ଆଖି ବୁଜିଲେ କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା

0

 ଆସିକା : ଗତକାଲି ଦୁର୍ବୃତଙ୍କ ଗୁଳିରେ ଗୁରୁତର ଆହତ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ଥିବା ମନୋଜ ଜେନାଙ୍କ ମୃତ୍ୟୁ ଯୋଇଥିବା ଖବର ହସ୍ତଗତ ହୋଇଛି | ସୂଚନାଯୋଗ୍ୟ ଯେ, ଆସିକା  ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପାର୍ଥୀ ମନୋଜଙ୍କୁ ଗତକାଲି  ବ୍ରହ୍ମପୁର ଏନଏଚରେ ଲାଂଜିପାଲ୍ଲୀ ଠାରେ ୪ ଜଣ ଦୁର୍ବୃତ୍ତ  ଗୁଳିମାଡ଼  ହୋଇଥିଲା  ।

 

Leave A Reply

Your email address will not be published.