Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ନବବଧୁ ମୃତଦେହ ଉଦ୍ଧାର ,ଯୌତୁକ ହତ୍ୟା ଅଭିଯୋଗ
କଳାହାଣ୍ଡି/ତୁଳମଣି ନାଗ: ଏକ ନବବଧୁର ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରାଯାଇଛି। ବିବାହର ତିନିମାସ ନ ପୁରୁଣୁ ନବ ବିବାହିତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ଏନେଇ ଝିଅର ବାପଘର ପକ୍ଷରୁ ଯୌତୁକ ପାଇଁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ବିବାହ ପର ଠାରୁ ଅଧିକ ମାନସିକ…
ନାଉଗାଁ ଅଞ୍ଚଳରେ ଯୁବକକୁ ପିଟି ପିଟି ହତ୍ୟା
ଡାକ୍ତର ଓ ପୋଲିସ୍ ର ଭୂମିକାକୁ ନେଇ ପ୍ରଶ୍ନବାଚୀ
ଜଗତସିଂହପୁର(ରମେଶ ମହାନ୍ତି)-ନାଉଗାଁ ଥାନା ଅଞ୍ଚଳର ଜଣେ ଯୁବକ କୁ ମଙ୍ଗଳବାର ବିଳମ୍ବିତ ରାତିରେ ପିଟି ପିଟି ହତ୍ୟା କରାଯାଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ପୋଲିସ ଜଣେ ଯୁବକ କୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି ।ମୃତ…
ଅତାମଳା ଟ୍ରାକ୍ଟର ଧକ୍କାରେ ମୃତ୍ୟୁ ଘଟଣା : କ୍ଷତିପୂରଣ ଦାବୀରେ ଥାନା ଘେରିଲେ , ଜିଲ୍ଲାପାଳଙ୍କୁ ଭେଟିଲେ
ଜଗତସିଂହପୁର(ରମେଶ ମହାନ୍ତି)-ଜଗତସିଂହପୁର ଥାନା ଅନ୍ତର୍ଗତ ଯଶୋବନ୍ତପୁର ଗ୍ରାମର ନୃସିଂହ ସେଠୀ ଗତ ମଙ୍ଗଳବାର ଦିନ ଅପରାହ୍ନ ପ୍ରାୟ ୪ଟା ସମୟରେ ଘରୁ ଗାଲୁପଡା ବଜାରରେ ଥିବା ଲଣ୍ଡ୍ରୀ ଦୋକାନକୁ ସାଇକେଲରେ ଯାଉଥିବା ବେଳେ ଅତାମଳା ଶଙ୍ଖପୋଲ ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ତାଙ୍କୁ ପଛପଟୁ…
ଟାର୍ଗେଟ ନାଁରେ ମଣ୍ଡିରୁ ଉଠୁନି ଧାନ : ତାତିଲେ ଚାଷୀ,ଘେରିଲେ ଯୋଗାଣ ଅଫିସ ଘେରିଲେ
ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ ଦେଲେ ଆନ୍ଦୋଳନ ଚେତାବନୀ
ନୂଆପଡ଼ା,(ଅମିତ ପୁରୋହିତ): ଟାର୍ଗେଟ ନାଁରେ ମଣ୍ଡିରୁ ଧାନ ଉଠୁ ନାହିଁ । ଜିଲ୍ଲା ପ୍ରଶାସନ ଟାର୍ଗେନ ନଥିବା ଦର୍ଶାଇ ଧାନ କିଣୁ ନାହିଁ । ଅନ୍ୟପକ୍ଷେ ଆଉ ତିନି ଦିନ ପରେ ଚଳିତ ରବି ଋତୁ ଧାନ ସଂଗ୍ରହ ବନ୍ଦ ହୋଇଯିବ । ବର୍ଷା ଋତୁ…
କାଶ ଶୀରପ ନା ନିଶା : ଶ୍ୱଶୁର ଗୋଦାମ କରି ଜ୍ୱାଇଁ ଚଳାଇଥିଲେ ବେପାର
ଅବକାରୀ ବିଭାଗର ରାତି ଅଧିଆ ଚଢା
ନୂଆପଡ଼ା/ତରବୋଡ଼( ଅମିତ ପୁରୋହିତ) : ନୂଆପଡ଼ା ଜିଲ୍ଲା ଲଖନା ଥାନା ବଂଜିବାହାଲ ବରପଦରପଡାରେ ଜିଲ୍ଲା ଅବକାରୀ ବିଭାଗ ରାତି ଅଧିଆ ଚଢାଉ କରିଥିଲା । ସେଠାରୁ ଦେଢ ଲକ୍ଷ ଉର୍ଦ୍ଧ ଟଙ୍କାର ବେଆଇନ କପ ସିରପ(କୋରେକ୍ସ)କୁ ଜବତ କରିଛି । ଏହି ଘଟଣାର ମୁଖ୍ୟ…
