Browsing Category

ଅଘଟଣ

ଚର୍ଚ୍ଚିତ ରାଜନେତା ଚେହେରା ଲେକଚରର ବୁଲିଆନଙ୍କ ଅକାଳ ବିୟୋଗ, କଳିଙ୍ଗ ମହାବିଦ୍ୟାଳୟରେ ଶୋକ ସଭା ଅନୁଷ୍ଠିତ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଗତକାଲି ବିଳମ୍ବିତ ରାତି ପ୍ରାୟ ୨ ଘଣ୍ଟା ସମୟରେ କନ୍ଧମାଳ ଜିଲ୍ଲାର ଚର୍ଚ୍ଚିତ ରାଜନେତା ଲେକଚରର ବୁଲିଆନଙ୍କ ଅକାଳ ବିୟୋଗ ଘଟିଛି I ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା I ସେ ଟିକାବାଲି ବ୍ଲକ ଅନ୍ତର୍ଗତ ଗଦଗୁଡ଼ା ଗ୍ରାମ ପଞ୍ଚାୟତର ରୁଦାଙ୍ଗିଆ…

ମହିଳା ଙ୍କ ଆତ୍ମହତ୍ୟା

ଡାବୁଗାଁ/ନବରଙ୍ଗପୁର(ଅଶୋକ ସାହୁ) :  ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ରେଭିନ୍ୟୁଗୁଡା ସାହିରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ନେଇ ଗୁରୁବାର ସକାଳେ ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଗ୍ରାମର ରେଭିନ୍ୟୁଗୁଡା ସାହିର କୃଷ୍ଣ ଓ ତାର ବଡ ସ୍ତ୍ରୀ…

ଖାକି ବର୍ଦ୍ଦିରେ ଲାଗିଲା ଦାଗ, ଦୁଷ୍କର୍ମ ଅଭଯୋଗ ରେ ଜେଲ ଗଲେ ପୋଲିସ ଡ୍ରାଇଭର

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ) ସୋନପୁର ଜିଲ୍ଲା ରେ ଖାକି ବର୍ଦ୍ଦିରେ ଲାଗିଲା ଦାଗ । ଦୁସ୍କର୍ମ ଭଳି ସଂଗିନ ଅଭିଯୋଗରେ ଜେଲ ଗଲେ ପୋଲିସ ଡ୍ରାଇଭର । ଏଭଳି ଅଭିଯୋଗରେ ଜେଲ ଯାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଂଜିତ ପଧାନ । ବୁଧବାର ସେନପୁର…

ଜମି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ୪ଜଣ ଗୁରୁତର

ସୁବର୍ଣ୍ଣପୁର ( ପ୍ରକାଶ କୁମାର ହାତୀ)ସୋନପୁର ଜିଲ୍ଲା ତରଭା ବ୍ଲକ କୁମ୍ଭାରମୁଣ୍ଡା ଗ୍ରାମ ରେ ଗୋଷ୍ଠୀ ସଙ୍ଘର୍ଷ ।ଜମି ବିବାଦକୁ ନେଇ ଦୁଇ ଗୋଷ୍ଟି ମଧ୍ୟରେ ସଂଘର୍ଷ ଘଟିଛି। ଉଭୟ ପକ୍ଷର ଡୋଲେଶ୍ୱର ବାରିକ (୩୫), ଲକ୍ଷ୍ମୀ ମେହେର (୫୫), ନରୋତ୍ୱମ ମିଶ୍ର (୭୦), କୁନି ମେହେର(୩୦), ଗଙ୍ଗାଧର…

“ବିଧାୟକ ସେକ୍ସ ରାକେଟ ସହ ଚଳାଉଛନ୍ତି ବ୍ରୋଥେଲ”

