Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଗୋରୁ ବୋଝେଇ ଟ୍ରକକୁ ଜବତ କଲେ ଦେବସେନା ଓ ବଜରଙ୍ଗ ଦଳ କର୍ମକର୍ତ୍ତା
୧୪ଚକିଆ ଟ୍ରକ ସହିତ ୫୦ରୁ ଉର୍ଦ୍ଧ୍ବ ଗୋରୁ ଜବତ
ମୟୁରଭଞ୍ଜରୁ ଦିପୁ ମହାପାତ୍ର : ବାଂଲାଦେଶ ଚାଲାଣ ହୋଉଥିବା ବେଳେ ମୟୂରଭଞ୍ଜର ସୀମାନ୍ତ ଅଞ୍ଚଳ ଝାରପୋଖରିଆ ଥାନା ନିକଟରେ ଗୋରୁ ଟ୍ରକକୁ ଦେବସେନା ଓ ବଜରଙ୍ଗ ଦଳ କର୍ମକର୍ତ୍ତା ଅଟକ ରଖିବା ପରେ ପୋଲିସ | ଏହା ସହିତ ଗାଡିକୁ ଜବତ କରିଛି ପୋଲିସ…
ପୋଲିସ ପକ୍ଷରୁ ମୋବାଇଲ ଦୋକାନରେ ଚଢ଼ାଉ
ଭଞ୍ଜନଗର,/ନିଲୁ ବିଷୋୟୀ. ଆଜି ଭଞ୍ଜନଗର ଠାରେ ଥିବା ବିଭିନ୍ନ ମୋବାଇଲ ଦୋକାନ ଉପରେ ଥାନା ଅଧିକାରୀ ଧିରେସ କୁମାର ଦାସଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା।ବିଶେଷ କରି ଦୋକାନରେ ବେଆଇନ ସିମ କାରବାର ଉପରେ ପୋଲିସ ପକ୍ଷରୁ ଖୋଳତାଡ଼ କରାଯାଇଥିଲା।ନକଲି ଗ୍ରାହକଙ୍କ ନାମରେ ସିମ କିଣି ଏହାର…
ଓଡିଶା ଗ୍ରାମ ବ୍ୟାଙ୍କ ରୁ ଚୋରି ଉଦ୍ୟମ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଜଗନ୍ନାଥ ପୁର ପଂଚାୟତ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ରୁ ଗତ କାଲି ବିଳମ୍ବିତ ରାତି ରେ ଚୋରି ଉଦ୍ୟମ ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି 'ଆଜି ବ୍ୟାଙ୍କ ଖୋଲିବା ପାଇଁ ସକାଳ ଦଶଟା ରେ ବ୍ୟାଙ୍କ ମ୍ୟାନେଜର ଆସି ଦେଖି ଥିଲେ…
କଫସିରପ ଜବତ ଜଣେ ଗିରଫ।
ଝାରବନ୍ଧ/ମନୋହର ଦାଶ- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଧିକାରୀ ଶ୍ରୀମତୀ ସୁଷମା କୁଅଁର ଙ୍କ ନିର୍ଦେଶ ରେ ଜଗଦଲପୁର ଥାନା ଲହଣ୍ଡିପୁର ଗ୍ରାମ ର ରୂପାନନ୍ଦ ପଟେଲ ବାଇକ ରେ ରଖି ବିକ୍ରି କରୁଥିବା ୪୦ଟି ଏସକଫ ସିରପ ବୋତଲ ଓ ୨୬ଟି ନାଇଟ୍ରୋ ,୧୦ଟି ନିଶା ଟେବଲେଟ ଜବତ…
ବିଦ୍ୟୁତ ସଂସ୍ବର୍ସରେ କଲେଜ ଛାତ୍ରର ମୃତ୍ୟୁ ।
କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ //ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଦନୁସାହିରେ ରହୁଥିବା କଲେଜ ଛାତ୍ର ଲିଙ୍ଗରାଜ ପୁଆଲ (୨୧) ବିଦ୍ୟୁତ ସଂସ୍ବର୍ସରେ ଆସି ମୃତ୍ୟୁ ବରଣ କରିଛି ।ସୂଚନା ଅନୁଯାୟୀ ରାୟଗଡା ବ୍ଲକ ଦୁର୍ଗାପାଡୁ ଗାଁର ତିନିଜଣ ବାଳକ ଲିଙ୍ଗରାଜ ପୁଆଲ, ଭୀଷ୍ମ ପୁଆଲ ଓ ସଚିନ…
