ଟ୍ରେନରେ କଟି ଯୁବକ ଗୁରୁତର

0

ବଲାଙ୍ଗୀର/ ନିରୋଜ ମିଶ୍ର :ସକାଳ ପାଖାପାଖି ୬ ଟା ସମୟରେ ଜଲିଆ ଗ୍ରାମ ନିକଟରେ ଯାଇଥିବା ରେଳ ଲାଇନ କଡ଼ରେ ଏକ ଯୁବକ ଗୁରୁତର ଅବସ୍ଥାରେ ପଡ଼ିଥିବାର ସୂଚନା ମିଳିଥିଲା।  ମନୋଜ ନାଏକ ଏବଂ ତାଙ୍କ ସାଥି ମାନଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ଆହାତ ଯୁବକକୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କୁ ଚିକିତ୍ସା ନିମନ୍ତେ ପଠେଇ ଥିଲେ। ଗ୍ରାମର ଯୁବକ ମାନଙ୍କ ସେବା କୁ ଗ୍ରାମବାସୀ ପ୍ରଶଂସା କରିବା ସହ ଆହତ ଯୁବକର ସ୍ୱାସ୍ଥ୍ୟବସ୍ଥା ରେ ଶୀଘ୍ର ସୁଧୀର ହେଉ ବୋଲି କହିଛନ୍ତି।

 

Leave A Reply

Your email address will not be published.