Browsing Category

ଅଘଟଣ

ବରିଷ୍ଠ ସାମ୍ବାଦିକ ଅଜୟ କୁମାର ଜେନାଙ୍କ ବିୟୋଗ

ଜଗତସିଂହପୁର//ସୁମନ୍ତ କୁମାର ଦାସ :ଜଗତସିଂହପୁର ଜ଼ିଲ୍ଲାର ବରିଷ୍ଠ ସାମ୍ବାଦିକ, ସମାଜସେବୀ ଅଜୟ କୁମାର ଜେନାଙ୍କର ୬୭ବର୍ଷ ବୟସ ରେ ବିୟୋଗ ହୋଇଛି । ଏଥିନେଇ ଜଗତସିଂହପୁର ଜ଼ିଲ୍ଲାର କାର୍ଯ୍ୟରତ ସାମ୍ବାଦିକଙ୍କ ମଧ୍ୟରେ ଶୋକ ର ଛାୟା ଖେଳିଯାଇଛି । ସ୍ବର୍ଗତ ଜେନା ଦୀର୍ଘ ତିରିଶି ବର୍ଷ ଧରି…

ଡାକ୍ତରଙ୍କ ମାତୃ ବିୟୋଗ

ଗୁଦେରପାଲି-ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁ ର ସ୍ବର୍ଗତ ସ୍କୁଲ ଏସ୍ଆଇ ଗୋକୁଳାନନ୍ଦ ଦେବତା ଙ୍କ ଧର୍ମ ପତ୍ନୀ ଶ୍ରୀମତୀ ଗିରିଜା ଦେବତା (୯୧) ବର୍ଷ ବୟସରେ ତାଙ୍କର ଗୁଦେରପାଲି ସ୍ଥିତ ବାସଭବନରେ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହୋଇଯାଇଛି।ସେ ଦୀର୍ଘ ବର୍ଷ ହେଲା ଶଯ୍ୟା ସାୟି ଥିଲେ।…

ହୋଲି ଖେଳ ଵେଳେ ଯୁକଙ୍କୁ ଛୁରା ମାଡ ଯୁଵକ ଗୁରୁତର ।

କାଶୀପୁର/ ବୈକୁଣ୍ଠ ଦୁରିଆ:ରାୟଗଡା ଜିଲା କାଶିପୁର ବ୍ଲକ ଶଙ୍କରଡା ଗ୍ରାମ ହରିଜନ ସାହିରେ ହୋଲି ଖେଳ ଚାଲିଥିବା ସମୟରେ ରାଜ କୁମାର ହଲୱା ଙ୍କୁ ଧାରୁଆ ଛୁରି ସାହାଯ୍ୟ ଆଘାତ କରିବାରୁ ଯୁଵକ ଗୁରୁତର ଆଘାତ ଲାଗିବାରୁ ଯୁବକଙ୍କୁ ପରିବାର ଲୋକେ ଅଷାପଡା ଉତ୍କଳ ହସ୍ପିଟାଲରେ ଭର୍ତି କରିଛନ୍ତି ।…

ଗ୍ୟାସ ଟାଙ୍କି ଫାଟି ଜଳିଗଲା ଘର, ମହିଳା ଆହତ

ଭଦ୍ରକ,(ସୀତାକାନ୍ତ ପାଢ଼ୀ)-:ଗ୍ୟାସ ଟାଙ୍କି ଫାଟି ଜଳିଗଲା ୫ ବଖରା ଘର, ଆହତ ହୋଇଛନ୍ତି ମହିଳା । ସୂଚନା ଅନୁଯାୟୀ, ଭଦ୍ରକ ସହରସ୍ଥ ଅସ୍ଥଳରେ ରମେଶ ଲାଲଙ୍କ ଘରେ ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କି ଫାଟି ହଠାତ ନିଆଁ ଲାଗିଯାଇଥିଲା। ଦୁଇଟି ଗ୍ୟାସ ଟାଙ୍କି ଫାଟିବାରୁ, ନିଆଁର ପ୍ରକୋପ…

