Browsing Category

ଅଘଟଣ

ଶାଶୁଘର ଆଗରେ ଧାରଣା ଦେଲେ ବୋହୁ

ଭଦ୍ରକ: (ସତ୍ୟବ୍ରତ ନାୟକ)ପ୍ରେମ ବିବାହ କରି ସ୍ବାମୀ ସ୍ତ୍ରୀକୁ ଘରକୁ ନ ନେବାରୁ ଶାଶୁଘର ଆଗରେ ଧାରଣ ରେ ବସିଲେ ବୋହୁ । "ମୁଁ ତାଙ୍କ ଘରକୁ ଗଲେ ମତେ ଶଶୁର, ଶାଶୁ ଓ ମୋ ସ୍ବାମୀ ବାଡଉଛନ୍ତି। ମତେ ବହୁର ସ୍ୱୀକୃତି ଦେଉ ନଥିବାରୁ ମୁଁ ମୋ ଶାଶୁଘର ଆଗରେ ଧାରଣା ଦେଇଛି। " ବୋଲି କହିଛନ୍ତି…

ସାତମାସ ବି ପୂରିଲାନି ସାତ ଜନମର ସଂକଳ୍ପ

ଯୌତୁକ ଜୁଇରେ ଜଳିଗଲେ ବର୍ଷା ଭଦ୍ରକ : (ସତ୍ୟବ୍ରତ ନାୟକ) : ନୂଆ ନୂଆ ହୋଇଥିଲା ବାହାଘର। ୭ ମାସ ନ ଯାଉଣୁ ଭାଙ୍ଗିଗଲା ହସ ଖୁସିର ସଂସାର। ସ୍ୱାମୀ ରାଜ୍ୟ ବାହାରେ ରହୁଥିବା ବେଳେ ସ୍ତ୍ରୀଙ୍କ ମୃତଦେହ ଶ୍ୱଶୁର ଘରୁ ମିଳିଛି। କିନ୍ତୁ ଶ୍ୱଶୁର ଘର ଲୋକେ ଏହି ଘଟଣାକୁ ଆତ୍ମହତ୍ୟା କହୁଥିବା ବେଳେ…

ଯୌତୁକ ଯୁଇ ରେ ଜଳିଗଲେ ରଶ୍ମିତା

ବାଲେଶ୍ଵର, ସିମୁଳିଆ, ମଇତାପୁର (ଅକ୍ଷୟ କୁମାର ଜେନା) ଯୌତୁକ ରୂପୀ ରାକ୍ଷସ ମଣିଷ ମାନଂକ ଭିତରେ ଏବେ ବି ଜୀବିତ। ଅର୍ଥ ଲୋଭି ମଣିଷ ସଂପର୍କ କୁ ଜଳାଞ୍ଜଳି ଦେଇ ମାନବିକତା ଭୁଲି ଯାଉଛି। ଅତି ଅଲିଅଳି ସାନ ଝିଅ ଟି ଭଲ ପାଇ ଯାହାକୁ ବର ମାନି ଥିଲା। ମା ପୁଅ ମିଶି ମରଣାତ୍ମକ ଆକ୍ରମଣ କରି ଶେଷ…

ସ୍ଥାନୀୟ ଲୋକଙ୍କ ଦ୍ଵାରା ରାସ୍ତା ରୋକ

ଭଦ୍ରକ, ସୀତାକାନ୍ତ ପାଢ଼ୀ :-ଡିବିଏଲ କମ୍ପାନୀ ର ମନମୁଖୀ କାର୍ଯ୍ୟକୁ ବିରୋଧ କରି ସ୍ଥାନୀୟ ଲୋକଙ୍କ ଦ୍ଵାରା ରାସ୍ତା ରୋକ |ଭଦ୍ରକ ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥରଜ ଗେଲପୁର ଛକ ନିକଟରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ରାସ୍ତା ଅବରୋଧ କରଯାଇଥିଲା। ଦୀର୍ଘ ସମୟ ଧରି ଜାତୀୟ ରାଜପଥରେ ଗାଡି…

ପଦ୍ମପୁର ରେ ପୋଲିସର ବିରୋଧରେ ଗର୍ଜିଲେ ଆଦିବାସୀ

ପଦ୍ମପୁର:ଥାନା ଅଧିକାରୀ ଆଇନ ଖିଲାପ କରିବା ସହ ସୁପ୍ରିମ କୋର୍ଟ ଜାରି କରିଥିବା ନିର୍ଦ୍ଦେଶନାମା କୁ ଉଲ୍ଲଙ୍ଘନ କରିଥିବା ବିରୋଧରେ ଆଜି ଆଦିବାସୀ ମାନେ ପଦ୍ମପୁର ଥାନା ଘେରାଉ କାରିବା ସହ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ନିୟମ ଅନୁସାରେ କୌଣସି…

