କାରେ ୨ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି ।କଲ୍ୟାଣସିଂହପୁର ସ୍ୱାସ୍ଥ୍ୟ କେନ୍ଦ୍ରରୁ ନିଜ ଘର ଧାମୁଣିପଙ୍ଗା ପଞ୍ଚାୟତର ତାଡିଝୋଲା କୁ ଯାଇ ଖାଇବା ଆଣିବା…
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନାବାଳକର ମୃତ୍ୟୁ
ବରଗଡ : ପାଇକମାଲ ବ୍ଲକ କୋକନରା ଗ୍ରାମରେ ଘଟିଯାଇଛି ଏକମର୍ମନ୍ତୁଦ ସଡକ ଦୁର୍ଘଟଣା । ସନ୍ଧ୍ୟା ସମୟରେ ନିଜ ଘର ସମ୍ମୁଖରେ ଥିବା ଗ୍ରାମର ରୋହିତ ଧରୁଆ ଙ୍କର ଚାରିବର୍ଷର ପୁଅ କୁ ଗୋଟେ ଦ୍ରୁତଗାମୀ ପିକଅପ ଟ୍ରକ ଚାପି ଦେବାରୁ ନାବାଳକ ଗୁରୁତର ହୋଇ ପଡ଼ିଥିଲା । ନାବାଳକ କୁ ତୁରନ୍ତ ଏକ ବାଇକ…
ଟ୍ରକ ପଛ ପଟେ ଧକ୍କା ଦେଲା ବାଇକ, ଜଣେ ମୃତ ଦୁଇ ଗୁରୁତର
ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ )ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବଥର୍ଲା ଛକ ନିକଟରେ ନୋ ଏଣ୍ଟ୍ରି ପାଇଁ ରାସ୍ତା କଡ ରେ ଛିଡା ହୋଇଥିବା ଟ୍ରକ ପଛ ପଟେ ପିଟି ହୋଇ ବାଇକ ରେ ଥିବା ଟେଣ୍ଟ ହାଉସ କର୍ମଚାରୀ ମାନେ ଦୁର୍ଘଟଣା ମ ଶିକାର ହୋଇଛନ୍ତି । ଘଟଣାସ୍ଥଳ ରେ ଟିକପାଲି ର ଚୈତନ…
ତୋଟାଗୁଡା ରେଳଲାଇନ ରାସ୍ତାରେ ଯୁବକ ର ମୃତ ଦେହ
କାଶୀପୁର ଟିକିରି ବୈକୁଣ୍ଠ ଦୁରିଆ -ରାୟଗଡା ଜ଼ିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ତୋଟାଗୁଡା ରେଳଲାଇନ ଟାରେ ଏକ ଯୁବକର ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା ସେ ହେଲେ ଟିକିରି ଅଞ୍ଚଳର ଜାମୋଗୁଡା ଗ୍ରାମର ଶିତା ମାଝୀ, ନାମକ ଯୁବକ ବୋଲି ଯାଣିବାକୁ ମିଳିଛି । ସେହି ରାସ୍ତା…
୨୧ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ
ଉମରକୋଟ-ଜିତେନ୍ଦ୍ର ମହାନ୍ତି-ଉମରକୋଟ ଅଂଚଳରେ ଦିନକୁ ଦିନ ଗଞ୍ଜେଇ ବ୍ୟବସାୟୀଙ୍କ ପ୍ରାଦୁର୍ଭାବ ବଢି ଚାଲିଥିବା ବେଳେ ପୋଲିସ ଆଖିରେ ଧୂଳି ଦେଇ ବିଭିନ୍ନ ଉପାୟରେ ବେପାରୀ ସବୁଜ ଜହର ଚୋରା କାରବାର ଚଳାଇଛନ୍ତି। ଏହିପରି ପୋଲିସ ଆଖିରେ ଧୂଳି ଦେଇ ଗଞ୍ଜେଇ ଚାଲାଣ କରୁଥିବା ସମୟରେ ସହର ମଧ୍ୟରେ…
ଚନ୍ଦନ କାଠ ସହ ଅଭିଯୁକ୍ତ ଗିରଫ
ଭଞ୍ଜନଗର / ନିଲୁ ବିଶୋୟୀ: ଉତ୍ତର ଘୁମୁସର ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ କଣ୍ଟେଇପଲି ଗ୍ରାମରୁ ଚନ୍ଦନ କାଠ କାଟି ଚୋରି କରି ନେଉଥିବା ବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ରେଞ୍ଜର କୁମର ବେହେରା ଙ୍କ ସୂଚନା ପ୍ରକାରେ…
ପୁଣି ଗନ୍ଧମାର୍ଦ୍ଦନ ର ପାଦଦେଶରେ ହାତୀ ଆତଙ୍କ: ଗାଁ ଭିତରକୁ ପଶି ଘର ଭାଙ୍ଗିଲା ଦନ୍ତା
ବରଗଡ :-( ଗୌରାଙ୍ଗ ଚରଣ ଦାସ ):ବରଗଡ ଜିଲ୍ଲା ପାଇକମାଲ ବ୍ଲକ ମେନକାମୁଣ୍ଡା ଗ୍ରାମ ବିଶ୍ଵ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ କୁ ଲାଗି ରହିଛି । ଗନ୍ଧମାର୍ଦ୍ଦନ ପର୍ବତରେ ବର୍ଷ ସାରା ହାତୀ ମାନଙ୍କର ଗମନାଗମନ ଲାଗି ରହିଥାଏ । ଅନେକ ସମୟରେ ହାତୀ ମାନଙ୍କର ଦ୍ୱାରା ଧନଜୀବନ ନଷ୍ଟ ହେଉଥିବାର…
ଗାଇସିଲାଟ ପୋଲିସକୁ ମାଡ
ଗାଇସିଲାଟ ପୋଲିସକୁ ମାଡ । ଗାଇସିଲାଟ ଶରଧାପାଲି ଠାରେ ଏକ ତେଲ ବୋଝେଇ ଟ୍ୟାଙ୍କର ଜନେ କଲେଜ ଛାତ୍ରୀଙ୍କୁ ଚାପି ଦେବା ଫଳରେ ଘଟଣା ସ୍ଥଳରେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । କଲେଜ ଛାତ୍ରୀଙ୍କ ମୃତ୍ୟୁ ହେବା ଫଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଜାତ ହୋଇଥିଲା । ଗାଇସିଲାଟ ପୋଲିସ ଘଟଣା…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ l
ରଣପୁର/ପ୍ରସନ୍ନ ସାମନ୍ତରାୟ-ନୟାଗଡ ଜ଼ିଲ୍ଲା ରଣପୁର ରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଅଟୋକୁ ଧକ୍କା ଦେଲା ଟ୍ରକ l ଫଳରେ ଜଣେ ମହିଳାଙ୍କ ଜୀବନ ହାନି ହୋଇଥିବା ବେଳେ 4ଜଣ ଆହତ ହୋଇଛନ୍ତି l ମୃତକ ମହିଳା ଜଣଙ୍କ ହେଲେ ଶରଣକୁଳ ଥାନା ଅନ୍ତର୍ଗତ ସିଙ୍ଗାରପୁର ଗ୍ରାମର ନିବାସୀ ସ୍ୱାଇଁ…