ଜଗତସିଂହପୁର /ସୁମନ୍ତ କୁମାର ଦାସ:ଗତ ମାସରେ ତିର୍ତୋଲ ବିଧାୟକ ଙ୍କ ଗାର୍ଲଫ୍ରେଣ୍ଡ ତଥା ଭାବି ପତ୍ନୀ ସୋମାଲିକା ଦାଶ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ ନିର୍ବାଚନ ଖର୍ଚ୍ଚ ଟଙ୍କା ଉଠାଇବା ପାଇଁ ବିଧାୟକ ସେକ୍ସ ରାକେଟ ଚଳାଉ ଥିଲେ l ବିଜୟ ଶଙ୍କର ଜଗତସିଂହପୁର ର ରେଜିଷ୍ଟ୍ରାର ଅଫ୍ ବିବାହ…

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା; ଚାଳକ ମୃତ

ଭଞ୍ଜନଗର : ଭଞ୍ଜନଗର - ସୋରଡା ରାସ୍ତାର ଦୁବୁଲୁଣ୍ଡା ନିକଟରେ ଭାରସାମ୍ୟ ହରାଇ ଗୁରୁବାର ସନ୍ଧ୍ୟାରେ ଏକ ବାଇକ ଗଛକୁ ପିଟି ହେବା ଫଳରେ ଚାଳକ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଭଞ୍ଜନଗର ଥାନା ଖମାରେଡି ଗ୍ରାମର ବୁଲୁ ଜେନା (୩୫) । ବୁଲୁ ବାଇକ ଯୋଗେ ଶଶୁର ଘର ବଡ଼ବୋରସିଂ…

ଶଙ୍କରଡା ପଞ୍ଚାୟତ ଗୋବିରି ଘାଟିରେ ଝାଡା ବାନ୍ତି

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ଅନ୍ତର୍ଗତ ଶଙ୍କରଡ଼ା ପଂଚାୟତର ଗୋବିରୀ ଘାଟିରେ ଗୋଟିଏ ପରିବାରର ମା ଓ ପୁଅ ଝାଡ଼ାବାନ୍ତି ରେ ପୀଡ଼ିତା ହୋଇ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସୂଚନା…

ବଡ଼ବାହାଲୀ ଛକ ସଡ଼କ ଦୁର୍ଘଟଣାରେ ୩ ମୃତ, ୩ ଆହତ

ଗଭୀର ଶୋକ ପ୍ରକାଶ ସହ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ବଲାଙ୍ଗୀର-ସୋନପୁର ରୋଡ଼ର ବଡ଼ବାହାଲୀ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ବଡ଼ବାହାଲୀ…

ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଥମ ବର୍ଷ ଛାତ୍ରୀ ଙ୍କୁ ନିର୍ଯାତନା

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଥମ ବର୍ଷ ଛାତ୍ରୀ ଙ୍କୁ ରାଗିଂ ଅଭିଯୋଗକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ସହ ଗ୍ରହଣ କରିଛି। ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଙ୍କ ନିର୍ଦ୍ଦେଶ ଅନୁସାରେ ଡେପୁଟି କଲେକ୍ଟର କୈବଲ୍ୟ କିଶୋର କର, ବନମାଳୀ…

ମୃତ ହାତୀ ଦେହରେ ୨ରୁ ଅଧିକ ଗୁଳି ବାଜିଥିବା ସୂଚନା

ଭଞ୍ଜନଗର,. ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ଦର୍ପଙ୍ଗିଆ ଜଙ୍ଗଲ ମଧ୍ୟରେ ଶିକାରୀ ଗୁଳିରେ ମୃତ୍ୟୁବରଣ କରିଥିବା ହାତୀର ଶୁକ୍ରବାର ବ୍ୟବଚ୍ଛେଦ କରାଯାଇଛି।ଏହି ସମୟରେ ହାତୀ ଦେହରେ ୨ରୁ ଅଧିକ ଗୁଳି ବାଜିଥିବା କାରଣରୁ ତାର ମୃତ୍ୟୁ ଘଟିଥିବା ଜଣାପଡିଛି।ମୃତ ଅଣ୍ଡିରା ହାତୀଟିର…