କଟକ ସାଇବର ଥାନା ଜଣେ ସାଇବର ଅପରାଧୀ କୁ ଧରିବାରେ ସଫଳ ।
କଟକ /ଶାସକ ପ୍ରଶାସକ: କଟକ ସାଇବର ଥାନା ଜଣେ ସାଇବର ଅପରାଧୀ କୁ ଧରିବାରେ ସଫଳତା ହାସଲ କରିଛି । ସାଇବର ଅପରାଧୀ ଜଣକ ବିଭିନ୍ନ ସ୍କୁଲର ଛାତ୍ରୀଙ୍କ ଫଟୋକୁ ବିକୃତ କରିବା ସହ, ସେହି ଅଶ୍ଳୀଳ ଭିଡିଓ ଗୁଡିକୁ ଭାଇରାଲ କରି ଝିଅ ମାନଙ୍କୁ ଅସୁବିଧାରେ ପକାଇ, ବେଶ ମଜ୍ଜା ନେଉଥିଲା. ମାତ୍ର…
ଓଲଟି ପଡ଼ିଲା ଗଞ୍ଜେଇ ଭର୍ତ୍ତି କାର
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଆଜି ଅପରାହ୍ନ ଘ ୨.୩୦ମି. ରେ ଘୁ.ଉଦୟଗିରି ଠାରୁ କଳିଙ୍ଗା ଯିବା ରାସ୍ତାର ରାଇପଦା ଛକ ବୁଲାଣି ରାସ୍ତାରେ ଭାରସାମ୍ୟ ହରେଇ ଏକ ଗଞ୍ଜେଇ ଭର୍ତ୍ତି କାର ନମ୍ବର (ଓଆର-୦୨ ଏଆର ୩୬୦୫) ଓଲଟି ପଡ଼ିଥିବା ସୂଚନା ମିଳିଛି I ଉକ୍ତ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ…
ବିଶିଷ୍ଟ ଶିକ୍ଷକଙ୍କ ପରଲୋକ
ଜୁନାଗଡ / ଆଦିତ୍ୟ ମହାନ୍ତି - କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନାନ୍ଦୋଲ ଗ୍ରାମର ବିଶିଷ୍ଟ ସମାଜ ସେବୀ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ନୀଳକଣ୍ଠ କର(୭୬)ଙ୍କ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି ।…
ଅବାଧ ଗୋ-ଚାଲାଣ ବେଳେ ମାଡି ବସିଲା ପୋଲିସ
ସାରସକଣା/ନବକିଶୋର ମହାପାତ୍ର: ଓଡ଼ିଶା, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ସୀମାନ୍ତର ମୟୂରଭଞ୍ଜଜିଲ୍ଲାର ଝାରପୋଖରିଆ ଥାନା ଏକ ସମ୍ବେଦନଶୀଳ ଥାନା ହୋଇଥିବା ବେଳେ ପୂର୍ବରୁ କର୍ମଚାରୀଙ୍କ ଅବହେଳା ଲାଗି ଅଞ୍ଚଳରେ ବିଭିନ୍ନ ପ୍ରକାର ବେଆଇନ କାର୍ଯ୍ୟ ଦିନ ଖୁଲମଖୁଲା ଚାଲୁଥିବା ଦେଖିବାକୁ ମିଳୁଛି ।…
ଜମି ହଡପ ଅଭିଯୋଗ: ଶାଶୁ ଙ୍କ ମୃତ ଦେହ ରଖି ଧାରଣା ଦେଲେ ବୋହୂ ସହ ବିକଳାଙ୍ଗ ଝିଅ
କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ: କାଶୀପୁର ବ୍ଲକ ଟିକିରି ମୁଖ୍ୟ ରାସ୍ତାର ଏକ ଗୋଦାମ ଗୃହ ଆଗରେଆଜି ଶାଶୁଙ୍କ ମୃତ ଦେହକୁ ରଖି ନ୍ୟାୟ ପାଇବା ପାଇଁ ଧାରଣା ବସିଛନ୍ତି ବିଧବାବୋହୂ । ଗତକାଲି ରାତିରେ ଶାଶୁ ଙ୍କ ମୃତ୍ୟୁ ହେବାରୁ ଭବାନୀ ପାଟଣା ରହୁଥିବା ବୋହୂ ଟିକିରି ପହଞ୍ଚିବା ପରେ ଗୌଡ଼…