Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଆଦର୍ଶ ପ୍ରଧାନଶିକ୍ଷକ ହିମାଂଶୁ ମହାନ୍ତିଙ୍କ ବିୟୋଗରେ ଶୋକ !
(ମାହାଙ୍ଗା-ଶାସକ ପ୍ରଶାସକ): ବିରୂପା ଗେଙ୍ଗୁଟି ଦ୍ଵୀପାଞ୍ଚଳ ଅନ୍ତର୍ଗତ ବାଲିପଡ଼ିଆ ଗ୍ରାମର ଜଣାଶୁଣା ଶିକ୍ଷାବିତ୍ ତଥା ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ କୋଠପଦାର ପ୍ରାକ୍ତନ ପ୍ରଧାନଶିକ୍ଷକ ହିମାଂଶୁ କୁମାର ମହାନ୍ତିଙ୍କ ୭୩ ବର୍ଷ ବୟସରେ କଟକ ଠାରେ ପରଲୋକ ଘଟିଛି l ସେ ଜଣେ ଆଦର୍ଶ…
ମାନସିକ ରୋଗୀ ଙ୍କ ମୃତ୍ୟୁ ; ନିଜ ବେକକୁ ନିଜେ କାଟି ଆତ୍ମହତ୍ୟା କଲା ମାନସିକ ରୋଗୀ
(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ମାନସିକ ରୋଗୀ ନିଜେ ନିଜ ବେକକୁ ପନିକରେ କାଟିଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ପ୍ରକାଶ କରିିଛନ୍ତି । ସୂଚନାନୁଯାୟୀ ଗୋବିନ୍ଦପୁର ଗ୍ରାମର…
ବିଷ ପିଇ ଆତ୍ମହତ୍ୟା କଲେ ଜଣେ ଯୁକ୍ତ ଦୁଇ ନାବାଳିକା ଛାତ୍ରୀ ।
ଉଦୟନାଥ ପଣ୍ଡା (ଭଞ୍ଜନଗର): ଗଞ୍ଜାମଜିଲ୍ଲା, ତାରାସୀଙ୍ଗୀ ଥାନା ଅଧୀନ ତିରିଗୋଛା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସୁଚନା ପ୍ରକାରେ ଅପରାହ୍ନ ସମୟରେ ତିରିଗୋଛା ଗ୍ରାମର ଦିବାକର ବାରିକଙ୍କ ଝିଅ "ଉଷା ବାରିକ "ନିଜ ଘରେ ରହିଥିବା ବେଳେ କୌଣସି କାରଣରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ…
ଅବସର ପ୍ରାପ୍ତ ଶିକ୍ଷକ ଅବନୀ ମୋହନ ବହିଦାର ଙ୍କ ପରଲୋକ l
ପଦ୍ମପୁର :- ଅବସର ପ୍ରାପ୍ତ ଶିକ୍ଷକ ଅବନୀ ମୋହନ ବହିଦାର ଙ୍କ ୭୭ ବର୍ଷ ବୟସରେ ହୃଦଘାତରେ ହୋଇଯାଇଛି l ସେ ପୂର୍ବରୁ ବାଳକ ପ୍ରାଥମିକ ବିଦ୍ୟାଳୟ, ଭେଁଉରିଆ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା କରୁଥିଲେ l ସେ ପଛରେ ବିଧବା ପତ୍ନୀ ତରୁଲତା, ପୁଅ ବୋହୂ, ନାତି, ଝିଅ ଜୋଇଁ ଙ୍କୁ ଛାଡି ଚାଲି…
ସୋଲରୀ ଷ୍ଟେସନ ନିକଟସ୍ଥ ରେଳ ଧାରଣାରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର
ବାଣପୁର/ଖୋର୍ଦ୍ଧା:(ସେକ୍ କୌସର)-ଆଜି ଭୋର ସମୟରେ ସୋଲରୀ ଷ୍ଟେସନ ନିକଟସ୍ଥ ରେଳ ଧାରଣାରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ବାଲୁଗାଁ ରେଳ ବିଭାଗ । ମୃତ ଯୁବକ ଜଣଙ୍କ ହେଲେ ବାଣପୁର କରେଞ୍ଜ ସାହିର ଧୁଶା ପରମାଣିକ ଙ୍କ ପୁଅ ଚିରଞ୍ଜିବୀ ପରମାଣିକ (୨୬) । ମୃତ ଯୁବକଙ୍କ…
