ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା 

0

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା କରିଛନ୍ତି  | ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ସେ ଝୁଲନ୍ତା ଅବସ୍ଥାରେ ମିଳିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ବେଲେ ସୁପରଷ୍ଟାର ଅକ୍ଷୟ କୁମାର ଏ ବିଷୟରେ ଟୁଇଟ କରିଛନ୍ତି | 

ସୁଶାନ୍ତଙ୍କ ଏଭଳି ଦୁଃଖଦାୟକ ନିଷ୍ପତ୍ତି ନେବା ପଛର କାରଣ  ଜଣା ପଡ଼ିନାହିଁ | ପୋଲିସ ଏ ଘଟଣାର ତଦନ୍ତ ଜାରି ରହିଛି |  “କିସ ଦେଶ ମେ ହେ ମେରା ଦିଲ”  ନାମକ ଧାରାବାହିକରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ  କରିଥିବା ସୁଶାନ୍ତ ଏକତା କାପୁରଂକ “ପବିତ୍ର ରିସ୍ତା”  ଧାରାବାହିକରେ ବେଶ ଲୋକପ୍ରିୟ ହୋଇପାରିଥିଲେ | ତାପରେ ସେ ତାଙ୍କ ସିନେମା କ୍ୟାରିୟର ଆରମ୍ଭ କରିଥିଲେ କାୟ ପୋ ଛେ ରୁ  | ତାପରେ ଛୀଛୋରେ, ରାବତ୍ତା, ଏମଏସଧୋନି- ଅନ ଟୋଲଡ଼ ଷ୍ଟୋରି, ସୋନ ଚିଡ଼ିଆ, କେଦାର ନାଥ, ଦିଲ ବେଚାରା, ଡ୍ରାଇଭ, ଶୁଦ୍ଧ ଦେଶୀ ରୋମାନ୍ସ, ପିକେ, ଡିଟେକ୍ଟଇଭ ବ୍ୟୋମକେଶ ବକ୍ସି, ରୋମିଓ ଆକବର ବାଟଲର, ପେସା ଵସୂଲ, ଗୁସ୍ତାଖଇଁୟାଁ, ବେଲକାମ ଟୁ ନ୍ୟୂଆର୍କ, ହାପି ଆନିଭାରସାରୀ   ଅପ କମିଂ ସିନେମା ପାଣି ଭଳି ସିନେମାରେ ସେ ଅଭିନୟ କରି ଲୋକପ୍ରିୟତା ହାସଲ କରଥିଲେ ଖୁବ କାମ ସମୟ ମଧ୍ୟରେ | 

Leave A Reply

Your email address will not be published.