Browsing Category

ଅଘଟଣ

ସାଇକେଲ ଚାଳକ-୧୨ ଚକିଆ ମୁହାଁମୁହିଁ : ସାଇକେଲ ଚାଳକ ମୃତ 

ସୁନ୍ଦରଗଡ(ହୋରାଚାନ୍ଦ ଦେଉରିଆ): ତଲସରା ଥାନା ଅନ୍ତର୍ଗତ ତୁମୁଲିଆ ଠାରେ ଜଣେ ସାଇକେଲ ଚାଳକ ଓ ଏକ ୧୨ ଚକିଆ ଗାଡି ଧକା ହେବ ଫଳରେ ସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି | ଦୁର୍ଘଟଣା ଘଟାଇ ଥିବା ଗାଡ଼ିଟିର ନମ୍ବର ହେଲା ଓଡି ୧୫ ଏଚ ୪୫୦୫ | ମୃତକଙ୍କ ନାମ ବିଶ୍ୱେଶ୍ୱର ବେହେରା | ଏହି ଦୁର୍ଘଟଣାକୁ…

ହେ ଭଗବାନ : ଖେଳୁ ଖେଳୁ ଚାଲିଗଲା ପ୍ରାଣ 

ବାରିପଦା (ଦିଲ୍ଲୀପ ମହାନ୍ତି )-ପାଣିରେ ବୁଡି ଗୋଟିଏ ପରିବାରର ଦୁଇ ଶିଶୁ କନ୍ୟା ମୃତ୍ୟୁ ଘଟିଛି। ଏମିତି ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଛି ମୟୂରଭ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଚାନ୍ଦୁଆ ଗ୍ରାମରେ। ମୃତ ଶିଶୁ ମାନେ ହେଉଛନ୍ତି  ଉକ୍ତ ଗ୍ରାମର ବିଶ୍ବନାଥ ବେଶ୍ରାଙ୍କର ୩ବର୍ଷର ଝିଅ…

ଆରଏସପି କ୍ବାର୍ଟର ବେଶ୍ୟାଳୟ, ରେଡ ହାଣ୍ଡ ଧଇଲା ପୋଲିସ 

ରାଉରକେଲା(ହୋରାଚାନ୍ଦ ଦେହୁରୀଆ) : ରାଉରକେଲା ଷ୍ଟିଲ ପ୍ଲାଣ୍ଟ କ୍ୱାର୍ଟରରେ ଦେହ ବେପାର ଚାଲିଛି ବୋଲି ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ବେଶ୍ୟାଳୟ ବା ଦେହ ବେପାରର କେନ୍ଦ୍ରସ୍ଥଳ ପାଲଟିଥିବା ଏକ ଆରଏସପି କ୍ବାର୍ଟରକୁ ଠାବ କରିଛି | ଅନୈତିକ ଦେହ ବେପାର ଚାଲିଥିବା ବେଲେ ପୋଲିସ ଆଜି ଚଢ଼ାଉ…

ଛାତ୍ରୀଙ୍କ ଅକାଳ ବିୟୋଗ

ଓଡଗାଁ(ଶ୍ରୀକାନ୍ତ ମିଶ୍ର ) : ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଓଡଗାଁର ନବମ ଶ୍ରେଣୀର ଛାତ୍ରୀ ନିକିତା ସାମଲ ଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଶ୍ଵାସ ରୋଗ ଯାଗୁଁ ଅସୁସ୍ଥ ନିକିତାର ସ୍ଥାନୀୟ ଡାକ୍ତରଙ୍କ ନିକଟରେ ଚିକିତ୍ସା କରାଯାଉଥିଲା । ଗୁରୁତର…

ମହିଳାଙ୍କୁ ଅସଦାଚରଣ କରି ଜେଲ ଗଲେ ଯୁବକ

ପାଇକମାଲ :- ପାଇକମାଲ ଥାନା ଅନ୍ତର୍ଗତ କୁଡ଼ାରିଫସା ଗ୍ରାମର ଜଣେ ମହିଳା ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ଯେ ସେହି ଗ୍ରାମର ଲଷ୍ମୀ ଧର ମଲ୍ଲିକ ନାମକ ଜଣେ ଯୁବକ ତାକୁ ମନ୍ଦ ଉଦ୍ଦେଶ୍ୟ ରଖି ତା ଉପରେ ବଳ ପ୍ରୟୋଗ କରିବା ସହିତ ଟଣା ଓଟରା…