ଅଙ୍ଗ ନଦୀରେ ଅଚିହ୍ନା ମୃତଦେହ ,ପରିଚୟ ଖୋଜୁଛି ଝାରବନ୍ଧ ପୋଲିସ
ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅମଠି ଗ୍ରାମ ଓ ପାଇକମାଲ ବ୍ଲକ ଚୁହାପଲି ଗ୍ରାମ ମଝିରେ ପ୍ରବାହିତ ହେଉଛି ଚିରସ୍ରୋତା ଅଙ୍ଗ ନଦୀ । ଆଜି ସକାଳୁ ଅମଠି ଗ୍ରାମର କିଛି ଗ୍ରାମବାସୀ ଶୌଚ ପାଇଁ ନଦୀକୁ ଯାଇଥିବା ବେଳେ ନଦୀରେ ଭସମାନ ଅବସ୍ଥାରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ ।…
ଅଜଣା ଯୁବକ ଙ୍କ ଗଳିତ ମୃତ ଦେହ ଉଦ୍ଧାର |
ସାନଖେମୁଣ୍ଡି, : ପାଟପୁର ଥାନା ପଳାସପୁର,ଡ଼େଙ୍ଗାଉସ୍ତା ବିଜୟ ଆଦିକନ୍ଦପୁର ପାହାଡ଼ ଜଙ୍ଗଲ ସ୍ଥାନରୁ ଶବ ଅଜଣା ଯୁବକ ଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଥିବା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ହ ଠାରୁ ସୂଚନା |ଶବ ଟିର ଏ ପର୍ଯ୍ୟନ୍ତ ପରିଚୟ ମିଳିପାରିନଥିବା ଜଣାପଡିଛି |ଶବ ନିକଟ ରୁ କଳା…
ଆଇ ମାକୁ ହାଣି ତାର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ନାତି
ଜଗତସିଂହପୁର,ତା-୧୬.୦୮.୨୦୨୩/ସୁମନ୍ତ କୁମାର ଦାସ: ଦର୍ଶକବନ୍ଧୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାର ବାଲିକୁଦା ଅଞ୍ଚଳରେ ସୂଚନା ମୁତାବକ ଏହି ଥାନା ଅଧୀନରେ ଥିବା ନାଗପୁର ପଞ୍ଚାୟତର ଗଦେଇଗିରି ଗ୍ରାମର ଜୀବନଜ୍ୟୋତି ସାହୁ,ଓରଫ ସମୀର ସାହୁ ଏକ ମାରଣାସ୍ତ୍ର ସାହାଯ୍ୟରେ ତାର…
ହତ୍ୟା ଅଭିଯୁକ୍ତ ଗିରଫ
ବାଣପୁର/ଖୋର୍ଦ୍ଧା :(ସେକ୍ କୌସର)ବାଣପୁର ଥାନା ଅଞ୍ଚଳରେ ଏକ ହତ୍ୟା ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ ବାଣପୁର ଏନଏସି ଅନ୍ତର୍ଗତ କେନାଲ ସାହିରରଞ୍ଜନ ଷଡ଼ଙ୍ଗୀ (୨୮)ଙ୍କ ସହ ଗୋପାଳପୁର ଗ୍ରାମର ରଜତ ମିଶ୍ର (୩୦)ଙ୍କ ମଧ୍ୟରେ କୌଣସି କାରଣରୁ ଗତ ମଙ୍ଗଳବାର…
ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ଗିରଫ ।
କେନ୍ଦ୍ରାପଡା/ପ୍ରଫୁଲ୍ଲ କୁମାର ମଲ୍ଲ:ଗତ କିଛି ଦିନ ତଳେ ଡେରାବିଶ ଥାନା ବିଭୂତିପଡା ମୂଲଣା ପାଟଣା ଅଞ୍ଚଳରେ ପନ୍ଦର ବର୍ଷୀୟା ନାବାଳିକାକୁ ପ୍ରଥମେ ଦୁଷ୍କର୍ମ କରି ଗର୍ଭବତୀ କରିଥିବା ଅଭିଯୁକ୍ତ କୁଳମଣି ସାମଲ ନାମରେ ଥାନା ରେ ଅଭିଯୋଗ ହେବାର ପାଞ୍ଚ ଦିନ ଭିତରେ ଗିରଫ କରିଛି ଡେରାବିଶ ଥାନା…