Browsing Category

ଅଘଟଣ

  ହତ୍ୟା ନା ଆତ୍ମହତ୍ୟା

   ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୯ ଦେଉଳସାହିରେ ଆଜି ଏକ ବିବାହିତା ମହିଳା ଘରର କୋଠରୀ ଭିତରୁ କବାଟ ବନ୍ଦ କରି ସିଲିଂ ଫେନରେ ଶାଢ଼ୀ ଦ୍ୱାରା ଝୁଲୁଥିବାର  ଘରର ଲୋକମାନେ ଦେଖିବାକୁ ପାଇଥିଲେ ।  ମୃତ ମହିଳାଙ୍କ ନାମ  ଚୈତାଳି ବିନ୍ଧାଣି ହୋଇଥିବା ବେଳେ…

ଓଃ….ଅଘଟଣ : ଇଡକଲ ଡମ୍ପିଂୟାର୍ଡ଼ରେ  ପୋତି ହୋଇ ବୃଦ୍ଧଙ୍କ  ଶୋଚନୀୟ ମୃତ୍ୟୁ

ବଡ଼ବିଲ(ଚିତ୍ତରଞ୍ଜନ କର) : ବଡ଼ବିଲ ସ୍ଥିତ ଇଡକଲର କଳିଙ୍ଗ ଆଇରନ ୱାର୍କସ କାରଖାନାର ଡ଼ମ୍ପିଂ ୱାର୍ଡରେ କୋଇଲା ସଂଗ୍ରହ କରୁଥିବା ସମୟରେ ଅତଡା ଖସିବାରୁ ପୋତି ହୋଇ ସ୍ଥାନୀୟ ତପନ ହଟିଂର ରଘୁନାଥ ଦାସଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ ଏହି ଡ଼ମ୍ପିଂ ୱାର୍ଡରୁ ସ୍ଥାନୀୟ ଲୋକ…

ଶିକ୍ଷକଙ୍କ ଦ୍ଵାରା ଜଣେ ପରୀକ୍ଷାର୍ଥୀଙ୍କୁ ମାଡ଼ !

ନୂଆପଡ଼ାରୁ ସ୍ୱତନ୍ତ୍ର ପ୍ରତିନିଧି ପ୍ରିୟବ୍ରତ ପଣ୍ଡା : ନୂଆପଡା/ପ୍ରିୟବ୍ରତ ପଣ୍ଡା ,କରଙ୍ଗାମାଲ ମାଟ୍ରିକ ପରୀକ୍ଷାରେ ଚର୍ଚ୍ଚିତ କେନ୍ଦ୍ର ହୋଇଥିଲା ପ୍ରଶ୍ନପତ୍ର ପ୍ରଘଟ କୁ ନେଇ | ହେଲେ ଆଜି ଅନ୍ତିମ ପରୀକ୍ଷା ବେଳେ ଉତ୍ତେଜନା ପ୍ରକାଶ ପାଇଛି ଜଣେ ଶିକ୍ଷକଙ୍କ ଦ୍ଵାରା ଜଣେ…

ପାଣି କାଢୁଥିଲେ, ଗୋଡ ଖସିଗଲା : କୂଅରେ ବୁଡି ଯୁବକ ମୃତ 

ପାଇକମାଲ :- ଆଜି ପାଇକମାଲ ଥାନା ଅନ୍ତର୍ଗତ ବିଜାଡ଼ିହି ଗ୍ରାମରେ ଏକ ଭାବନିୟ ଘଟଣା ଘଟି ଯାଇଛି । ସେହି ଗ୍ରାମର ଲୋକେଶ ସାହୁ(23) ପିତା ସ୍ବର୍ଗତ କେଶବ ସାହୁ ନାମକ ଜଣେ ଯୁବକ ନିଜ କୂଅ ରୁ ପାଣି କାଢୁଥିବା ସମୟରେ କୂଅ ଭିତରକୁ ଖସି ପଡ଼ିଥିଲେ । ଘରଲୋକେ ଲୋକେଶକୁ କୂଅରୁ ମୁମୂର୍ଷୁ…

ବାଇକ ସାଇକେଲ ଧକା : ୨ ଗୁରୁତର 

ସିନପାଲ୍ଲୀ : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କୁସୁମଜୋର ଗ୍ରାମ ନିକଟରେ ବାଇକ ଓ ସାଇକଲ ମୁହାଁ ମୁଁହି ହେବା ଯୋଗୁଁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି,! ଆହତ ଦ୍ୱୟ ହେଲେ ଛତିଶଗଡ ଗାରିଆବନ୍ଧ ଜିଲ୍ଲା ଦେଭୋଗ ଥାନା ଚିଚିଆ ଗାଁ ରାଜକୁମାର ଅଟି ଓ କୁସୁମଜୋର ଗାଁ ର ଗହଁଟିଆ  ରାଉତ !ସନ୍ଧ୍ୟା ରେ…

ମା ଦ୍ବାରଶୁଣୀ ବଂଚେଇ ଦେଲେ…..!!

