ପଦ୍ମପୁର :- ଅବସର ପ୍ରାପ୍ତ ଶିକ୍ଷକ ଅବନୀ ମୋହନ ବହିଦାର ଙ୍କ ୭୭ ବର୍ଷ ବୟସରେ ହୃଦଘାତରେ ହୋଇଯାଇଛି l ସେ ପୂର୍ବରୁ ବାଳକ ପ୍ରାଥମିକ ବିଦ୍ୟାଳୟ, ଭେଁଉରିଆ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା କରୁଥିଲେ l ସେ ପଛରେ ବିଧବା ପତ୍ନୀ ତରୁଲତା, ପୁଅ ବୋହୂ, ନାତି, ଝିଅ ଜୋଇଁ ଙ୍କୁ ଛାଡି ଚାଲି ଯାଇଛନ୍ତି l ତାଙ୍କ ପରଲୋକ ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l
Sign in
Sign in
Recover your password.
A password will be e-mailed to you.