Browsing Category

ଅଘଟଣ

ପାଣି ଶୋଷିଲା ପରି  ବାଲି ରାମ୍ପି ନେଉଛନ୍ତି  ଛତିଶଗଡ଼ି ମାଫିଆ : ପ୍ରଶାସନ-ପୋଲିସ ଅଜଣା କି ଜାଣି ସିଆଣିଆ !!!

ମାଫିଆଙ୍କୁ ଧରିବାକୁ ଯାଇ ଆରଆଇ ହେଲେ ଆକ୍ରମଣର ଶିକାର, ପୋଲିସ କାର୍ଯ୍ୟାନୁଷ୍ଠାନରେ ଶୀଥିଳତା ଅଭିଯୋଗ   ସୁନ୍ଦରଗଡ଼ : ଛତିଶଗଡ଼ ଉପରମୁଣ୍ଡରେ ପାଣି ଅଟକାଇ ଓଡ଼ିଶା ଲୋକଙ୍କୁ ଅଜଣା ଆଶଙ୍କିତ ଭବିଷ୍ୟତ ଭିତରକୁ ଠେଲି ଦେଇଥିବା ବେଳେ, ଏବେ ଛତିଶଗଡ଼-ଓଡିଶା ସୀମାବର୍ତ୍ତୀ ଅଂଚଳରେ ମାତିଛନ୍ତି…

ଦାମଙ୍କ ହାତ ଛାଡି ଆରପାରିକୁ ଚାଲିଗଲେ ସ୍ନେହଲତା 

  ସମବେଦନା ଜଣାଇବାକୁ ଦାମଙ୍କ ଘରେ ପହଁଚିଲେ ନବୀନ  ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଡ଼ ଦାମୋଦର ରାଉତଙ୍କ ଧର୍ମପତ୍ନୀ ତଥା  ଜଣେ ଆଦର୍ଶ, ଛାତ୍ରାବତ୍ସଲା ଶିକ୍ଷୟିତ୍ରୀ ଭାବେ ଜଣାଶୁଣା  ଶ୍ରୀମତୀ  ସ୍ନେହଲତା ମହାପାତ୍ରଙ୍କ ଆଜି ସକାଳ ପ୍ରାୟ ୬.୪୫ ମିନିଟରେ  ଦେହାନ୍ତ ହୋଇଯାଇଛି  ।…

ଜୁଆ ଆଡ୍ଡା ଉପରେ ଚଢଉ ,୩ ଗିରଫ

ନୂଆପଡା(ଅମିତ  ପୁରୋହିତ) ; ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୭ କି.ମି ଦୂର ରେ ଥିବା କୋଟେନଚୁଆଁ ଜଙ୍ଗଲରେ ଗତ କାଲି ରାତିରେ ଏକ ଜୁଆ ଆଡ୍ଡା ଉପରେ ହଠାତ ନୂଆପଡା  ପୋଲିସ  ଚଢଉ କରି ୩ ଜଣକୁ ଗିରଫ କରିଛି । ସୂଚନା ମୁତାବକ ନୂଆପଡା ଏସ୍.ପି ଡ. ସ୍ମିତ.ପି.ପରମାରଙ୍କ ନିର୍ଦ୍ଦେଶ  କ୍ରମେ…

ଏମିତି ପୁଅ ଜନ୍ମ କରିବାଠୁ ବାଞ୍ଝ ହେବା ଭଲ 

 ସାମାନ୍ୟ କଥାରେ ପିତାକୁ ନିର୍ମମ ଭାବରେ ହତ୍ୟା କଲା ପୁଅ   ବରଗଡ :- ଆଜି ସକାଳ ପ୍ରାୟ 8ତା ସମୟରେ ଝାରବନ୍ଧ ଥାନା ଅନ୍ତର୍ଗତ ଡଭା ଗ୍ରାମର ପର୍ଶୁରାମ ସାହୁ (୭୫)ଙ୍କୁ ତାଙ୍କ ପୁଅ କାମପାଲ ସାହୁ ଅତି ନିର୍ମମ ଭାବରେ ହତ୍ୟା କରିଥିବା ସୂଚନା ମିଳିଛି  । ସୂଚନା ମୁତାବକ ପର୍ଶୁରାମ ନିଜ…