ଧରା ପଡିଲେ ଦୁଇ ଅଭ୍ୟାସଗତ ଚୋର ଓ ଲୁଟେରା: ନିଶା ଖାଇ କରୁଥିଲେ ଚୋରି ଓ ଲୁଟ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ପୋଲିସ ଆଜି ଦୁଇ ଜଣ ଅଭ୍ୟାସଗତ ଚୋର ଓ ଲୁଟେରା କୁ ଧରିବାରେ ସଫଳ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ପାଇକମାଲ ମାହାରପଡା ନିବାସୀ ପ୍ରଣୟ ବାଗ ( ସିଧୁ ) , ପି :- ସୁରେଶ ବାଗ ଓ ଜର୍ଜଗଡ଼ ନିବାସୀ ଶିବସଙ୍କର ସାହୁ (ଶିବା) ପିତା '- ଟିକେଲାଲ ସାହୁ କୁ…

ନେମାଳ ଥାନାକୁ ଘେରାଉ କଲେ ସାମ୍ବାଦିକ ; ଆକ୍ରମଣକାରୀଙ୍କୁ ଗିରଫ ଦାବି

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଅର୍ନ୍ତଗତ ଦୈନିକ ଛାପା ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ରତ୍ନାକର ବାରିକଙ୍କୁ ଜଣେ ବାଲି ମାଫିଆ ଗତ ୨୨ ତାରିଖ ଦିନ ଅତର୍କିତ ଭାବେ ରାସ୍ତା ଉପରେ ମରଣାନ୍ତକ ଆକ୍ରମଣ କରିଥିଲା । ଏଥି ମଧ୍ୟରେ ୧୨ଦିନ ବିତିଯାଇଥିଲେ ମଧ୍ୟ…

ନ୍ୟାୟ ପାଇଁ ଏସ୍ପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ପାଞ୍ଚ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସର ତଦନ୍ତ ଶୂନ୍ୟ l ନ୍ୟାୟ ପାଇଁ ଶତାଧିକ ଲୋକଙ୍କୁ ଏସ୍ପି ଅଫିସ ନିକଟରେ ଧାରଣା l ସୂଚନା ଅନୁଯାଇ ଗତ 27 ତାରିଖ ବିଳମ୍ବିତ ରାତ୍ରି ସମୟରେ ରଘୁନାଥପୁର ଥାନା ଅନ୍ତର୍ଗତ ବଣିକୁନ୍ଦ ଗ୍ରାମର କାହ୍ନୁ ଚରଣ ସ୍ୱାଇଁ ଓ…

ଭଞ୍ଜନଗର ମେଡ଼ିକାଲରେ ଥିବା ବିଭିନ୍ନ ସମସ୍ୟାକୁ ସମାଧାନ ଦାବିରେ ମେଡ଼ିକାଲ ସମ୍ମୁଖରେ ଧାରଣା I

ଭଞ୍ଜନଗର/ନିଲୁ ବିଷୋୟୀ : ଗତ ଏକ ସପ୍ତାହ ପୂର୍ବରୁ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ୨୪ ଡ଼ାକ୍ତର ବଦଳରେ ୧୨ ଡ଼ାକ୍ତର, ଡ଼ାକ୍ତର ଅଭାବ ସତ୍ତ୍ୱେ ତିନି ଡ଼ାକ୍ତରଙ୍କୁ ଅନ୍ୟତ୍ର ବଦଳି,୩୦ ଜଣ ସେବିକା ବଦଳରେ ମାତ୍ର ୧୩ ଜଣ ସେବିକା ଥିବା ଅଭିଯୋଗ ସହିତ ରକ୍ତ…

ଭୁଲିଗଲେ ମାନବିକତା: ନିରୀହ ଯୁବକ ଙ୍କୁ ଉଲଗ୍ନ କରି ମାଡ

ଉମରକୋଟ ରୁ ଜିତେନ୍ଦ୍ର ମହାନ୍ତି: ଭୁଲିଗଲେ ମାନବିକତା । ଜଣେ ଯୁବକଙ୍କୁ ରାସ୍ତାରେ ହାତ ବାନ୍ଧି ଅମାନବିକ ଭାବେ ମାଡ଼ ମାରିଛନ୍ତି କେତେକ ଯୁବକ । ଯଦି ଜଣେ କିଛି ଭୁଲ କରିଛି ଓ ଅନ୍ୟ କିଛି ସନ୍ଦେହ ରହିଛି ତେବେ ପୋଲିସ ଓ ଆଇନର ଆଶ୍ରୟ ନେଇ ପାରିବ । ସତେ ଯେମିତି କିଛି ବଡ଼ ଭୁଲ କଲା ଭଳି…