Browsing Category

ଅଘଟଣ

ଦୁର୍ଘଟଣା: ଜଣେ ଯୁବକ ମୃତ ,ଆଉ ଜଣେ ଗୁରୁତର ଭାବେ ଆହତ ।

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) :ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଦାଉଦପୁର ଗ୍ରାମ ପଞ୍ଚାୟତ ନାହାଳପୁର ତାରିଣୀଗଡା ନିକଟରେ । ଗତକାଲି ବିଳମ୍ୱିତ ରାତ୍ର ସମୟରେ ଦୁଇ ଯୁବକ କାର୍ଯ୍ୟ ସାରି ଘରକୁ ଫେରୁଥିବାବେଳେ କୌଣସି କାରଣ ରୁ ଭାରସାମ୍ୟ ହରାଇ ବାଇକ ସହ ଯୁବକ…

ଘର ଆଗରେ ଥିବା ବାଇକ ପୋଡି ଦେଲେ ଦୁର୍ବୃତ୍ତ

ଭଞ୍ଜନଗର/ନିଲୁ ବିଷୋୟୀ : ଘର ଆଗରେ ଏକ ବାଇକ ବିଳମ୍ବିତ ରାତିରେ ପୋଡି ଦେଇଛନ୍ତି ଦୁର୍ବୃତ୍ତ ।ଗାଙ୍ଗପୁର ଥାନା ଅଧୀନ ନେଟେଙ୍ଗା ଗ୍ରାମରେ ଘଟିଛି ଏହି ଘଟଣା । ନେଟେଙ୍ଗା ଗ୍ରାମର ବୁଲୁ ଲେଙ୍କା ସବୁ ଦିନ ପରି ଘର ପିଣ୍ଡାରେ ତାଙ୍କର ବାଇକ ଟି ରଖିଥିଲେ। ହେଲେ ବିଳମ୍ବିତ ରାତ୍ରରେ କେହି…

ଧର୍ମ ପରାୟଣ ସ୍ବର୍ଗତା ଶାନ୍ତି ସୁଦ୍ଧା ସ୍ୱାଇଁ ଙ୍କ ସ୍ମୃତିଚାରଣ ସଭା

ଜଗତସିଂହପୁର/ସୁମନ୍ତ କୁମାର ଦାସ: -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ରାଜସ୍ୱ ଗ୍ରାମର କନିମୁଳ ଗ୍ରାମର ଧର୍ମପରାୟଣ ମହିଳା ଶାନ୍ତି ସୁଦ୍ଧା ସ୍ୱାଇଁ ଙ୍କ ନିଜ ବାସଭବନ ରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି.ହିମାଂଶୁ ସ୍ବାଇଁ, ସଂଗ୍ରାମ କେଶରି ସ୍ବାଇଁ, ସୁଧାଂଶୁ…

ଜିଲ୍ଲା ଅବକାରୀ ଅଧିକ୍ଷକ ସାମୁଏଲ ଏକ୍କା ଙ୍କ ଅକାଳ ବିୟୋଗ

ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ତରଫରୁ ସ୍ମୃତି ଚାରଣ ସହ ନିରବ ପ୍ରାର୍ଥନା ସଭା ସୁବର୍ଣ୍ଣ ପୁର (ପ୍ରକାଶ ହାତୀ) ସୁବର୍ଣ୍ଣପୁର ଜଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଅବକାରୀ ଅଧିକ୍ଷକ ଙ୍କ ଅକାଳ ବିୟୋଗରେ ଆଜି ସକାଳେ ଏକ ସ୍ମୃତି…

ରାଇସ ମିଲ ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଭଞ୍ଜନଗର/ନିଲୁ ବିଷୋୟୀ: ଭଞ୍ଜନଗର ଥାନା ବଡ଼ କୋଦଣ୍ଡା ଗ୍ରାମର ଚକାଡୋଳା ରାଇସ ମିଲ ନିକଟ ଜମିରେ ସୋମବାର ସକାଳ ସମୟରେ ଜଣେ ଅଜଣା ବୟସ୍କ ବ୍ୟକ୍ତି ମୁହଁ ମାଡ଼ି ତଳେ ପଡିଥିବା କିଛି ଲୋକ ଦେଖି ପୋଲିସ କୁ ଖବର ଦେଇଥିଲେ।ଏହି ଘଟଣାକୁ ନେଇ ବହୁ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ପୋଲିସ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ମୃତ, ୪ଗୁରୁତର

କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅନ୍ତର୍ଗତ ତବଲାକଟା ଠାରେ ତେଲ ଟ୍ୟାଙ୍କର ଏବଂ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା l କୁଚିଣ୍ଡା ପଟୁ ଦ୍ରୁତ ଗତିରେ ଆସୁଥିବା ତେଲ ଟ୍ୟାଙ୍କରଟି ଅଟୋ କୁ ଧକ୍କା ଦେବା ଫଳର ଯାତ୍ରୀମାନେ ଅଟୋରୁ ତେଲ…

ଘୁ. ଉଦୟଗିରି ଥାନାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକଙ୍କୁ ଅସଦ ବ୍ୟବହାର ଅଭିଯୋଗ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଥାନାରେ ଲେଖା ହୋଇଛି ଆମେ ସମସ୍ତଙ୍କୁ ସମାଦରରେ କଥା ହେବୁ I କିନ୍ତୁ ଘୁ.ଉଦୟଗିରି ପୁଲିସ କାହା ସହିତ ମଧ୍ୟ ସମାଦରରେ କଥା ହେଉ ନାହିଁ I ସମାଦରରେ କଥା ହେବା ବଦଳରେ ଅସଦ ବ୍ୟବହାର କରୁ ଛନ୍ତି I ଏହା ଅନ୍ୟ କେହି ନୁହେଁ କନ୍ଧମାଳ ଜିଲ୍ଲାର ଜିଲ୍ଲା ପରିଷଦ…

ଗୋଟିଏ ଦଉଡ଼ିରେ ଆତ୍ମହତ୍ୟା କଲେ ପ୍ରେମିଯୁଗଲ ।

ଝାରବନ୍ଧ - ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ସାପଲହର ଗ୍ରାମ ରେ ଏକ ପ୍ରେମୀ ଯୁଗଳ ଗୋଟିଏ ଦଉଡ଼ି ରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି l ପତିପତ୍ନୀ ଭାବେ ଶିବରାତ୍ରି ଦିନ ଠାରୁ ଦୁହେଁ ରହି ଆସୁଥିଲେ l ଏହି ପ୍ରେମିଯୁଗଳ ଙ୍କ ହଠାତ…

ଡକାୟତ ଦଳ ଗିରଫ; ମାରଣାସ୍ତ୍ର ସହ ଚୋରୀ ସାମଗ୍ରୀ ଓ ୩୯ ମୋବାଇଲ ଜବତ

ଭଞ୍ଜନଗର/ନିଲୁ ବିଷୋୟୀ  : ଡକାୟତି ଯୋଜନା କରୁଥିବା ବେଳେ ଭଞ୍ଜନଗର ପୁଲିସ ତାହାକୁ ପଣ୍ଡ କରିବା ସହ ୭ ଜଣ ଅଭିଯୁକ୍ତ ଓ ୭ ବାଳ ଅପରାଧୀଙ୍କୁ କାବୁ କରିଛି। ବୁଧବାର ବିଳମ୍ବିତ ରାତିରେ ଭଞ୍ଜନଗର ନିକଟସ୍ଥ ସୋରାଦେବୀ ଜଙ୍ଗଲ ନିକଟରେ କିଛି ଯୁବକ ଡକାୟତି ଯୋଜନା ପ୍ରସ୍ତୁତ କରୁଥିବା ପୁଲିସ…

୧୦ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ; ୨ ବୋମା ସହ ଖଣ୍ଡା ଓ ବାଇକ୍ ଜବତ

ପୁରୀ (ଅନିମେଶପଟ୍ଟନାୟକ): ପୁରୀର ବିଭିନ୍ନ ସ୍ଥାନରେ ଚଢଉ କରି ୧୦ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ  ଗିରଫ କରିଛି ପୁରୀ ପୋଲିସ । ସେମାନଙ୍କ ଠାରୁ ୨ଟି ଅଫୁଟା ବୋମା ସହ ୧ଟି ଖଣ୍ଡା, ୨ଟି ବାଇକ୍ , ଲୁହା ରଡ୍, ମୋବାଇଲ, ୫ ବିଅର ବୋତଲ ଆଦି ଜବତ କରାଯାଇଛି । ସେମାନଙ୍କ ମଧ୍ଯରୁ କିଛି ଅପରାଧୀ…