ମାଙ୍କ ଦର୍ଶନ ପାଇଁ ଓହ୍ଲାଉ ଓହ୍ଲାଉ ଜଳିଗଲା ବସ, ସୂତା ସୂତା କେ ବଂଚିଗଲା ଅନେକ ଜୀବନ  ବାରିପଦା/ ଦିଲ୍ଲୀପ ମହାନ୍ତି :ଘାଟି ପଡ଼ିନଥାନ୍ତା, ମାଙ୍କ ମନ୍ଦିର ନଥାନ୍ତା...ଆଉ ମାଙ୍କ ଦର୍ଶନ ପାଇଁ ଯାତ୍ରୀମାନେ ଓହ୍ଲାଇ ନଥାନ୍ତେ, କଣ ଯେ ହୋଇ ଥାନ୍ତା ତାହା କହିବା ମୁସ୍କିଲ ଥିଲା | କିଏ…

ପିଟିଦେଲା ଟ୍ରକ, ଚାଲିଗଲା ପ୍ରାଣ

ମେଲାଛାମୁଣ୍ଡା(ମନୋଜ ଭୋଇ)-ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଘେଁସସ୍ଥିତ ବଡ ଯୋର ବ୍ରିଜ ପାଖରେ ଗୁରୁବାର ସଂଧ୍ୟାରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି । ସଡକ ଦୁର୍ଘଟଣାରେ ସାଇକଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମେଲଛାମୁଣ୍ଡା ପୁଲିସ ଘଟଣା ସ୍ଥଳରେ ପହଂଚି ଶବଟିକୁ ଜବତ…

ବଡ଼ବିଲ ପେଟ୍ରୋଲ ପମ୍ପ ଡକାୟତି ଘଟଣା: ୪ ଜଣ ଗିରଫ

 ନଗଦ ୩ ହଜାର ଟଙ୍କା ସହ ନକଲି ବନ୍ଧୁକ, ଛୁରୀ ଓ ବାଇକ ଜବତ ବଡ଼ବିଲ /ଚିତ୍ତରଞ୍ଜନ କର :ଗତ ମାର୍ଚ୍ଚ ମାସ ୪ ତାରିଖ ମଧ୍ୟରାତ୍ରିରେ ୪ ଜଣ ଦୃବୃର୍ତ୍ତ, ବଡ଼ବିଲ – ସେରେଣ୍ଡା ରାସ୍ତାରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପରେ ପଶି ସିକ୍ୟୁରିଟି ଗାର୍ଡ଼ ଓ କର୍ମଚାରୀଙ୍କୁ ମାଡ଼ ମାରି ପ୍ରାୟ ୩୮ ହଜାର…

ଅଭିଯୋଗ :  ଛୋଟ ଝିଅଟାକୁ ବିକିଦେଲେ ଏନଜିଓ ଵାଲା !!!!!!

କେଳେଙ୍କାରୀ ଧରାପଡ଼ିବା ପରେ ଏବେ ପରିଚୟ ପ୍ରମାଣ ମାଗୁଛି ପୋଲିସ  ସନ୍ଦେହରେ ଏନଜିଓ-ଡ଼ିସିପିଓ-ଏସ୍ଡିପିଓଙ୍କ ଭୂମିକା  ଘୁ ଉଦୟଗିରି/ଗଗନ କୁମାର ପ୍ରଧାନ ମହିଳା ଶିଶୁ ପ୍ରତି ସମ୍ବେଦନଶୀଲ ହେବା ପାଇଁ ସରକାର କହି ବୁଲୁଥିବା ବେଳେ ଜଣେ ନାବାଳିକାକୁ ଜଣେ ପିତୃମାତୃହୀନ ନାବାଳିକାକୁ ଏକ…

ଭାରସାମ୍ୟ ହରାଇ ୭ଫୁଟ ରାସ୍ତା ତଳକୁ ଖସିଲା ବସ,ଅଲ୍ପକେ ବର୍ତିଲେ ଯାତ୍ରୀ

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଠାରେ ଗାଇସିଲେଟ ପଟୁ ପଦ୍ମପୁର ଅଭିମୁଖେ ଆସୁଥିବା ଗୌରବ ନାମକ ଏକ ଘରୋଇ  ବସ (OR 17 J 6263)ଭୋର ସକାଳ ୬ଟା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି।ବସଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ…