Browsing Category

ଅଘଟଣ

ସପ୍ତାହବ୍ୟାପି ଝାଂଜ ପାହାଡରେ ଚାଲିଛି ମାକର ବିହା :  ଘେଁସ ବନ କର୍ମଚାରୀଙ୍କୁ ମିଳିନି ନିମନ୍ତ୍ରଣ

ମେଲଛାମୁଣ୍ଡା (ମନୋଜ ଭୋଇ) ସରକାର ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ରକ୍ଷା ଉଦେଶ୍ୟରେ ଜଙ୍ଗଲ ବିଭାଗକୁ ଅପର୍ଯ୍ୟାପ୍ତ ଅର୍ଥ ପ୍ରଦାନ କରୁଛନ୍ତି । କେତେ ବେଳେ ଚାରା ରୋପଣ ପାଇଁ ତ କେତେ ବେଳେ ନିଅାଁ ଦାଉରୁ ଗଛ ସବୁକୁ ରକ୍ଷା କରିବା ପାଇଁ ମାତ୍ର ବରଗଡ ଜିଲ୍ଳା ଘେଁସ ରେଂଜ ଅଧିନସ୍ତ  ଝାଂଜ…

ଅବୈଧ ମଦ କାରବାର ଅଭିଯୋଗ ରେ ଗିରଫ 

ପାଇକମାଲ :-(ରାଜେନ୍ଦ୍ର ପ୍ରଧାନ) ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତର ଖପୁରିଦିହି ନିଵାସୀ ସୁମନ୍ତ ବେହେରାକୁ ପୋଲିସ ଅବୈଧ ମଦ କାରବାର ଅଭିଯୋଗ ରେ ଗିରଫ କରିଛି । ଖପୁରିଦିହି ଗ୍ରାମର ମହିଳା ମାନେ ଥାନା ଅଧିକାରୀଙ୍କର ନିକଟରେ ସୁମନ୍ତ ଵିରୋଧ ରେ ଅଭିଯୋଗ କରିଥିଲେ ଯେ ସେ ଗ୍ରାମରେ…

ବାଲିସିଂଶାରେ ଗୋଷ୍ଠୀ ସଙ୍ଘର୍ଷ : ଉଭୟ ପକ୍ଷରୁ ୮ ଆହତ, ଜଣେ ଅଟକ

ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଥାନା ସୁନାମୁହିଁ ପଂଚାୟତ ବାଲିସିଂଶା କରା ସାହିରେ ଆଜି ଦିନ ୧୧ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଙ୍ଘର୍ଷ ଘଟି ଉଭୟ ପକ୍ଷର ୩ ମହିଳାଙ୍କ ସମେତ ୮ଜଣ ଗୁରୁତର ନୟାଗଡ ଡାକ୍ତର ଖାନରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଜାଗା ଜମି ଅଧିକାରକୁ ନେଇ କିଛିଦିନ ଧରି…

  ବରକୋଳା ଫରେଷ୍ଟ ବଙ୍ଗଳାରୁ ବାଇକ ଚୋରି : ଯୁବକ ଗିରଫ 

ଓଡଗାଁ(ଶ୍ରୀକାନ୍ତ ମିଶ୍ର): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମହିପୁର ବନାଂଚଳ ବରକୋଳା ଫରେଷ୍ଟ ବଙ୍ଗଳାରୁ ଆଜି ଭୋର ୫ବେଳେ ବନରଖି ସୁଦିପ୍ତ କୁମାର ସାହୁଙ୍କ ଓଡି ୨୫ସି ୬୭୫୨ ଆପାଚି ବାଇକକୁ ଚୋରି କରିଥ ନେଉଥିବା ଦୁବୃର୍ତକୁ ବାହାଡା ଝୋଲା ଫାଣ୍ଡି ଅନ୍ତର୍ଗତ ଘଡେଇବନ୍ଧ ଗ୍ରାମବାସୀ ଧରି ଓଡଗାଁ…

ପାଖେଇ ଆସୁଛି ନିର୍ବାଚନ, ବଢିଚାଲିଛି ଅପରାଧ: କାଟିଲେ ହାତ ପାପୁଲି 

  ବଲାଙ୍ଗିର: ( ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ବଢିଚାଲିଛି ଅପରାଧ । ବଲାଙ୍ଗୀର  ରାଜିବ ନଗର ପଡା ଶିବ ମନ୍ଦିର ବରଗଛ ନିକଟରେ ହୋଇଛି ଗୋଷ୍ଠୀ ସଂଘର୍ଷ। ଫଳରେ ଜଣେ ଯୁବକଙ୍କ ହାତ ପାପୁଲି କଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ…

ଚାଞ୍ଚଲ୍ୟ : ପାଣିଟାଙ୍କିରୁ ମିଳିଲା ଶବ 

 ବାରିପଦା/ ଦିଲ୍ଲୀପ ମହାନ୍ତି :  ସରକାରୀ ପାଣିଟାଙ୍କି ରେ ମିଳିଲା 10 ଦିନ ପୂର୍ବର ଶବ  । ଏହା କରଞ୍ଜିଆ ବ୍ଲକ ଅନ୍ତର୍ଗତ ଭଅଁର।। ଗ୍ରାମର ଶିରିଶ ମିରିଡ଼ିଆ ର 18 ବର୍ଷ ର ପୁଅ ସତ୍ୟ ମିରିଡ଼ିଆ | ଏହାକୁ ହତ୍ୟା ବୋଲି ସନ୍ଦେହ କରାଯାଉଛି | ଏହି ଅଘଟଣ ପଛର କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ…

ଡାକ୍ତରଙ୍କ ଯୁବତୀଙ୍କ ପ୍ରତି ଦୁର୍ବ୍ୟବହାର, ଥାନାରେ ଅଭିଯୋଗ ଆଣିଲେ ଯୁବତୀ

ନୂଆପଡା. (ଅମିତ କୁମାର  ପୁରୋହିତ) ; ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଏବଂ ତାଙ୍କ ସର୍ମ୍ପକିୟ ମାନଙ୍କୁ ଶିଶୁ ବିଶେଷଜ୍ଞ ଡା. ସୌମ୍ୟରଂଜନ  ମେହେର ବିଭିନ୍ନ ସମୟରେ ର୍ଦୁବ୍ୟବହାର କରୁଥିବାର ଅଭିଯୋଗ ଆସୁଥିଲା । ଏହା ପରେ ବି ଉପରିସ୍ଥ ଅଧିକାରୀ ମାନେ କୌଣସି  ପଦକ୍ଷେପ ନେଉ ନ…

 ଜଣେ ବ୍ୟକ୍ତିଙ୍କ ପାଖରୁ ନଗଦ ୫ଲକ୍ଷ ଜବତ

ଧର୍ମଗଡ଼ ରୁ ସୁଶାନ୍ତ ରାଉତ: ଶୁକ୍ରବାର ରାତି ପ୍ରାୟ ଘ ୮.୪୫ ମି ସମୟରେ ଜୟପାଟଣା ବ୍ଲକ ଖଲିଆଭଟା (ଖୁଟୁଲୁ ଗୁଡା ) ଛକ ଠାରେ ଜଣେ ବ୍ୟକ୍ତିଙ୍କ ପାଖରୁ ନଗଦ ୫ଲକ୍ଷ ଜବତ କରିଛି FSTI ଟିମ୍ । ସଂପୃକ୍ତ ଘଟଣାରେ ଜଡିତ ଥିବା ବ୍ୟକ୍ତି ହେଲେ ସୁଦାମ ଭୋଇ । ପ୍ରାପ୍ତ ସୂଚନାରୁ ପ୍ରକାଶଯେ ଗତକାଲି…

ପୋଲିସ ଜାଲରେ ଲୁଟେରା ଗ୍ୟାଙ୍ଗର ୩ ସଦସ୍ୟ 

ରାୟଗଡା (ସରୋଜ ସାହୁ) – ରାୟଗଡା ସହରସ୍ଥିତ ସାଇପ୍ରିୟା ନଗରରେ ଚଳିତ ମାସ ୨୧ ତାରିଖ ଦିନ ହୋଇଥିବା ଚୋରୀ ଘଟଣାର ରାୟଗଡା ପୋଲିସ ପର୍ଦ୍ଦାଫାସ କରିଛି । ଏସଡିପିଓ ତପନ କୁମାର ରଥ ପ୍ରକାଶ କରିଥିଲେ ଯେ ଚଳିତ ମାସ ୨୧ ତାରିଖ ଦିନ ସାଇପ୍ରିୟା ନଗର ( ଏନଭିଆର ସ୍କୁଲ ପଛ ପାର୍ଶ୍ୱ  ) ରେ ବାସ…

 ଅଗ୍ନିକାଣ୍ଡରେ ଘର ସହ ଆସବାବ ପତ୍ର ସମ୍ପୂର୍ଣ ନଷ୍ଟ 

ଗାଇସିଲେଟ/କେଦାର ନାଥ ସାହୁ :ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମ ପଞ୍ଚାୟତର ବରାମୁଣ୍ଡା ଗ୍ରାମର ନବଘନ ମଲ୍ଲିକଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।ମଧ୍ୟାହ୍ନ ପ୍ରାୟ ଗୋଟାଏ ସମୟରେ ପାଲନଡା ଯୁକ୍ତ ଘରେ ରୋଷେଇ କରୁଥିବା ସମୟରେ ଚୁଲିରୁ ନିଆଁ ଲାଗିଥିଲା। ଅଗ୍ନି…