ଛଡ଼ ବୋଝେଇ ଟ୍ରଲର ଓଲଟି ଜଣେ ମୄତ,  ଜଣେ ଗୁରୁତର ।

ବରଗଡ଼(ଗୌରାଙ୍ଗ ଚରଣ  ଦାଶ)   ବରଗଡ଼ ଜିଲ୍ଲା ପଦ୍ମପୁର ସୋହେଲା ମୁଖ୍ୟ ରାସ୍ତା ମହୁଲପାଲି ଅଙ୍ଗ ନଦୀ ପୋଲ ଠାରେ ଅନୁଗୁଳରୁ ନୁଆଁପଡା ଅଭିମୁଖେ ଯାଉଥିବା ଛଡ଼ ବୋଝେଇ ଟ୍ରଲର ଭାରସାମ୍ୟ ହରାଇ ପୋଲ ତଲକୁ ଖସି ପଡିଛି  । ଘଟଣା ସ୍ଥଲରେ ନୟାଗଡ଼ ଜିଲ୍ଲା ଇଟାମାଟି ଗ୍ରାମର ଡ୍ରାଇଭର ଅନିଲ କୁମାର…

ଟ୍ରକକୁ ପଛରୁ ପିଟିଲା ମାରୁତି ସୁଜୁକି, ୪ଜଣଙ୍କ ଦୁଃଖଦ ଦେହାନ୍ତ 

ସୁନ୍ଦରଗଡ଼ରୁ ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ଜରଙ୍ଗଲୋଇ ଠାରେ ବିଳମ୍ୱିତ ରାତିରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ଜଣକ ଦେହାନ୍ତ ଘଟିଛି |  ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ  ଟ୍ରକକୁ ପଛପଟୁ ମାରୁତି ସୁଜୁକି  OD୧୪N-୪୧୬୪ ଧକ୍କା ଦେଇଥିଲା |…

ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

କୋମନା/ ଭାଗିରଥି ଭୋଇ  : ନୂଆପଡା ଜିଲ୍ଲା କୋମନା ବ୍ଲକ ସୋଳବନ୍ଧ ଗ୍ରାମର ଏକ ଆମ୍ବ ଗଛରୁ ଏକ ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ଉଲଭା ଗ୍ରାମର ବୋଲି ଜଣାପଡିଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟା ର ରୂପ ଦେବା ପାଇଁ ଚେଷ୍ଟା କରିଛି ତାହା…

ଜଣାଶୁଣା ଯୁବନେତା ରାଜୁ ଘିବେଲାଙ୍କ ପିତୄ ବିୟୋଗ ।

ପଦ୍ମପୁର- ପଦ୍ମପୁର ବିଦ୍ୟୁତ ବିଭାଗର ଅବସରପ୍ରାପ୍ତ ଲାଇନମ୍ୟାନ ତଥା ପଦ୍ମୋଉର ଅଂଚଳର ଜଣାଶୁଣା ଯୁବନେତା ରାଜୁ ଘିବେଲାଙ୍କ ପିତା ଶୁକ୍ରୁ ଘିବେଲାଙ୍କ (୭୫) ଶନିବାର ପରଲୋକ ହୋଇଯାଇଛି ।ଖବର ପାଇ ରାଜବୋଡାସମ୍ବର ବ୍ଳକ ଅଧ୍ୟକ୍ଷ କୁମରମଣି ନାଏକ,ଆଇନଜୀବୀ ପ୍ରଶାନ୍ତ ମାଝୀ, ଲାୟନ୍ସ କ୍ଳବ ସଦସ୍ୟ…

କଟରା ଦୁରୁଦା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ :ଭୌତିକ କାରଣ ସନ୍ଦେହ 

ତିର୍ତ୍ତୋଲ/ପାରାଦ୍ୱୀପ:ରମେଶ ମହାନ୍ତି -ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ କଟରା ପଞ୍ଚାୟତ ସ୍ଥିତ ଦୁରୁଦା ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।ସୂଚନାନୁଯାୟୀ ଦୁରୁଦା ଗ୍ରାମରେ ଶୁକ୍ରବାର ଦିନ ୧୧ଟା ସମୟରେ କୌଣସି କାରଣରୁ ଆକସ୍ମିକ…

ନିଆଁ ଭାବିଲାନି ଗରିବର ଦୁଃଖ

ଜାମସେଠ /ରାଜେନ୍ଦ୍ର କୁମାର ପ୍ରଧାନ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ବରତୁଣ୍ତା ଗ୍ରାମରେ ଅନ୍ତ ନେତାମ ଙ୍କ ଘର ନିଆଁ ରେ ଛାରଖାର ହୋଇଯାଇଛି।ଆଜି ଅପରାହ୍ନ ସମୟରେ ଅଚାନକ ନିଆଁ ଲାଗି ଘରର ଉପକରଣ ଲୁଗା ପଟା କାଗଜପତ୍ର ଟଙ୍କା ପଇସା ଧାନ ଚାଉଲ ଖଟ ସମସ୍ତ ଜିନିଷ ପୋଡ଼ି ଯାଇଛି।ଅଚାନକ…