ଟ୍ରାକ୍ଟର ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ
ଜଗତସିଂହପୁର(ରମେଶ ମହାନ୍ତି)- ମଙ୍ଗଳବାର ଅପରାହ୍ନରେ ଜଗତସିଂହପୁର ଅତାମଳା ଠାରେ ଏକ ସାଇକେଲ ଆରୋହୀଙ୍କ ଉପରେ ଟ୍ରାକ୍ଟର ମାଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ସୂଚନାନୁଯାୟୀ ଅପରାହ୍ନ ପ୍ରାୟ ୪ଟା ସମୟରେ ଯଶୋବନ୍ତପୁର ପଞ୍ଚାୟତ ଯଶୋବନ୍ତପୁର ଗ୍ରାମର ନୃସିଂହ ସେଠୀ (୫୫)ଙ୍କ…
ରାୟଗଡା ପୋଲିସକୁ ବଡ ସଫଳତା, ୪୮ଘଣ୍ଟା ଭିତରେ ଚୋରିର ପର୍ଦ୍ଦାଫାଶ
ରାୟଗଡା (ସରୋଜ ସାହୁ) - ରାୟଗଡା ପୋଲିସକୁ ମିଳିଛି ବଡ ସଫଳତା | ବସଷ୍ଟାଣ୍ଡ ନିକଟରେ ହୋଇଥିବା ଏକ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ମାତ୍ର ୪୮ଘଣ୍ଟା ଭିତରେ | ଚୋରି ହୋଇଥିବା ସମସ୍ତ ଗହଣାକୁ ଜବତ କରିବା ସହ ଚୋରକୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି ରାୟଗଡା ପୋଲିସ ।ସୂଚନା ଅମୁଯାୟୀ ୨୯…
ଅପରାଧୀଙ୍କ ଉପରେ ଅଙ୍କୁଶ କଷିବା ପାଇଁ ଅଂଟା ଭିଡିଲା ରାୟଗଡା ପୋଲିସ
୨୪ ଘଣ୍ଟିଆ ନଜର ରଖିବାକୁ ଏସପି ନେଲେ ନିଆରା ପଦକ୍ଷେପ
ରାୟଗଡା (Saroj Kumar Sahu) – ରାୟଗଡା ସହରରେ ଗତ କିଛି ଦିନ ଧରି ମାତିଥିବା ଅପରାଧୀଙ୍କ ଉପରେ ଅଙ୍କୁଶ କଷିବା ପାଇଁ ଅଂଟା ଭିଡିଲା ରାୟଗଡା ପୋଲିସ | ଅପରାଧୀଙ୍କ ଉପରେ କଡା ନଜର ରଖିବା ପାଇଁ ଏସପି ଡଃ ଶ୍ରବଣା ବିବେକ ଏମ…
ନିଆଁଲାଗି ୮ବଖରା ଘରପୋଡି : ୨ବଳଦ ଜୀବନ୍ତ ଦଗ୍ଧ
ଓଡଗାଁ,(ଶ୍ରୀକାନ୍ତ ମିଶ୍ର): ଓଡଗାଁ ବ୍ଲକ ଗୋଡିପଡା ଅନ୍ତର୍ଗତ ହରିଡାବାଡି ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରୀରେ ନିଆଁଲାଗି ୪ଟି ପରିବାର ଲକ୍ଷାଧିକ ଟଙ୍କାର ସମ୍ପତି ପୋଡିଯିବା ସହିତ ୨ଟି ବଳଦ ଜୀବନ୍ତ ପୋଡି ମୃତ୍ୟୁବରଣ କରିଛନ୍ତି । ସୁଚନା ଅନୁସାରେ ଗତକାଲି ରାତି ୧.୩୦ ମିନିଟ ସମୟରେ…
ସରକାରଙ୍କ ଧାନ କିଣା ନିର୍ଦ୍ଧାରିତ ସମୟ ପୁରିଲା ,ବକେୟା ଧାନ ସଂଗ୍ରହ ଦାବୀ
ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ସମ୍ମୁଖରେ ଚାଷୀଙ୍କ ଧାରଣା
ନୂଆପଡ଼ା,(ଅମିତ ପୁରୋହିତ) : ଜିଲ୍ଲାରେ ଖରିପ ଧାନ ସଂଗ୍ରହର ବନ୍ଦ ହୋଇଗଲା । ଏବେ ବି ଜିଲ୍ଲାର ଅନେକ ମଣ୍ଡି ଓ ଘରେ ହଜାର ହଜାର ବସ୍ତା ପଡି ରହିଛି । ଏଭଳି ସ୍ଥିତିରେ ଆଜି ଶତାଧିକ ଚାଷୀ ଜିଲ୍ଲାପାଳଙ୍କୁ…