ଶୌଚ ହେବାକୁ ଯାଇ ଆଉ ଫେରିଲେନି , ପଛରୁ ହାତୀ କଲା ଆକ୍ରମଣ

 ଆଠମଲ୍ଲିକ ପ୍ରତିନିଧି ସନ୍ତୋଷ ମେହେରଙ୍କ ରିପୋର୍ଟ : ଆଠ ମଲ୍ଲିକ ବ୍ଲକ ନଅଗାଁ ପଞ୍ଚାୟତ  ନୂଆଗଡ ଗାଁରେ ହାତୀ ଆକ୍ରମଣରେ ଆଜି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର  ସାମ୍ନାକୁ ଆସିଛି । ମୃତ ମହିଳା ଜଣଙ୍କ ସୁବାସିନୀ ନାୟକ(୬୦) ବୋଲି ଜଣାପଡିଛି । ସୂଚନା ମୁତାବକ ସୁବାସିନୀ ଆଜି  ସକାଳୁ…

ବାଣଫୁଟାକୁ କେନ୍ଦ୍ର କରି ପିଟାପିଟି 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଓଡଗାଁ ଥାନା ଅନ୍ତର୍ଗତ ଭାଡିକିଳା ଗ୍ରାମରେ ଗତକାଲି ସନ୍ଧ୍ୟାରେ ଖୁଦୁରୁକୁଣୀ ପୂଜାରେ ବାଣଫୁଟାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ୍ ହୋଇଛି । ଗ୍ରାମ କୋଠଘରେ ଝିଅମାନେ ମିସି ଖୁଦୁରୁକୁଣୀ ପୂଜା କରି ବାଣଫୁଟାଇବା ବେଳେ ଏହାକୁ ନେଇ…

ବଡ଼ବିଲରେ ପୁଣି ସଡକ  ଦୁର୍ଘଟଣା: ବୃଦ୍ଧାଙ୍କ ଉପରେ ଟ୍ରକ ଚଢ଼ିଗଲା 

ବଡ଼ବିଲ (ଶାସକ ପ୍ରଶାସକ) : ବଡ଼ବିଲ ପୋୖରାଞ୍ଚଳରେ ସଡକ ଦୁର୍ଘଟଣା ଚିନ୍ତାର ବିଷୟ ହୋଇଛି। ଆଜି  ନାଲଦାଠାରେ ରାସ୍ତା ଅତିକ୍ରମ କରୁଥିବା ଜୈନେକ ବୃଦ୍ଧାଙ୍କ ଉପରେ ଏକ ଟ୍ରକ ଚଢିଯିବାରୁ ଘଟଣାସ୍ଥଳରେ ତାଙ୍କର ଅକାଳ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ ବଡ଼ବିଲ ପୋୖରାଞ୍ଚଳର ୧ ନଂ ୱାର୍ଡରେ…

ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଅଗ୍ନିକାଣ୍ଡ

ଜଗତସିଂହପୁର:(ରମେଶ ମହାନ୍ତି)- ବୁଧବାର ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ଅଗ୍ନି୍କାଣ୍ଡ ଘଟିଥିବା ଜଣାପଡିଛି।ସୂଚନାନୁଯାୟୀ ରାତି ପ୍ରାୟ ୨ଟା ବେଳେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗ ପୁରାପୁରି ଧୂଆଁମୟ…

ଆଠ ପିଲାଙ୍କ ବାପା, କି କାଣ୍ଡ…… ଛିଃ

କନ୍ଧମାଳରେ ଲଜ୍ଜ୍ୟା :8ଟି ପିଲାର ବାପା ବିରୋଧରେ 3 ବର୍ଷର ଶିଶୁ କନ୍ୟା ପ୍ରତି କୁକର୍ମ ଉଦ୍ୟମ ଅଭିଯୋଗ   ଘୁ.ଉଦୟଗିରି/ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ବ୍ଲକରେ ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଛି. ଘୁ. ଉଦୟଗିରି ବ୍ଲକ କଳିଙ୍ଗିଆ ଗ୍ରାମର 8ଟି ପିଲାର ବାପା ସେହି…