ନିର୍ବାଚନ ପରବର୍ତ୍ତୀ ହିଂସା, ଆକ୍ରମଣରେ ଜଣେ ବୃଦ୍ଧ ମୃତ

ଖଇରା / ବୁଲୁ ଲେଙ୍କା : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବଡ଼ଜୟପୁର ଗାଁରେ ଦେଖିବାକୁ ମିଳିଛି ରାଜନୀତି ପରବର୍ତ୍ତୀ ହିଂସା l ଗତକାଲି ବଡ଼ଜୟପୁର ଗାଁର ବିଜେପି ସମର୍ଥିତ ସମିତିସଭ୍ୟାଙ୍କ ଶଶୁର ଉପେନ୍ଦ୍ର ପ୍ରସାଦ ସେଠୀଙ୍କୁ ମାଡ ମାରି ମାରିଦେଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ…

ଶ୍ରୀକାକୁଲମ୍ ରୁ ସାନଖେମୁଣ୍ଡି ଫେରିଲା ପାର୍ଥିବ ଶରୀର

ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳର ୨୭ ବର୍ଷିୟ ଯୁବକ ଜିତୁ ମହାନ୍ତି, ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଗତ ମାର୍ଚ୍ଚ ୧୨ ତାରିଖରେ ସେ ଅସୁସ୍ଥତା ଅନୁଭବ କରିବାରୁ ନିକଟସ୍ଥ ଡାକ୍ତରଖାନାକୁ…

ପୋଲିସ କୁ ମାଡ ମାରିବା ପଡିଲା ମହଙ୍ଗା ,ଆଠ ଗିରଫ ।

ପଦ୍ମପୁର ( ଶାସକପ୍ରଶାସକ)- ବିଗତ ୧୦ ତାରିଖ ଦିନ ଗାଇସିଲେଟ ସରଡ଼ାପାଲି ନିକଟରେ ଏକ ତେଲ ଟ୍ୟାଙ୍କର ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହି ସମୟରେ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର ଚାଳକକୁ ଉଦ୍ଧାର କରିବାକୁ ଯାଇ ପୁଲିସକୁ ଉତ୍ୟକ୍ତ ଜନସାଧାରଣଙ୍କ ବିରୋଧର ସମ୍ମୁଖୀନ ହେବାକୁ…

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ମାତୃବିୟୋଗ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କ ମାତା ଶ୍ରୀମତୀ ସତ୍ୟଭାମା ନାୟକଙ୍କ ଗୁରୁବାର ଅପରାହ୍ନରେ 12.10 ମିନିଟ ସମୟରେ ବିୟୋଗ ଘଟିଛି | ଭୁବନେଶ୍ୱର ସ୍ଥିତ କଳିଙ୍ଗ ବିହାର ବାସଭବନରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି…

ବର୍ଷିଆନ ସଂସ୍କୃତିପ୍ରେମୀ ନିରଞ୍ଜନ ବରାଳଙ୍କ ପରଲୋକ , ବିଭିନ୍ନ ମହଲରେ ଶୋକ ।

ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ): ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳ ଅନ୍ତର୍ଗତ କୁଣ୍ଡି ପଞ୍ଚାୟତର ବର୍ଷିଆନ ସଂସ୍କୃତିପ୍ରେମୀ ପୁରୁଷ ତଥା ଜଣାଶୁଣା ସାମାଜିକକର୍ମୀ ନିରଞ୍ଜନ ବରାଳଙ୍କ ପରଲୋକ ଘଟିଛି ।ସେ ଜଣେ ବିଶିଷ୍ଟ କଳାକାର ଥିଲେ । ସାହି ମୁରବୀ ଭାବେ ପରିଚିତ ନିରଞ୍ଜନଙ୍କ ପାର୍ଥିବ…

ବିଭତ୍ସ ହତ୍ୟାକାଣ୍ଡ ; ପୁରୀରେ ଚାଞ୍ଚଲ୍ୟ !

ଫୁଟିଲା ଗୁଳି ବୁଲିଲା କଟୁରୀ ପୁରୀ(ଅନିମେଶ ପଟ୍ଟନାୟକ): ପୁଣି ଅଶାନ୍ତ ପୁରୀ ସହର । ଦୁଇଟି ପୃଥକ ହତ୍ୟାକାଣ୍ଡକୁ ନେଇ ଖେଳିଯାଇଛି ଚାଞ୍ଚଲ୍ୟ । ଗୋଟେ ପଟେ ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଅନ୍ୟ ଏକ ଘଟଣାରେ ପୁଅର କଟୁରି ଚୋଟରେ ମାଆର…